Advertisement
Posted inଜାତୀୟ

ମାଲଗାଡ଼ିର ୨୦ ବଗି ଲାଇନଚ୍ୟୁତ…

ଅମରାବତୀ,୨୪।୧୦ : ମହାରାଷ୍ଟ୍ରର ଅମରାବତୀରେ ଏକ ମାଲଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟିମଟାଲା-ମାଲକେଡ ରେଳ ଲାଇନରେ ବିଳମ୍ବିତ ରାତିରେ ଏକ ମାଲଗାଡ଼ିର ୨୦ ବଗି ଲାଇନଚ୍ୟୁତ ହୋଇଛି। ତେବେ ଏହି ଘଟଣାରେ କେହି ହତାହତ ହୋଇ ନାହାନ୍ତି। ଏହା ଯୋଗୁ ଏହି ଲାଇନ ଦେଇ ଚଳାଚଳ କରୁଥିବା କେତେକ ଟ୍ରେନକୁ ବାତିଲ କରାଯିବା ଅନ୍ୟ କେତେକକୁ ଡାଇଭର୍ଟ କରାଯାଇଛି।

ମାଲଗାଡ଼ିରେ କୋଇଲା ବୋଝେଇ ହୋଇଥିବା ଜଣାପଡ଼ିଛି। ଖବର ପାଇଁ ରେଳ ବିଭାଗ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ରାସ୍ତା ମରାମତି ତଥା ବଗିଗୁଡିକୁ ସିଧା କରିବା କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌ଏଫ୍‌ ପକ୍ଷରୁ ରାଜପଥରେ ‘ବେଟି ବଚାଓ, ବେଟି ପଢ଼ାଓ’ ସଚେତନତା ବାର୍ତ୍ତା…

ନୂଆଦିଲ୍ଲୀ, ୨୬।୧ : ଦେଶର ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜଧାନୀ ଦିଲ୍ଲୀର ରାଜପଥରେ ବିଏସ୍‌ଏଫ୍‌ ପକ୍ଷରୁ ‘ବେଟି ବଚାଓ, ବେଟି ପଢ଼ାଓ’...

ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ ଯୋଗୀ, ୟୁପିରେ ଏବେ ପର୍ଯ୍ୟନ୍ତ ୨୨୫ ଗିରଫ, ୯ ଜିଲାରେ ୧୩ ଏଫଆଇଆର

ଲକ୍ଷ୍ନୌ,୧୨ ।୬: ଶୁକ୍ରବାରର ନମାଜ ପରେ ଉତ୍ତର ପ୍ରଦେଶ ସମେତ ଦେଶର ୩ ରାଜ୍ୟରେ ହିଂସା ବ୍ୟାପିବାରେ ଲାଗିଛି । ଏହାକୁ ଦେଖି ସରକାର ଆଲର୍ଟ...

ଗଙ୍ଗାରେ ମା’ଙ୍କ ଅସ୍ଥି ବିସର୍ଜନ କଲେ ବାଂଶୁରୀ

ନୂଆଦିଲ୍ଲୀ,୮।୮: ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସ୍ବର୍ଗତା ସୁଷମା ସ୍ବରାଜଙ୍କ ଝିଅ ବାଂଶୁରୀ ସ୍ବରାଜ ଗୁରୁବାର ଗଙ୍ଗାରେ ମା’ଙ୍କ ଅସ୍ଥି ବିସର୍ଜନ କରିଛନ୍ତି। ତାଙ୍କ ସହ ପିତା...

ବିକ୍ରମ ଲ୍ୟାଣ୍ଡରକୁ ‘ହେଲୋ’ ବାର୍ତ୍ତା ପଠାଇଲା ନାସା

ଓ୍ବାଶିଂଟନ,୧୨।୯: ଭାରତର ଚନ୍ଦ୍ରୟାନ-୨ ମିଶନ ୯୫ ପ୍ରତିଶତ ସଫଳ ହୋଇଛି। ବିକ୍ରମ ଲ୍ୟାଣ୍ଡରକୁ ଇସ୍ରୋ ଚିହ୍ନଟ କରିଥିଲେ ମଧ୍ୟ କୌଣସି ଯୋଗାଯୋଗ ସ୍ଥାପନ ହୋଇପାରୁନି। ସେଥି...

ସ୍ତ୍ରୀଙ୍କୁ ସ୍ବାମୀଙ୍କ ସହିତ ରହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୩।୩: ସ୍ତ୍ରୀ କୌଣସି ସମ୍ପତ୍ତି ନୁହେଁ। ତାଙ୍କୁ ସ୍ବାମୀଙ୍କ ସହିତ ରହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଏନେଇ ସୁପ୍ରିମ୍‌କୋର୍ଟ ଏକ ମାମଲାର ଶୁଣାଣି ସମୟରେ...

୧ ଲକ୍ଷ ଝିଅଙ୍କ ବିବାହ କରାଇବେ ଯୋଗୀ ସରକାର

ଲକ୍ଷ୍ନୌ,୬।୭: ସାମୁହିକ ବିବାହ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଲକ୍ଷେ ଗରିବ ଝିଅଙ୍କ ବିବାହ କରିବାକୁ ସ୍ଥିର କରିଛନ୍ତି। ତେବେ ଏହି ବିବାହକୁ...

ଅଦରକାରୀ ପାର୍ଟସ୍‌ରୁ ବାଇକ୍‌: ଦାମ୍‌ ୨ହଜାର, ୫ଟଙ୍କାରେ ୫୦କିଲୋମିଟର ଯିବ

ସୁରଟ:ପରିବେଶ ପ୍ରଦୂଷଣ ବୃଦ୍ଧିପାଉଛି। ଆଗକୁ ଏକ ଭଲ ପରିବେଶ ମିଳିବ କି ନାହିଁ ତାହା କହିହେବନି। ଅନ୍ୟପକ୍ଷରେ ପେଟ୍ରୋଲ କିମ୍ବା ଡିଜେଲ ଦାମ୍‌କୁ ଲକ୍ଷ୍ୟ କଲେ...

ପ୍ରେମିକାଙ୍କୁ ରାସ୍ତା ମଝିରେ ଜୋର୍‌ରେ ଚାପୁଡା ମାରିଲେ ପ୍ରେମିକ: କାରଣ ଜାଣିଲେ…

ଅହମ୍ମଦାବାଦ,୮।୧: ଗୁଜରାଟର ଅହମ୍ମଦାବାଦର ଲ’ ଉଦ୍ୟାନ ସାମ୍ନାରେ ଏକ ଜବରଦସ୍ତ ଝଗଡା ଦେଖିବାକୁ ମିଳିଥିଲା। ରାସ୍ତାରେ ଜଣେ ଯୁବକ ରାସ୍ତା ପାର ହେଉଥିବା ଏକ ଯୁବତୀଙ୍କୁ...

Advertisement
Archives

Model This Week