Posted inଜାତୀୟ

ମଦ ନୀତି: ଦିଲ୍ଲୀର ୨୫ରୁ ଅଧିକ ସ୍ଥାନରେ ଇଡିର ଚଢାଉ

ନୂଆଦିଲ୍ଲୀ,୧୪।୧୦: ଦିଲ୍ଲୀ ସରକାରଙ୍କ ନୂତନ ଅବକାରୀ ନୀତି ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଇଡି ଦିଲ୍ଲୀର ୨୫ରୁ ଅଧିକ ସ୍ଥାନରେ ସର୍ଚ୍ଚ ଅପରେଶନ କରିଥିବା ଜଣାପଡିଛି। ଏପରି କି ଅଧିକାରୀମାନେ ମଦ ବ୍ୟବସାୟୀଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଇଡି ଅଧିକାରୀମାନେ ଦିଲ୍ଲୀ-ଏନ୍‌ସିଆର ସମେତ ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ ସହିତ ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି। ଅକ୍ଟୋବର ୭ରେ ଦିଲ୍ଲୀ, ପଞ୍ଜାବ ଓ ହାଇଦ୍ରାବାଦର ୩୫ଟି ସ୍ଥାନରେ ଇଡି ଚଢାଉ କରିଥିଲା।
ସୂଚନାଯୋଗ୍ୟ, ଉପରାଜ୍ୟପାଳ ନୂଆ ଅବକାରୀ ନୀତିରେ କଥିତ ଦୁର୍ନୀତିର ଯାଞ୍ଚ ସିବିଆଇ ଦ୍ବାରା କରିବାକୁ ସୁପାରିସ କରିଥିଲେ। ମୁଖ୍ୟ ସଚିବ ଗତ ଜୁଲାଇ ୮ରେ ନିଜର ରିପୋର୍ଟ ଏଲଜିଙ୍କୁ ପଠାଇଥିଲେ, ଯେଉଁଥିରେ ସେ ଗତ ବର୍ଷ ଲାଗୁ କରାଯାଇଥିବା ଅବକାରୀ ନୀତିରେ ଭୁଲ ଥିବାର ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶ ମହିଳା ନେତା ପିସ୍ତଲ-ରାଇଫଲ ରଖିବାକୁ ପସନ୍ଦ କରୁଛନ୍ତି, ସତ୍ୟପାଠରେ ଉଲ୍ଲେଖ…

ଲକ୍ଷ୍ନୌ,୨୧।୨ : ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟ ରାଜନୀତିରେ ବହୁ ବାହୁବଳୀ ନେତା ଏଥର ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି।...

ଟାଙ୍ଗରା ଭୂଇଁରେ ଚାଷ କରିବାକୁ ଉଦ୍ୟମ କରୁଛନ୍ତି ବିରୋଧୀ ଦଳ…

ନୂଆଦିଲ୍ଲୀ,୨୭।୯: ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ହୋଇଥିବା ଭାରତ ବନ୍ଦ ନେଇ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବ୍ବାସ ନକଭି ବିରୋଧୀ ଦଳଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି...

ଏମ୍ସ ଏମ୍‌ବିବିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଇରମିମଙ୍କୁ ଅଭିନନ୍ଦନ ଜଣାଇଲା ସେନା

ରାଜୌରୀ,୩।୯: ଜମ୍ମୁ-କଶ୍ମୀର ରାଜୌରୀ ଜିଲାର ପ୍ରଥମ ଗୁଜ୍ଜର ମହିଳା ଭାବେ ଚଳିତ ବର୍ଷ ଅଲ୍‌ ଇଣ୍ଡିଆ ଇନଷ୍ଟୃଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ର ଏମ୍‌ବିବିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ...

ରାସ୍ତାରେ ଖେଳିଲେ ମୀନ

ବାରାଣସୀ,୩୦।୯: ସମସ୍ତେ ପୋଖରୀ ଓ ନଦୀମାନଙ୍କରେ ମାଛ ପହଁରୁଥିବାର ଦେଖିଥିବେ। ହେଲେ କେବେ ରାସ୍ତା ଉପରେ ମାଛ ପହଁରୁଥିବାର ଦେଖିଛନ୍ତି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି...

ମହାରାଷ୍ଟ୍ର ପାଇଁ ଅଧିକ ଆଲୋଚନା ଆବଶ୍ୟକ

ନୂଆଦିଲ୍ଲୀ,୧୯ା୧୧(ପି.ଟି.)-ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନିଶ୍ଚିତତାର ଅନ୍ତ ଘଟୁନାହିଁ। ଏନ୍‌ସିପି ନେତା ଶରଦ ପାଓ୍ବାର ସୋମବାର ସନ୍ଧ୍ୟାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ନୂଆଦିଲ୍ଲୀ...

୧୨ରୁ ୧୪ ବର୍ଷ ବୟସ୍କ ୬୦ ପ୍ରତିଶତ ପିଲାଙ୍କୁ ଦିଆଯାଇଛି ଟିକା…

ନୂଆଦିଲ୍ଲୀ, ୩୦।୪ : ଦେଶରେ ଜାରି ରହିଥିବା ଟିକାକରଣ ଅଭିଯାନରେ ୧୨ରୁ ୧୪ ପିଲାଙ୍କ ମଧ୍ୟରୁ ୬୦ ପ୍ରତିଶତଙ୍କୁ ଡୋଜ୍‌ ପ୍ରଦାନ କରାଯାଇଛି। ଏନେଇ କେନ୍ଦ୍ରୀୟ...

୨୫ ବର୍ଷ ପରେ ଭାରତରେ ଇଣ୍ଟରପୋଲ ମହାସଭା, ମୋଦି କରିବେ ଉଦ୍‌ଘାଟନ, ପାକ ସମେତ ୧୯୫ ଦେଶ ହେବେ ସାମିଲ

ନୂଆଦିଲ୍ଲୀ,୧୮ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନରେ ୯୦ତମ ଇଣ୍ଟରପୋଲ ମହାସଭାର ଉଦ୍‌ଘାଟନ କରିବେ । ଏହାପରେ ମୋଦି ମହାସଭାରେ...

ରୁଷିଆ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର

ନୂଆଦିଲ୍ଲୀ,୮।୧୧: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ମଙ୍ଗଳବାର ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭରୋଭଙ୍କୁ ମସ୍କୋରେ ଭେଟିଛନ୍ତି। ଭାରତ-ରୁଷିଆ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଆନ୍ତର୍ଜାତୀୟ ବିକାଶ...

Advertisement
Archives

Model This Week