Posted inଜାତୀୟ

ରାହୁଲ ଗାନ୍ଧୀଙ୍କ ଜୋତା ବନ୍ଧାକୁ ନେଇ ଉଠିଲା ବିବାଦ: ଭାଜପା କଲା ଟ୍ରୋଲ

ଚଣ୍ଡିଗଡ,୨୨।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ହରିୟାଣାରେ ଜାରି ରହିଛି। ଏହି ଯାତ୍ରାକୁ ନେଇ ରାହୁଲ ଗାନ୍ଧୀ ପୁଣି ବିବାଦ ଘେରକୁ ଆସିଛନ୍ତି। ଭାରତ ଯୋଡୋ ଯାତ୍ରା ଚାଲିଥିବା ସମୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଅଲଓ୍ବର ରାହୁଲ ଗାନ୍ଧୀଙ୍କ ଜୋତା ବାନ୍ଧୁଥିବା ଅଭିଯୋଗ ହୋଇଛି। ଏନେଇ ଭାଜପା ନେତା ଅମିତ ମାଲବ୍ୟ ଏକ ଭିଡିଓ କ୍ଲିପ ଶେୟାର କରି କହିଛନ୍ତି, ରାହୁଲ ଗାନ୍ଧୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ହାତରୁ ଜୋତା ବାନ୍ଧୁଛନ୍ତି। ସେପଟେ ଜିତେନ୍ଦ୍ର ସିଂ ଭାଜପାର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ନୁହେଁ ବରଂ ନିଜ ଜୋତା ବାନ୍ଧୁଥିବା କହିଛନ୍ତି। କେବଳ ଏତିକି ନୁହେଁ, ସେ ଅମିତ ମାଲବ୍ୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଧମକ ଦେଇଛନ୍ତି।
ଅମିତ ମାଲବ୍ୟ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତାଙ୍କ ସହ ବୁଲୁଥିବାର ଦେଖାଯାଇଛି। ୨୦ ସେକେଣ୍ଡର କ୍ଲିପ୍‌ରେ ରାହୁଲ ଗାନ୍ଧୀ ଜିତେନ୍ଦ୍ର ସିଂ ପିଠି ଥାପୁଡାଇ ଗୋଡ ଆଡକୁ ଇସାରା କରିଥିଲେ। ଏହା ପରେ ଜିତେନ୍ଦ୍ର ଜୋତା ବାନ୍ଧିବା ପାଇଁ ନଇଁ ପଡ଼ିଥିବା ଦେଖାଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ସିଦ୍ଧୁ ମୁସେୱାଲା ହତ୍ୟାର ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର କାଲିଫର୍ନିଆରେ ଅଟକ

ନୂଆଦିଲ୍ଲୀ,୨ ।୧୨: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଗୋଲ୍ଡି ବରାରଙ୍କୁ କାଲିଫର୍ନିଆରେ ଅଟକ ରଖାଯାଇଛି । ଭାରତର ଗୁଇନ୍ଦା ଏଜେନ୍ସି...

ନୂପୁର ଶର୍ମାଙ୍କୁ ଧମକ ଦେଇଥିବା ସଲମାନ ଚିସ୍ତି ଗିରଫ

ନୂଆଦିଲ୍ଲୀ,୬ ।୭: ଖ୍ୱାଜା ଗରିବ ନୱାଜ ଦରଗାହର ଖାଦିମ ସଲମାନ ଚିସ୍ତିଙ୍କୁ ଅଜମେର ପୋଲିସ ଗିରଫ କରିଛି । ସୋସିଆଲ ମିଡିଆରେ ଉତ୍ତେଜକ ପୋଷ୍ଟ ଅପଲୋଡ...

ବଢିଲା ରାଜ କୁନ୍ଦ୍ରାଙ୍କ ଅଡୁଆ, ମନି ଲଣ୍ଡରିଂ ମାମଲାରେ ଇଡି ଦାଖଲ କଲା ଏଫଆଇଆର

ମୁମ୍ବାଇ,୧୮ ।୫: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ତାଙ୍କ ବିରୋଧରେ ଏଫଆଇଆର୍ ଦାଖଲ...

ବିଶେଷଜ୍ଞଙ୍କ ବିନା ପରାମର୍ଶରେ ହାଇବ୍ରିଡ୍‌ ହିୟରିଂ ପାଇଁ ୭୯ କୋଟି ମଞ୍ଜୁରୀ, ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୧।୧୦: ହାଇବ୍ରିଡି ହିୟରିଂ ପାଇଁ ବିଶେଷଜ୍ଞଙ୍କ ବିନା ପରାମର୍ଶରେ ଦିଲ୍ଲୀ ସରକାର ୭୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନେଇ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ସରକାରଙ୍କୁ...

ରାଗିଛନ୍ତି ପାଇଲଟ୍‌: ମନାଇବା ପାଇଁ ଫୋନ୍‌ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୧।୬: ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସଚିନ ପାଇଲଟ ଗତ କିଛି ଦିନ ହେବା ଦଳୀୟ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳର...

ବିରୋଧୀଙ୍କୁ ଏକଜୁଟ କରିବା ଆମର ଲକ୍ଷ୍ୟ: ନୀତୀଶ…

ନୂଆଦିଲ୍ଲୀ, ୬।୯ : ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କ ମଧ୍ୟରେ ଉଷ୍ଣତା ବଢ଼ିବାରେ ଲାଗିଛି। ଏହି ମର୍ମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ...

ଏସକେ ମୁଭିଜ୍‌ ଷ୍ଟୁଡିଓରେ ଅଗ୍ନିକାଣ୍ଡ…

କୋଲକାତା,୧୩।୧୦ : କୋଲକାତାର କୁଦଘାଟ ଅଞ୍ଚଳରେ ଥିବା ଏସକେ ମୁଭିଜ୍‌ ଷ୍ଟୁଡିଓରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ...

ନିଜେ ଫିଟ୍‌ ଥିବା ଦର୍ଶାଇଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ,୭।୭: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ରବିବାର ତାଙ୍କ ଫିଟ୍‌ନେସ୍‌ର ଅସଲ ଗୁମର ଖୋଲିଛନ୍ତି। ସେ ତାଙ୍କ ଟୁଇଟର ଆକାଉଣ୍ଟରେ ସ୍କ୍ବାସ୍‌ ଖେଳୁଥିବାର ଏକ...

Advertisement
Archives

Model This Week