Posted inଜାତୀୟ

ଅରୁଣାଚଳ ପ୍ରଦେଶ ଗସ୍ତରେ ମୋଦି: ବିଭିନ୍ନ ପ୍ରକଳ୍ପର କରିବେ ଉଦ୍‌ଘାଟନ

ଇଟାନଗର,୧୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅରୁଣାଚଳ ପ୍ରଦେଶ ଯିବେ। ସେ ପହଞ୍ଚିବା ପରେ ସେଠାରେ ପ୍ରଥମ ଗ୍ରୀନଫିଲ୍ଡ ବିମାନବନ୍ଦର, ଇଟାନଗରର ହୋଲୋଙ୍ଗୀରେ ଡୋନି ପୋଲୋ ବିମାନ ବନ୍ଦର ଏବଂ ପଶ୍ଚିମ କାମେଙ୍ଗ ଜିଲାର 600 ମେଗାୱାଟ କାମେଙ୍ଗ ଜଳ ବିଦ୍ୟୁତ୍‌ କେନ୍ଦ୍ରକୁ ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମ ପରେ ମୋଦି ବାରାଣାସୀ ଏବଂ ଗୁଜରାଟ ଅଭିମୁଖେ ଯାତ୍ରା କରିବେ ବୋଲି ରାଜ୍ୟ ନାଗରିକ ବିମାନ ବିଭାଗର ଅଧିକାରୀ କହିଛନ୍ତି। ଫେବୃଆରୀ ୨୦୧୯ ରେ ପ୍ରଧାନମନ୍ତ୍ରୀ ମୋଦି ଏହି ବିମାନବନ୍ଦରର ମୂଳଦୁଆ ପକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେବାକୁ ନିଜେ କହିଥିଲେ କେଜରିଓ଼୍ବାଲ, ରାଘବ ଚଢାଙ୍କୁ ନେଇ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୪: ଆମ ଆଦମୀ ପାର୍ଟି (AAP) ର ଦଶ ଜଣ ଏମପିଙ୍କ ମଧ୍ୟରୁ ସାତ ଜଣ ଦଳ ଛାଡିଛନ୍ତି। ଏହି ଏମପିମାନଙ୍କ ମଧ୍ୟରୁ ଛଅ ଜଣ ପଞ୍ଜାବର…

ଭାରତ ଆଗରେ ଆଉ ଏକ ସଙ୍କଟ: ସାବୁନ ଠାରୁ ଆରମ୍ଭ କରି ଚିପ୍ସ, ବିସ୍କୁଟ ପର୍ଯ୍ୟନ୍ତ ସବୁକିଛି ହୋଇଯିବ ମହଙ୍ଗା! ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୫।୪: ଇରାନରେ ଯୁଦ୍ଧ ଆରମ୍ଭ ହେବା ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ଭାରତ ପୂର୍ବରୁ ଅଶୋଧିତ ତୈଳ ଯୋଗାଣର ଅଭାବର ସମ୍ମୁଖୀନ ହେଉଛି। ବର୍ତ୍ତମାନ, ପାମ…

ଅକ୍ଷୟ କୁମାରଙ୍କ ଝିଅକୁ ନଗ୍ନ ଫଟୋ ମାଗିବା ପଡିଲା ମହଙ୍ଗା, ଅଭିଯୁକ୍ତଙ୍କୁ ଗିରଫ କଲା ଏବେ ସାଇବର ପୋଲିସ

ମୁମ୍ବାଇ,୨୫।୪: ଅକ୍ଷୟ କୁମାର ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖନ୍ତି। ସେ ଦୁଇଟି ସନ୍ତାନର ପିତା। ତାଙ୍କର ପୁଅଙ୍କ ନାଁ ଆରବ…

ଯୁଦ୍ଧ ମଧ୍ୟରେ ଚାଇନା ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଆମେରିକା, ବିଶ୍ୱରେ ହଇଚଇ

ଓ୍ବାଶିଂଟନ୍‌,୨୫।୪: ଇରାନ ସହିତ ଯୁଦ୍ଧ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଚାଇନା ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆମେରିକା ଚାଇନାର ଏକ ରିଫାଇନାରୀ ଏବଂ ଇରାନର ତୈଳ…

ନୂଆ ଓ ପୁରୁଣା

ଦିନ ପରେ ଦିନ ବିତେ, ବର୍ଷ ପରେ ବର୍ଷ ଆସେ। ସମୟ ସ୍ରୋତରେ ଆଜିର ମୁହୂର୍ତ୍ତ କାଲିର ଅତୀତ ପାଲଟେ। ନୂଆକୁ ସ୍ବାଗତ କରିବାର ପରମ୍ପରା ଆମ…

ସଂରକ୍ଷଣ ବ୍ୟବସ୍ଥାର କ୍ରମ ବିକାଶ

ସମ୍ବିଧାନରେ ସ୍ଥାନିତ ହୋଇଥିବା ସଂରକ୍ଷଣ ବ୍ୟବସ୍ଥାର ଦୀର୍ଘ ପୃଷ୍ଠଭୂମି ରହିଛି। ବ୍ରିଟିଶ ଶାସନାଧୀନ ଭାରତବର୍ଷରେ ସର୍ବପ୍ରଥମେ କୋହ୍ଲାପୁର ରାଜ୍ୟରେ ୧୯୦୨ରେ ସରକାରୀ ସିଦ୍ଧାନ୍ତ ରୂପେ ଚାକିରି କ୍ଷେତ୍ରରେ…

ନିଯୁକ୍ତିର ବାର୍ତ୍ତା

ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ମନ୍ତ୍ରଣାଳୟଗୁଡ଼ିକରେ ଯୁଗ୍ମ ସଚିବ ସ୍ତରରେ ୪୮ ଜଣ ବାବୁଙ୍କ ନିଯୁକ୍ତି ଏକ ସାଧାରଣ ବିଷୟ ଜଣାପଡ଼ୁଛି। କିନ୍ତୁ ତାହା ନୁହେଁ।…

ତୁମୁଡିବନ୍ଧରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ: ଭର୍ଚୁଆଲ ମାଧ୍ୟମରେ ଯୋଡି ହେଲେ ମୁଖ୍ୟମନ୍ତ୍ରୀ

ତୁମୁଡିବନ୍ଧ(ଦୀପକ କୁମାର ପରାସେଠ):କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଭାଷୀ ମାଧ୍ୟମରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ତୁମୁଡିବନ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri