Advertisement
Posted inଜାତୀୟ

ଏଏପି ଗୁଜରାଟରେ ନିଶ୍ଚିତ ବିଜୟ ହାସଲ କରିବ: କେଜିର୍‌ଓ୍ବାଲ

ନୂଆଦିଲ୍ଲୀ,୩।୧୧: ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏଏପିର ମୁଖ୍ୟ ଅରବିନ୍ଦ କେଜିର୍‌ଓ୍ବାଲ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଏଏପି ନିଶ୍ଚିତ ଗୁଜରାଟରେ ବିଜୟ ହାସଲ କରିବ। ଏଥିରେ କୌଣସି ସନ୍ଦେହ ନାହିଁ। ଏପରିକି ଏଏପିକୁ ଥରୁଟିଏ ସୁଯୋଗ ଦେଇ ସରକାର ଗଢିବାକୁ ଜନସାଧାରଣଙ୍କୁ କହିଛନ୍ତି। ଏହାସହ ଏଏପି ସରକାର ଆସିଲେ ଲୋକଙ୍କ୍‌ୁ ମାଗଣା ବିଦ୍ୟୁତ୍‌ ସେବା ଯୋଗାଇବାେ ଦେବା ସହ ଦିଲ୍ଲୀ ମଡେଲ ଭଳି ଗୁଜରାଟରେ ମଧ୍ୟ ସ୍କୁଲ ଏବଂ ଡାକ୍ତରଖାନା ତିଆରି ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟେ, ଏଏପି ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି, ଦଳ ଗୁଜରାଟରେ ୧୪୦ ରୁ ୧୫୦ ସିଟ୍‌ରେ ଜିତିବ ବୋଲି ଦୃଢ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ବିରୋଧ ସତ୍ତ୍ୱେ ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟରେ ପହଞ୍ଚିଯାଇଥିଲେ ପ୍ରଣବ: ଆଉ ତା’ ପରେ କରିଥିଲେ ସର୍ଜିକାଲ ଷ୍ଟ୍ରାଇକ୍‌ !

ନୂଆଦିଲ୍ଲୀ,୧।୯: ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି। ସୋମବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ମଙ୍ଗଳବାର ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ...

ଚାକିରି ଅଛି ହେଲେ ଯୋଗ୍ୟତାର ଅଭାବ ରହିଛି

ବରେଲି,୧୫।୯: କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର କହିଛନ୍ତି ଦେଶରେ ଚାକିରିର ଅଭାବ ନାହିଁ ହେଲେ ଉତ୍ତର ଭାରତରେ ଯୋଗ୍ୟତା ନାହିଁ। କାରଣ ଯେଉଁମାନେ ଏଠାକୁ...

ଉତ୍ତର ପ୍ରଦେଶରେ ପାଦ ରଖିଲା କରୋନା ଭାଇରସ: ଗୋଟିଏ ପରିବାରର ୬ ଆକ୍ରାନ୍ତ!

ଆଗ୍ରା,୩।୩: ଭାରତରେ କରୋନା ଭାଇରସର ପ୍ରବେଶକୁ ନେଇ ଭୟ ସୃଷ୍ଟି ହୋଇଥିବା ବେଳେ ଏବେ ଏହା ଉତ୍ତର ପ୍ରଦେଶରେ ପାଦ ରଖିଛି ବୋଲି କୁହାଯାଉଛି। ଆଗ୍ରାର...

ଶିକ୍ଷୟିତ୍ରୀଙ୍କୁ ହତ୍ୟା କଲେ ନାବାଳକ ପ୍ରେମିକ

ଲକ୍ଷ୍ନୌ ୪।୭: ଉତ୍ତରପ୍ରଦେଶ ଅଯୋଧ୍ୟା କୋତଓ୍ବାଲିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅନୈତିକ ସମ୍ପର୍କକୁ ନେଇ ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା...

ପରୀକ୍ଷାରେ ‘ଖେଲ ହବେ’ ଲେଖିଲେ କାର୍ଯ୍ୟାନୁଷ୍ଠାନ

କୋଲକାତା,୭।୪: ପଶ୍ଚିମବଙ୍ଗ ବୋର୍ଡ ୧୦ମ ଶ୍ରେଣୀ ପରୀକ୍ଷାରେ କିଛି ଛାତ୍ରୀଛାତ୍ର ତାଙ୍କ ଉତ୍ତର ଖାତାରେ ଲୋକପ୍ରିୟ ରାଜନୈତିକ ସ୍ଲୋଗାନ ‘ଖେଲ ହବେ’ ଲେଖିଥିବା ଘଟଣା ସାମ୍ନାକୁ...

ଜାମିନ ନ ମିଳିବାରୁ ବଳାତ୍କାର ପୀଡ଼ିତାଙ୍କୁ ବିବାହ କଲେ ବିଧାୟକ

ଅଗରତାଲା,୧୧।୬: ତ୍ରିପୁରା ସରକାରରେ ସାମିଲ ହୋଇଥିବା ଦଳ ଆଇପିଏଫଟି(ଇଣ୍ଡିଜିନିୟସ୍‌ ପିପୁଲ୍ସ୍‌ ଫ୍ରଣ୍ଟ ଅଫ୍‌ ତ୍ରିପୁରା)ର ଜଣେ ବିଧାୟକ ସେହି ଯୁବତୀଙ୍କୁ ବିବାହ କରିଛନ୍ତି, ଯିଏ ତାଙ୍କ...

ଭାରତକୁ ୧ ବିଲିୟନ ଡଲାର ଦେବ ବିଶ୍ୱବ୍ୟାଙ୍କ

ନୂଆଦିଲ୍ଲୀ,୧୫।୫: କରୋନା ମହାମାରୀର ସଙ୍କଟ ମଧ୍ୟରେ ବିଶ୍ୱ ବ୍ୟାଙ୍କ ଭାରତକୁ ୧ ବିଲିୟନ ଡଲାର ବା ପାଖାପାଖି ୭,୫୦୦ କୋଟି ଟଙ୍କାର ସୋସିଆଲ ପ୍ରୋଟେକ୍ସନ ପ୍ୟାକେଜ(ସମାଜିକ...

ଦୀର୍ଘ ୬ ମାସ ପରେ କମ୍ ହେଲା ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୨ ।୧୨: ଦେଶରେ ପାଖାପାଖି ୬ ମାସ ପରେ ୨୪ ଘଣ୍ଟାରେ ନୂଆ କରୋନା ସଂକ୍ରମିତଙ୍କ ସଖ୍ୟା ୨୦ ହଜାର ତଳେ ରହିଛି । ସେହିପରି...

Advertisement
Archives

Model This Week