Posted inଜାତୀୟ

ଏସକେ ମୁଭିଜ୍‌ ଷ୍ଟୁଡିଓରେ ଅଗ୍ନିକାଣ୍ଡ…

କୋଲକାତା,୧୩।୧୦ : କୋଲକାତାର କୁଦଘାଟ ଅଞ୍ଚଳରେ ଥିବା ଏସକେ ମୁଭିଜ୍‌ ଷ୍ଟୁଡିଓରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ୧୦ ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ଏହି ଘଟଣାରେ କେତେ କ୍ଷୟକ୍ଷତି ହୋଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଅଗ୍ନିକାଣ୍ଡ କିଭଳି ଘଟିଛି ସେନେଇ ତଦନ୍ତ ଜାରି ରହିଛି।

ସକାଳ ୬ଟା ୪୧ରେ ଏଠାରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ କେହି ଏଥିରେ ହତାହତ ହୋଇ ନଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେତାଙ୍କ ପୁଅଙ୍କୁ ନିର୍ବାଚନ ଟିକେଟ

ବେଲଗାଭି,୨୧।୧୨: କର୍ନାଟକରେ ବଂଶଗତ ରାଜନୀତି ଜୋର୍‌ ଧରିଛି। ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ଜେଡିଏସ୍‌ ସୋମବାର ୯୩ ଜଣ ପ୍ରାର୍ଥୀଙ୍କ...

୨ ଶ୍ରମିକ ପାଲଟିଲେ ଲକ୍ଷପତି: ମାଟି ଗଦାରୁ ମିଳିଲା ହୀରା

ପାନ୍ନା,୩।୧୧: ମଧ୍ୟପ୍ରଦେଶରେ ୨ ଜଣ ଶ୍ରମିକଙ୍କ ଭାଗ୍ୟ ଖୋଲିଯାଇଛି। ମାଟି ଗଦାରୁ ସେମାନଙ୍କୁ ହୀରା ମିଳିଛି। ପାନ୍ନା ଜିଲାରେ ଏହି ଘଟଣା ଘଟିଛି। ଜରୁଆପୁରର ଦିଲ୍ଲୀପ...

ଗୋଟିଏ କନ୍ୟା ପାଇଁ ବରଯାତ୍ରୀ ଧରି ପହଞ୍ଚିଲେ ୨ ବର: ଆଉ ତା’ପରେ

ଉତ୍ତର ପ୍ରଦେଶର କନୌଜରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏକ ବିବାହ ସମାରୋହରେ ଗୋଟିଏ କନ୍ୟା ପାଇଁ ବରଯାତ୍ରୀ ଧରି ପହଞ୍ଚିଛନ୍ତି ୨ ବର।...

ଏଆଇଡିଏମକେ ଦଳର ହୋଡିଂ ପଡି ଯୁବତୀଙ୍କ ମୃତ୍ୟୁ

ଚେନ୍ନାଇ,୧୩।୯:ତାମିଲନାଡୁର ଚେନ୍ନାଇରେ ଏକ ଅଭାବନୀୟ ଘଟଣା ଘଟିଛି। ଏଆଇଡିଏମକେ ଦଳର ଏକ ବିଜ୍ଞାପନ ହୋଡିଂ ଗଳି ପଡିବାରୁ ଜଣେ ୨୩ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଶୁବାଶ୍ରୀ...

ପାଞ୍ଚ ଲକ୍ଷ ୫୧ ହଜାର ଦୀପରେ ଝଲସିବ ଅଯୋଧ୍ୟା

ଲକ୍ଷ୍ନୌ,୧୩ ।୧୧: ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇ ସାରିଲେଣି । ମର୍ଯ୍ୟାଦା ପୁରୁଷ ରାମଙ୍କ ଜନ୍ମଭୂମୀ ଅଯୋଧ୍ୟାରେ ଦୀପ ଜାଳି...

ଦିଲ୍ଲୀ ବିଧାନସଭା ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି। ଏଥିପାଇଁ ମଙ୍ଗଳବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ୭୦ ବିଧାନସଭା ଆସନ ପାଇଁ...

ବିବିସିର ଡକ୍ୟୁମେଣ୍ଟାରୀର ଭିଡିଓ-ଟୁଇଟ ଅବରୋଧ ପାଇଁ ସରକାରଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୧।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିେରୋଧରେ ପ୍ରଚାର କରୁଥିବା ବିବିସିର ଡକ୍ୟୁମେଣ୍ଟାରୀ ଶେୟାର କରୁଥିବା ଭିଡିଓ ଏବଂ ଟୁଇଟକୁ ଅବରୋଧ କରିବାକୁ ଭାରତ ସରକାର...

ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ

ଥିରୁଭାନ୍ତପୁରମ୍‌,୧୬।୧: କେରଳରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ରାଜ୍ୟରେ କୋଭିଡ ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ ସରକାର ଏହି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସମସ୍ତ ସର୍ବସାଧାରଣ ସ୍ଥାନ,...

Advertisement
Archives

Model This Week