Posted inଜାତୀୟ

ଦେଶରେ ୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪,୪୬,୭୨,୬୩୮ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୪,୪୧,୩୭,୬୧୭ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୪,୬୭୨ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୩୦,୬୨୧କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିନିଟ୍‌ ପିଛା ଅର୍ଡର ହେଉଛି ୧୧୫ ପ୍ଲେଟ୍‌ ବିରିୟାନୀ

ନୂଆଦିଲ୍ଲୀ,୨୨।୧୨: ଦେଶରେ ଚଳିତ ବର୍ଷ ପ୍ରତି ମିନିଟ୍‌ରେ ୧୧୫ ପ୍ଲେଟ ବିରିୟାନୀ ଅର୍ଡର କରାଯାଉଛି। ମଙ୍ଗଳବାର ଏଭଳି ତଥ୍ୟ ରଖିଛି ଖାଦ୍ୟ ଡେଲିଭର କରୁଥିବା ପ୍ଲାଟଫର୍ମ...

ଡିଫେନ୍ସ୍‌ ଏକ୍ସ୍‌ପୋରେ ଯୋଗ ଦେବନି ଚାଇନା: ଯାତ୍ରା କଲା ବାତିଲ

ଲକ୍ଷ୍ନୌ/ବେଜିଂ,୪।୨: ବୁଧବାର ଠାରୁ ଲକ୍ଷ୍ନୌରେ ଡିଫେନ୍ସ୍‌ ଏକ୍ସ୍‌ପୋ ଆରମ୍ଭ ହେଉଛି। ଏଥିରେ ଯୋଗଦେବା ପାଇଁ ଚାଇନା ସହମତି ପ୍ରକାଶ କରିଥିବାବେଳେ ଶେଷ ମୁହୂର୍ତ୍ତରେ ଏହାକଚ ବାତିଲ...

ଲାଲ୍‌ କିଲ୍ଲାରେ ପ୍ରଥମ ଥର ପାଇଁ ସଲାମୀ ଦେବ ସ୍ବଦେଶୀ ତୋପ…

ନୂଆଦିଲ୍ଲୀ, ୧୧।୮ : ଅଗଷ୍ଟ ୧୫ରେ ୭୫ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଥମ ଥର ପାଇଁ ଲାଲ୍‌ କିଲ୍ଲାରେ ୨୧ ଥର ତୋପ...

ଭାରି ପଡୁଛନ୍ତି ଭାରତୀୟ ସେନା: ଏଲ୍‌ଏସିରେ ପାଟ୍ରୋଲିଂର ତରିକା ବଦଳାଇଲା ଚାଇନା

ନୂଆଦିଲ୍ଲୀ,୪ ।୧୦: ଚାଇନାର ଦୁଇ ପାଦ ଆଗକୁ ଦୁଇ ପାଦ ପଛକୁ ନୀତି ଯୋଗୁ ଭାରତ-ଚାଇନା ସୀମା ବିବାଦ ଶେଷ ହେଉନାହିଁ । ସେନା ତଥା...

ଆଶିଷଙ୍କ ଜାମିନକୁ ବିରୋଧ କଲେ ଉତ୍ତରପ୍ରଦେଶ ସରକାର, ସମାଜକୁ ଯିବ ଭୁଲ ବାର୍ତ୍ତା …

ନୂଆଦିଲ୍ଲୀ,୧୯।୧ : ଲଖିମପୁର ଖେରୀ ହିଂସା ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ...

ଗଲଓ୍ବାନ ଶହୀଦ୍‌ଙ୍କ ପାଇଁ ସ୍ମୃତି ସ୍ମାରକୀ

ଗଲଓ୍ବାନ, ୩।୧୦: ଗଲଓ୍ବାନ ଘଟିରେ ଜୁନ୍‌ ୧୫ରେ ଚାଇନା ସୈନ୍ୟ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ...

ଭାଜପା ସରକାର ଭାଙ୍ଗିଦେବ କୃଷକ ଆନ୍ଦୋଳନ : ଅଖିଳେଶ

ଲକ୍ଷ୍ନୌ,୨୯।୧୨: ଭାଜପା ସରକାର କୃଷକଙ୍କୁ ସର୍ବଦା ଅସମ୍ମାନିତ କରିଛି। ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ହିଁ କେନ୍ଦ୍ରରୁ ଭାଜପା ସରକାର ଓପାଡ଼ି ଫୋପାଡିବ। ଚାଷୀ...

୪୦୦ ବର୍ଷ ପୁରୁଣା ବରଗଛ ପାଇଁ ବଦଳିଲା ହାଇଓ୍ବେ ନକ୍ସା…

ମୁମ୍ବାଇ, ୨୫।୭: ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ସରକାର ଏକ ବରଗଛ ପାଇଁ ହାଇଓ୍ବେ ନକ୍ସାକୁ ପରିବର୍ତ୍ତନ କରିଛନ୍ତି। ସ୍ଥାନୀୟ ଭୈସେ ଗାଁରେ ୪୦୦ ବର୍ଷର ବରଗଛ...

Advertisement
Archives

Model This Week