Advertisement
Posted inଜାତୀୟ

ରାଜଧାନୀରେ ବଢୁଛି ପ୍ରଦୂଷଣ, ଏକ୍ୟୁଆଇ ୪୦୦ ଉପରେ

ନୂଆଦିଲ୍ଲୀ,୩ ।୧୧: ଦିଲ୍ଲୀ-ଏନସିଆରରେ ଗତ କିଛିଦିନ ହେବ ଲଗାତାର ଥଣ୍ଡା ବଢିବାରେ ଲାଗିଛି । ଦିନରେ ସାମାନ୍ୟ ଖରା ଦେଖାଯାଉଛି । ଏହାଯୋଗୁ ପାଗ ସାମନ୍ୟ ଥଣ୍ଡା ଓ ଗରମ ଅନୁଭବ ହେଉଛି । ଏହାସହ ସକାଳେ ,ସନ୍ଧ୍ୟା ଓ ରାତିରେ ଥଣ୍ଡା ସାମନ୍ୟ ବଢି ଯାଉଛି । ଏହାସହ ସକଳେ ଧୂଆଁ ଓ କୁହାଡି ଦେଖାଯାଉଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗୁରୁବାର ବି ଦିଲ୍ଲୀରେ ଧୂଆଁ ଘେରି ରହିବା ସହ ଦିନରେ ପାଗ ସଫା ରହିବ । ଶୁକ୍ରବାର ସମାନ ପାଗ ରହିବା ସହ ଶନିବାର ସାମନ୍ୟ ପରିବର୍ତ୍ତନ ହୋଇପାରେ । ଆକାଶରେ ବାଦଲ ଦେଖାଦେଇପାରେ । ନୋଏଡା ଓ ଗୁରୁଗ୍ରାମରେ ବି ଦିଲ୍ଲୀ ଭଳି ପାଣିପାଗ ରହିବ । ଏହି ସମୟରେ ସର୍ବୋଚ୍ଚ ତାପମାତ୍ରା ୩୦-୩୨ ଡିଗ୍ରୀ ରହିବ । ଏହିପରି ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ରହିପାରେ ।
ପାଣିପାଗର ପରିବର୍ତ୍ତନ ସହ ଦିଲ୍ଲୀ-ଏନସିଆରର ପ୍ରଦୂଷଣ ବେଳକୁ ବେଳ ବଢିବାରେ ଲାଗିଛି । ଏହା ଏବେ ଅତି ଜଟିଳ ଶ୍ରେଣୀକୁ ଚାଲିଇ ଯାଇଥିବା କୁହାଯାଉଛି । ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୪୦ ଉପରେ ରହିଛି । ଆନନ୍ଦ ବିହାରରେ ଏହା ୪୪୯ ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ୪୪୨ ରହିଥିବା ରେକର୍ଡ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କୁ ୟୁରୋପ୍‌ରେ ଏଣ୍ଟ୍ରି: ପୁନାଓ୍ବାଲା ଦେଲେ ଆଶ୍ୱାସନା

ନୂଆଦିଲ୍ଲୀ,୨୮।୬: ଭାରତରେ କରୋନା ଭାଇରସ ନିୟନ୍ତ୍ରଣ କରିବା ପାଇଁ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଉଛି ଏବଂ ଅଧିକାଂଶ ଲୋକଙ୍କୁ କୋଭିଶିଲ୍ଡ ଟିକା ଦିଆଯାଉଛି।...

ଏକକ ଦେୱାନି ସଂହିତା ସପକ୍ଷରେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪ା୯(ପି.ଟି.): ଭାରତରେ ଏକକ ଦେୱାନି ସଂହିତା (ୟୁସିସି) ପ୍ରସ୍ତୁତ କରିବା ସପକ୍ଷରେ ଶୁକ୍ରବାର ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି। ୧୯୮୨ରେ ଏନେଇ ପ୍ରୋତ୍ସାହନ ଦେବା ସତ୍ତ୍ୱେ ସେବେଠୁ...

କୋର୍ଟଙ୍କର ଅବମାନନା କଲେ ଆଉ ଛାଡ଼ ପାଇବେନି ନେତା…

ନୂଆଦିଲ୍ଲୀ,୨୮।୮: ନେତାମାନେ କୋର୍ଟଙ୍କର ଅବମାନନା କଲେ ସେମାନଙ୍କଉ ଛଡ଼ାଯିବ ନାହିଁ। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୁପ୍ରିମ୍‌କୋର୍ଟ (ଏସ୍‌ସି)ଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ...

ଲତା ଦିଦିଙ୍କୁ ମନେପକାଇ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି

ମୁମ୍ବାଇ,୨୪।୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମୁମ୍ବାଇରେ ମାଷ୍ଟର ଦିନାନାଥ ମଙ୍ଗେଶକର ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଥମ ଲତା ଦିନାନାଥ ମଙ୍ଗେଶକର...

ଭାଜପା ବିଜ୍ଞାପନରେ କେବଳ ମୋଦି, ନୀତିଶ ଗାଏବ୍‌

ପାଟନା, ୨୬।୧୦: ଆସନ୍ତା ଅକ୍ଟୋବର ୨୮ରେ ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହେବ। କିନ୍ତୁ ଏହାର ଠିକ ପୂର୍ବରୁ ଭାଜପା ଖବରକାଗଜରେ ଏକ...

ଶହୀଦଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀଙ୍କ ରାଖୀ ପୂର୍ଣ୍ଣିମା ଉପହାର

ଭୋପାଳ,୧୬।୮: ମଧ୍ୟପ୍ରଦେଶ ଦେପାଲପୁରର ପିର ପିପଲିୟା ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଯାହା ସମସ୍ତଙ୍କ ମୁହଁରେ ହସ ଖେଳାଇ ଦେଇଛି। ଏଠାକାର ବାସିନ୍ଦା...

ରାଜସ୍ଥାନ ରାଜନୀତିରେ ଅଡିଓ କଳି, କେନ୍ଦ୍ରମନ୍ତ୍ରୀଙ୍କୁ ଗିରଫ ଦାବିି

ନୂଆଦିଲ୍ଲୀ,୧୭।୭: ରାଜସ୍ଥାନରେ ରାଜନୈତିକ ସଂଙ୍କଟ ଜାରି ରହିଛି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କଳି ଏବେ ଚରମ ସୀମାରେ...

ମିଶନ ଫିଲ୍ମ ସିଟି: ମୁମ୍ବାଇ ପହଞ୍ଚିଲେ ଆଦିତ୍ୟନାଥ

ମୁମ୍ବାଇ,୧।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁମ୍ବାଇରେ ପହଞ୍ଚିଛନ୍ତି। ଉତ୍ତରପ୍ରଦେଶରେ ଏକ ଫିଲ୍ମ ସିଟି ନିର୍ମାଣ ପାଇଁ ସେ ବଲିଉଡ୍‌ର କେତେକ ଫିଲ୍ମ ନିର୍ଦ୍ଦେଶକ ଏବଂ...

Advertisement
Archives

Model This Week