ଜାତୀୟ

ବିଶ୍ୱର ପ୍ରଥମ ନାଜାଲ କୋଭିଡ୍‌ ଟିକାକୁ ମଞ୍ଜୁରୀ

ପୁଣେ,୨୯।୧୧:ଭାରତ ବାୟୋଟେକ୍‌ ପ୍ରସ୍ତୁତ ବିଶ୍ୱର ପ୍ରଥମ ଇଣ୍ଟରନାଜାଲ କୋଭିଡ୍‌ ଟିକା ଆଇଏନ୍‌ସିଓଭିଏସିସିକୁ ମଞ୍ଜୁରୀ ମିଳିଛି। ଜରୁରୀ ସ୍ଥିତିରେ ଏହି ଟିକାର ପ୍ରାଥମିକ ସିରିଜ୍‌ ଏବଂ ହେଟେରୋଲୋଜିଅସ୍‌ ବୁଷ୍ଟରକୁ ସୀମିତ ବ୍ୟବହାର ନିମନ୍ତେ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂଗଠନ (ସିଡିଏସ୍‌ସିଓ) ମଞ୍ଜୁରୀ…

ସ୍ବାମୀଙ୍କୁ ୧୦ ଖଣ୍ଡ କଲେ ସ୍ତ୍ରୀ, ପୁଅ

ନୂଆଦିଲ୍ଲୀ,୨୯।୧୧(ପି.ଟି.):ଶ୍ରଦ୍ଧା ଓ୍ବାଲ୍‌କର ବୀଭତ୍ସ ହତ୍ୟା ମାମଲାର ଆତଙ୍କ ମନରୁ ଲିଭି ନ ଥିବାବେଳେ ପୂର୍ବ ଦିଲ୍ଲୀରେ ଅନୁରୂପ ଏକ ହତ୍ୟା ଘଟଣା ପଦାକୁ ଆସିଛି। ଶ୍ରଦ୍ଧାଙ୍କୁ ତାଙ୍କ ଲିଭ୍‌-ଇନ୍‌-ପାର୍ଟନର ଆଫତାବ ପୁନାଓ୍ବାଲା ହତ୍ୟା କରି ୩୫ ଖଣ୍ଡ କରିଥିଲେ ଏବଂ ସେଗୁଡ଼ିକୁ…

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ

ଅହମ୍ମଦାବାଦ,୨୯।୧୧: ଆସନ୍ତା ୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଗୁଜରାଟ ବିଧାନସଭା ନିର୍ବାଚନ। ଏହାକୁ ନେଇ ରାଜନୀତି ବେଶ୍‌ ସରଗରମ ରହିଛି। ତେବେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ଥିବା ବେଳେ ବହୁ ପ୍ରମୁଖ ବରିଷ୍ଠ ରାଜନେତା…

ଲାଚିତ ବର୍ଫୁକାନ୍‌: ଭାରତୀୟ ପରାକ୍ରମର ଅବିନଶ୍ୱର ଯୋଦ୍ଧା

୯୮୨ ମସିହାର କଥା ମନେପଡ଼ୁଛି। ସେତେବେଳେ ମୋର ୭ମ। ଇତିହାସ ପୁସ୍ତକରେ ଥିବା ମହାବୀର ଲଚିତ ବର୍ଫୁକାନଙ୍କ ବିଷୟରେ ପଢ଼ିଲା ବେଳେ ତାଙ୍କ ବୀରତ୍ୱର କାହାଣୀ ଜାଣିବାକୁ ପାଇଥିଲି। ତାହା ମୋ ଉପରେ ଗଭୀର ରେଖାପାତ କରିଥିଲା। ପରବର୍ତ୍ତୀ ସମୟରେ ଯେତେବେଳେ…

ବିଦିଶା ସଡ଼କ ଦୁର୍ଘଟଣାରେ ୩ ଖବରଦାତାଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଦିଶା,୨୯ ।୧୧: ମଧ୍ୟପ୍ରଦେଶର ବିଦିଶାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ପ୍ରେସ କ୍ଲବର ଅଧ୍ୟକ୍ଷଙ୍କ ସମେତ ୩ ଖବରଦାତାଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସଂ ଚୌହାନ ଗଭିର ଦୁଃଖ…

୫ ଦିନ ହେଲା ଜଳୁଛି ଚାନ୍ଦନି ଚୌକର ଭାଗିରଥ ପ୍ୟାଲେସ ବଜାର, ଅପରେଶନରେ ଲାଗିଛନ୍ତି ୧୫୦ ଫାୟାର ଟେଂଡର୍ସ

ନୂଆଦିଲ୍ଲୀ,୨୯ ।୧୧: ରାଜଧାନୀ ଦିଲ୍ଲୀର ଚାନ୍ଦନି ଚୌକରେ ଥିବା ଭାଗିରଥ ପ୍ୟାଲେସ ବଜାରରେ ସୋମବାର ପର୍ଯ୍ୟନ୍ତ ବି ନିଆଁ ଲାଗିରହିଛି । ଏବେ ଜଳୁଥିବା ଦୋକାନ ଘରୁ କେବଳ ଧୂଆଁ ବାହରୁଛି । ଅଧିକାରୀମାନେ କହିଛନ୍ତି ନିଆଁ ଲାଗିବା ପରେ ଏହାକୁ…

