ଜାତୀୟ

ଗର୍ଭାଶୟ କର୍କଟ ପାଇଁ ସ୍ବଦେଶୀ ଟିକା ଆସନ୍ତା ବର୍ଷଠାରୁ ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ହେବ ସାମିଲ…

ନୂଆଦିଲ୍ଲୀ,୧୫।୧୨ : ଗର୍ଭାଶୟ କର୍କଟ ପାଇଁ ସ୍ବଦେଶୀ ଟିକା ଆସନ୍ତା ବର୍ଷ ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ। ଏହା ପରେ ଦେଶରେ ନଅରୁ ୧୪ ବର୍ଷ ବୟସର ବାଳିକାମାନଙ୍କୁ ଟିକା ଦିଆଯିବ। ଗର୍ଭାଶୟ କର୍କଟ ବିରୁଦ୍ଧରେ ସ୍ବଦେଶୀ ଭାବେ ବିକଶିତ…

ମୃତ୍ୟୁ ସଂଖ୍ୟା-ଦୈନିକ ସଂକ୍ରମଣ ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୧୫।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ଶହ ତଳେ ରହିଛି।…

ସତ ଲୁଚାଉଛନ୍ତି ମୋଦି ସରକାର: ଓଓ୍ବାଇସି

ନୂଆଦିଲ୍ଲୀ,୧୫।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମିନ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ତୱାଙ୍ଗ ପ୍ରସଙ୍ଗରେ କେନ୍ଦ୍ର ମୋଦି…

ବିରଳ ବଂଶଗତ ରୋଗର ଚିକିତ୍ସା ନେଇ କାର୍ଯ୍ୟ କରିବ ଆଇସିଏମଆର…

ନୂଆଦିଲ୍ଲୀ,୧୫।୧୨ : ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଖର୍ଚ୍ଚ ବହୁଳ ଚିକିତ୍ସା ସହିତ ବିରଳ ରୋଗର ଉପଶମ ନେଇ କାର୍ଯ୍ୟ କରିବ। ଏଥିପାଇଁ ଆଇସିଏମଆର ଏକ ଅନୁସନ୍ଧାନ ଗୋଷ୍ଠୀ ଖୋଜୁଛନ୍ତି ଯାହା ପରବର୍ତ୍ତୀ ଦୁଇରୁ ତିନି ବର୍ଷ ମଧ୍ୟରେ…

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୧୨: ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଜି ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ରାଜନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ମୁଁ…

ଭାରତରେ କମ୍‌ ହେଲିକପ୍ଟର ଦୁର୍ଘଟଣା, ଆମେରିକା-ବ୍ରିଟେନରେ ଅଧିକ…

ନୂଆଦିଲ୍ଲୀ,୧୫।୧୨ : ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ କେବଳ ୬ଟି ହେଲିକପ୍ଟର ଦୁର୍ଘଟଣା ଘଟିଥିବା ବେଳେ ଆମେରିକାରେ ୫୦୭ ଟି ଏବଂ ବ୍ରିଟେନରେ ୧୫ ଟି ଏଭଳି ଦୁର୍ଘଟଣା ଘଟିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ସୂଚନା ସଂସଦୀୟ…

ସନ୍ତାନଙ୍କୁ ଥରେ ସମ୍ପତ୍ତି ଦେଇ ନେଇ ପାରିବେ ନାହିଁ ଅଭିଭାବକ: ହାଇକୋର୍ଟ…

ଚେନ୍ନାଇ,୧୫।୧୨ : ମାଡ୍ରାସ ହାଇକୋର୍ଟ ଏକ ଆଦେଶରେ କହିଛନ୍ତି ଯେ ଅଭିଭାବକ ଦ୍ୱାରା ଥରେ ଦିଆଯାଇଥିବା ସମ୍ପତ୍ତି ଫେରସ୍ତ ନେଇପାରିବେ ନାହିଁ। ଯଦି ପିତାମାତା ତଥା ବରିଷ୍ଠ ନାଗରିକ ଅଧିନିୟମ ରକ୍ଷଣାବେକ୍ଷଣ ଏବଂ କଲ୍ୟାଣ ଅଧୀନରେ ସ୍ଥାନାନ୍ତରିତ ସମ୍ପତ୍ତିରେ ଦାତାଙ୍କର ଯତ୍ନ…

ମୋଦି ସରକାରଙ୍କ ଆଖିରେ ଚାଇନା ଚଷମା ଲାଗିଥିବା ଭଳି ମନେ ହେଉଛି: ଖାର୍ଗେଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୫।୧୨ : ଚାଇନ ସହ ମୁହାଁମୁହିଁ ପ୍ରସଙ୍ଗରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଖାର୍ଗେ ଏକ ଟୁଇଟରେ କଟାକ୍ଷ କରି ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନାଲି ଆଖିରେ ଚାଇନାର ଚଷମା ଲଗାଯାଇଥିବା…

ଭାରତ ଚୁପ ହୋଇ ବସି ରହିବ ବୋଲି ଭାବିବା ଚାଇନାର ବଡ ଭୁଲ…

ନୂଆଦିଲ୍ଲୀ,୧୫।୧୨ : ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତୀୟ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ସଂଘର୍ଷ ପରେ ପୂର୍ବତନ ବୈଦେଶିକ ସଚିବ ବିଜୟ ଗୋଖଲେଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ଚାଇନାକୁ ତାଗିଦ କରି ଗୋଖଲେ କହିଛନ୍ତି ଯେ ଚାଇନା ଭ୍ରମରେ ରହିବା…

ଭାରତ-ଚାଇନା ସୀମା ବିବାଦ ମଧ୍ୟରେ ବାୟୁସେନା କରିବ ଯୁଦ୍ଧାଭ୍ୟାସ, ଅରୁଣାଚଳରେ ସୁଖୋଇ-ରାଫାଲ ଦେଖାଇବେ ଦମ୍‌

ନୂଆଦିଲ୍ଲୀ,୧୫ ।୧୨: ଭାରତ-ଚାଇନା ସୀମା ବିବାଦକୁ ନେଇ ଉଠିଥିବା ଝଡ଼ ମଧ୍ୟରେ ଭାରତୀୟ ବାୟୁସେନା ୧୫ ଡିସେମ୍ବରରୁ ଦୁଇ ଦିନିଆ ଯୁଦ୍ଧାଭ୍ୟାସ କରିବାକୁ ଯାଉଛି । ଏହି ଏକ୍ସରସାଇଜ ୧୫ ଓ ୧୬ ଡିସେମ୍ବରରେ ଆସାମ ଓ ଅରୁଣାଚଳ ପ୍ରଦେଶ ସମେତ…

ସ୍ତ୍ରୀଙ୍କୁ ହତ୍ୟାକରି ଡାକ୍ତର ଗିରଫ

ଲଖିମପୁର ଖେରି: ୧୫।୧୨: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଅଭିଷେକ ଅବସ୍ତି ନାମକ ଡାକ୍ତରଙ୍କୁ ପୋଲିସ ଗିରଫ କରିଛି। ଅଭିଷେକଙ୍କ ସ୍ତ୍ରୀ ବନ୍ଦନା (୨୮) ପେସାରେ ଡାକ୍ତର। ନଭେମ୍ବର ୨୬ରେ ଅଭିଷେକ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ନିଜ…

ଟିଏମ୍‌ସିରେ ଯୋଗଦେଲେ ମଜିଦ ମେମନ

ନୂଆଦିଲ୍ଲୀ, ୧୫।୧୨: ସୁପ୍ରିମକୋର୍ଟର ପୂର୍ବତନ ଓକିଲ ତଥା ପୂର୍ବତନ ରାଜ୍ୟ ସଭା ସଦସ୍ୟ ମଜିଦ ମେମନ ବୁଧବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ରେ ସାମିଲ ହୋଇଛନ୍ତି। ୩ ସପ୍ତାହ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ମଜିଦ ଏନ୍‌ସିପି ଛାଡ଼ିଥିଲେ। ରାଜ୍ୟ ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?