Advertisement
Posted inଜାତୀୟ

ଚନ୍ଦ୍ରଚୂଡ଼ ରିଟର୍ନସ, ପିତାଙ୍କର ୪୪ ବର୍ଷ ପରେ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୯।୧୧ : ଜଷ୍ଟିସ ଧନଞ୍ଜୟ ଓ୍ବାଇ. ଚନ୍ଦ୍ରଚୂଡ଼ ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ଼ ତାଙ୍କ ପରିବାରର ଦ୍ୱିତୀୟ ପିଢ଼ି ଯିଏକି ନ୍ୟାୟିକ ବ୍ୟବସ୍ଥାର ଶୀର୍ଷକୁ ଉଠିଛନ୍ତି।

ତାଙ୍କ ପୂର୍ବରୁ ତାଙ୍କ ପିତା ଓ୍ବାଇ.ଭି ଚନ୍ଦ୍ରଚୂଡ଼ ମଧ୍ୟ ଦେଶର ପ୍ରଧାନ ବିଚାରପତି ଥିଲେ। ତାଙ୍କ ପରେ ଠିକ ୪୪ ବର୍ଷ ପରେ ଡି. ଓ୍ବାଇ. ଚନ୍ଦ୍ରଚୂଡ଼ ଏହି ପଦବୀ ହାସଲ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ପ୍ରାୟ ଦୁଇ ବର୍ଷ ହେବ ଏବଂ ସେ ୧୦ ନଭେମ୍ବର ୨୦୨୪ ରେ ଅବସର ନେବେ। ୧୯୯୮ ରେ ସେ ଦେଶର ଅତିରିକ୍ତ ସୋଲିସିଟର ଜେନେରାଲ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ହାତରେ ରିଅଲ ଲାଇଫ୍‌ର ବଣ୍ଟି ଓ ବବ୍‌ଲି

ନୂଆଦିଲ୍ଲୀ,୧୭।୪: ଫିଲ୍ମରେ ବଣ୍ଟି ଓ ବବ୍‌ଲି କଥା ଆପଣଙ୍କ ମନେଥିବ। ସେମାନେ କେଉଁଭଳି ଚୋରି କରି ପୋଲିସକୁ ଚକ୍‌ମା ଦେବା ସହ ମୁଣ୍ଡବ୍ୟଥାର କାରଣ ପାଲଟିଥିଲେ।...

ସ୍ପେନ ଖବରକାଗଜରେ ଭାରତର ଅଭିବୃଦ୍ଧିକୁ ନେଇ ପ୍ରସ୍ତୁତ କାର୍ଟୁନକୁ ନେଇ ବିବାଦ

ନୂଆଦିଲ୍ଲୀ,୧୪।୧୦: ଭାରତୀୟ ଅର୍ଥନୀତିକୁ ନେଇ ସ୍ପେନର ଏକ ଖବରକାଗଜରେ ପ୍ରକାଶିତ ଆର୍ଟିକିଲ୍‌କୁ ନେଇ ବିବାଦ ଦେଖାଦେଇଛି। ସ୍ପେନର ସାପ୍ତାହିକ ଖବରକାଗଜ ‘ଲା ଭାନୁଗାର୍ଡିଆ’ର ପ୍ରଥମ ପୃଷ୍ଠାରେ...

କରୋନା ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଘରେ ଘରେ ପହଞ୍ଚିବ ଟିକା

ନୂଆଦିଲ୍ଲୀ,୧ ।୧: ଦେଶରେ କରୋନା ଭାଇରସ ଟିକାକରଣକୁ ନେଇ ପ୍ରସ୍ତୁତି ଯୋରସୋରରେ ଚାଲିଛି । ଏହି ଟିକାକରଣ ପାଇଁ ପ୍ରାୟ ୯୬ ହଜାର କର୍ମୀଙ୍କୁ ପ୍ରଶିକ୍ଷଣ...

ରାଜନୈତିକ ଅସ୍ତ୍ର ଭାବେ ବ୍ୟବହୃତ ହେଉଛି ସିବିଆଇ, ତେଜସ୍ବୀଙ୍କ ସମାଲୋଚନା…

ପାଟନା, ୩୧।୮ : ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଗୁରୁବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସିବିଆଇକୁ ଏକ ରାଜନୈତିକ ଅସ୍ତ୍ର ଭାବରେ...

ଜାମିଆ ହିଂସାକୁ ନେଇ ଦିଲ୍ଲୀ ପୋଲିସର ଖବରଦାତା ସମ୍ମିଳନୀ: ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ରବିବାର ହୋଇଥିବା ହିଂସାତ୍ମକ ପ୍ରଦର୍ଶନ ପରେ ସୋମବାର ଦିଲ୍ଲୀ ପୋଲିସ ଏକ ଖବରଦାତା ସମ୍ମିଳନୀ କରିଛି। ଏଥିରେ ପୋଲିସ...

ବିବାହରେ ପହଞ୍ଚିଲେ ହଜାରେ ଅତିଥି: ଆଉ ତା’ପରେ

ରାୟପୁର,୭।୭: ଛତିଶଗଡ଼ ଅମ୍ବିକାପୁର ସହରରେ ଆୟୋଜିତ ଏକ ବିବାହ କାର୍ଯ୍ୟକ୍ରମରେ କରୋନା ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। କରୋନା କାଳରେ ବିବାହ କାର୍ଯ୍ୟକ୍ରମରେ କମ୍‌...

ପ୍ରଧାନମନ୍ତ୍ରୀ ମୋଦି ବସି ଧ୍ୟାନ କରିଥିବା ଗୁମ୍ଫାରେ ମିଳିବ ହୋଟେଲ୍‌ ସୁବିଧା

ନୂଆଦିଲ୍ଲୀ,୧୦୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥର ଯେଉଁ ଗୁମ୍ଫାରେ ବସି ସାଧନା କରିଥିଲେ, ସେହି ଗୁମ୍ଫା ସମେତ ଅନ୍ୟ ତିନୋଟି ଗୁମ୍ଫାରେ ଭକ୍ତମାନେ ହୋଟେଲ ସୁବିଧା...

ଶିବରାଜ ସିଂହଙ୍କ ତୃତୀୟ ରିପୋର୍ଟ ବି ପଜିଟିଭ୍‌

ଭୋପାଳ,୪।୮: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଆସିଥିବା ତୃତୀୟ କରୋନା ରିପୋର୍ଟ ବି ପିଜିଟିଭ୍‌ ରହିଛି। ଫଳରେ ଚିକିତ୍ସା ପାଇଁ ଆଉ କିଛି ଦିନ...

Advertisement
Archives

Model This Week