ଓଡ଼ିଶାରୁ ୨ ଜଣଙ୍କୁ ଶିଳ୍ପୀଗୁରୁ ପୁରସ୍କାର

ନୂଆଦିଲ୍ଲୀ,୨୯।୧୧: ଓଡ଼ିଶାର ମୋଟ ୧୫ ଶ୍ରେଷ୍ଠ କାରିଗରଙ୍କୁ ୨୦୧୭, ୨୦୧୮ ଏବଂ ୨୦୧୯ ବର୍ଷ ଲାଗି ଶିଳ୍ପଗୁରୁ ଓ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଳପତ୍ର ଖୋଦେଇ କାରିଗରି ଲାଗି ବିଜୟ କୁମାର ପରିଡ଼ା ଏବଂ ପଥର ଖୋଦେଇ ପାଇଁ ମହେଶ୍ୱର…

ଇସ୍ରାଏଲ ଫିଲ୍ମ ମେକର ନାଦବ ଲାପିଡଙ୍କ ଉପରେ ବର୍ଷିଲେ ଅଶୋକ ପଣ୍ଡିତ, କହିଲେ ୭ ଲକ୍ଷ କଶ୍ମିରୀ ପଣ୍ଡିତଙ୍କର ହୋଇଛି ଅପମାନ

ନୂଆଦିଲ୍ଲୀ,୨୯ ।୧୧: ଗୋଆରେ ଆୟୋଜିତ ୫୩ ତମ ଇଣ୍ଟନ୍ୟାଶନାଲ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଦେଶ ଓ ବିଦେଶର ବହୁ ଫିଲ୍ମ ସ୍କ୍ରିନିଂ କରାଯାଇଛି । ଏଥିରେ ଚଳିତ ବର୍ଷର ସୁପରହିଟ୍ ବଲିଉଡ ଫିଲ୍ମ ‘ ଦ କଶ୍ମୀର ଫାଇଲ୍ସ’ ବି ସାମିଲ…

ଆନ୍ଦୋଳନକାରୀଙ୍କ ଲାଇସେନ୍ସ ବାତିଲ କର

ନୂଆଦିଲ୍ଲୀ, ୨୯ା୧୧: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ କୋର୍ଟ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ ଚଳାଇଥିବା ଓକିଲମାନଙ୍କୁ ଝଟକା ଲାଗିଛି। ଏଭଳି ଆନ୍ଦୋଳନକୁ ନେଇ ସର୍ବୋଚ୍ଚ ଅଦାଲତ ସୋମବାର କ୍ଷୋଭ ପ୍ରକାଶ କରିବା ସହ…

୪୪ ଦିନ ପରେ ସରକାରୀ ଘର ଖାଲି କଲେ ମେହେବୁବା

ଶ୍ରୀନଗର,୨୯ ।୧୧: ସରକାରୀ ନୋଟିସର ୪୪ ଦିନ ପରେ ଶେଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି ଶ୍ରୀନଗରର ପଁଶ ଅଞ୍ଚଳରେ ଗୁପକାରରେ ଥିବା ତାଙ୍କର ସରକାରୀ ଘର ଫେୟାର ଭ୍ୟୁକୁ ସୋମବାର ଖାଲି କରିଛନ୍ତି । ଏହାପରେ…

ବଢ଼ିଲା ବହିର୍ବ୍ୟାପାର ସଚିବଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୨୮।୧୧: ଭାରତର ବହିର୍ବ୍ୟାପାର ସଚିବ ବିନୟ ମୋହନ କ୍ୱାତ୍ରାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଲା। ଡିସେମ୍ବର ୩୧ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଏହାକୁ ଆଉ ୧୬ ମାସ ବଢ଼ାଇ ଦିଆଯାଇଛି। ସେ ୨୦୨୪ ଏପ୍ରିଲ ୩୦ ଯାଏ ବହିର୍ବ୍ୟାପାର…

୨ ଦଳରୁ ଇସ୍ତଫା ଦେଲେ ୩ ବିଧାୟକ

ଶିଲ୍‌ଂ,୨୮।୧୧: ମେଘାଳୟରେ ଶାସନରେ ଥିବା ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନ୍‌ପିପି)ର ୨ ଓ ଟିଏମ୍‌ସିର ଜଣେ ବିଧାୟକ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ୨ଦଳକୁ ଝଟ୍‌କା ଲାଗିଛି। ସୂଚନାଯୋଗ୍ୟ,ଏନ୍‌ପିପି ବିଧାୟକ ଫେର୍ଲିନ ସାଙ୍ଗମା, ବେନେଡିକ ମାରକ ଏବଂ ଟିଏମ୍‌ସି ଏଚଏମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri