ଏଏପି ହେଉଛି ଛୋଟ ରିଚାର୍ଜ, ୨୦୧୩ର ମୋଦି ହେଉଛନ୍ତି କେଜରିଓ୍ବାଲ : ଓଓ୍ବାଇସିଙ୍କ କଟାକ୍ଷ…
ନୂଆଦିଲ୍ଲୀ,୨୮।୧୧ : ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ (ଏମସିଡି) ନିର୍ବାଚନ ପୂର୍ବରୁ ଅଲ ଇଣ୍ଡିଆ ମୁସଲିମ ଇତେହାଦୁଲ ମୁସଲିମନ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି (ଏଏପି)କୁ କଟାକ୍ଷ କରି ଏହାକୁ ଏକ ଛୋଟ…
ଗୁଜରାଟ ନିର୍ବାଚନରେ ଧୀବରଙ୍କ ପାଇଁ ଆଲୋଡା ପ୍ରତିଶ୍ରୁତି, ଚାହୁଁଛନ୍ତି ପାକିସ୍ତାନ ଜେଲରୁ ସେମାନଙ୍କ ପରିବାର ସଦସ୍ୟଙ୍କ ମୁକ୍ତି…
ଅହମଦାବାଦ,୨୮।୧୧ : ଡିସେମ୍ବର ୧ ଏବଂ ୫ ରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି। କିନ୍ତୁ ଗୁଜରାଟର…
ଜେଲରେ ଥିବା ସିଦ୍ଧୁଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା…
ଚଣ୍ଡିଗଡ଼,୨୮।୧୧ : ପଟିଆଲା ଜେଲରେ ଥିବା ପଞ୍ଜାବର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ଉପରେ କଂଗ୍ରେସ ହାଇକମାଣ୍ଡଙ୍କ ଭରସା ରହିଛି। କୁହାଯାଉଛି ଯେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସିଦ୍ଧୁଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ କ’ଣ…
ଥାର୍ଡ ପାର୍ଟି ଆପ୍ ବିନା କୋର୍ଟର ଲାଇଭ୍ ଷ୍ଟ୍ରିମିଂ ସମ୍ଭବ ନୁହେଁ : ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୮।୧୧ : ସୁପ୍ରିମକୋର୍ଟ ଏବଂ ନ୍ୟାଶନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଇସି) ରେ ଲାଇଭ ଷ୍ଟ୍ରିମ କୋର୍ଟ ପ୍ରକ୍ରିୟା ପାଇଁ ପର୍ଯ୍ୟାପ୍ତ ବୈଷୟିକ ଜ୍ଞାନକୌଶଳ ଏବଂ ଭିତ୍ତିଭୂମି ନାହିଁ। ତେଣୁ ଥାର୍ଡ ପାର୍ଟି ଆପ୍ ବିନା କୋର୍ଟର ଲାଇଭ୍ ଷ୍ଟ୍ରିମିଂ ସମ୍ଭବ ନୁହେଁ।…
ଦୈନିକ ସଂକ୍ରମଣ ୨୯୧…
ନୂଆଦିଲ୍ଲୀ, ୨୮।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଛି। ଦୈନିକ ସଂକ୍ରମଣ ୩…
ଅଷ୍ଟ୍ରା ହିନ୍ଦ-୨୨ : ଭାରତ-ଅଷ୍ଟ୍ରେଲିଆ ମିଳିତ ସମରାଭ୍ୟାସ …
ଜୟପୁର,୨୮।୧୧ : ଅଷ୍ଟ୍ରେଲିଆ ଏବଂ ଭାରତର ସୈନ୍ୟବାହିନୀ ମଧ୍ୟରେ ମିଳିତ ସମରାଭ୍ୟାସ ରାଜସ୍ଥାନରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ସାମରିକ ଅଭ୍ୟାସକୁ ଅଷ୍ଟ୍ରା ହିନ୍ଦ-୨୨ ରଖାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ…
କଠୋର ନିଷ୍ପତ୍ତି ନେବାକୁ ପଛାଇବନି କଂଗ୍ରେସ: ରମେଶ
ଇନ୍ଦୋର,୨୮।୧୧(ପି.ଟି.): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ଙ୍କ ମଧ୍ୟରେ କ୍ଷମତା କନ୍ଦଳ ଲାଗିରହିଥିବାବେଳେ ସଂଗଠନକୁ ସୁଦୃଢ଼ କରିବା ଲାଗି ଆବଶ୍ୟକ ହେଲେ କଠୋର ନିଷ୍ପତ୍ତି ନେବାରୁ କଂଗ୍ରେସ ପଛାଇବ ନାହିଁ ବୋଲି ବରିଷ୍ଠ ନେତା ଜୟରାମ…
ଭାଜପାକୁ ସର୍ବାଧିକ କର୍ପୋରେଟ୍ ଚାନ୍ଦା ଗୁଜରାଟରୁ ମିଳିଛି
ନୂଆଦିଲ୍ଲୀ,୨୮।୧୧(ପି.ଟି.): ୨୦୧୭ରୁ ୨୦୨୧ ମଧ୍ୟରେ ଗୁଜରାଟରୁ ଭାଜପା ସର୍ବାଧିକ କର୍ପୋରେଟ ଚାନ୍ଦା ପାଇଛି। ଏହି ଚାନ୍ଦା ପରିମାଣ କଂଗ୍ରେସ ପାଇଥିବା ଚାନ୍ଦାର ୧୬ ଗୁଣ ବୋଲି ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫମର୍ସ (ଏଡିଆର୍) ପକ୍ଷରୁ ରବିବାର ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଉକ୍ତ…
ମେହେବୁବା ମୁଫତିଙ୍କ ସମେତ ପୂର୍ବତନ ବିଧାୟକଙ୍କୁ ୨୪ ଘଣ୍ଟାରେ ସରକାରୀ ଘର ଖାଲି କରିବାକୁ ନୋଟିସ, ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ
ଶ୍ରୀନଗର, ୨୮ ।୧୧: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାର ପ୍ରଶାସନ ରବିବାର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି)ର ଅଧ୍ୟକ୍ଷ ମେହେବୁବା ମୁଫତି ଓ ଅନ୍ୟ ୭ ପୂର୍ବତନ ବିଧାୟକଙ୍କୁ ୨୪ ଘଣ୍ଟା ଭିତରେ ସରକାରୀ ଘର ଖାଲି କରିବାକୁ କହିଛନ୍ତି । ଅଧିକାରୀଙ୍କ ପକ୍ଷରୁ…
ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ହେବେ ପିଟି ଉଷା
ନୂଆଦିଲ୍ଲୀ,୨୮ ।୧୧: ଭାରତର ମହାନ ଆଥଲେଟ ପିଟି ଉଷା ଖେଳରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ସେ ଭାରତୀୟ ଅଲିମ୍ପିକ ସଂଘ(ଆଇଓଏ)ର ଅଧ୍ୟକ୍ଷ ହେବା ଏକ ପ୍ରକାର ସ୍ଥିର ନିଶ୍ଚିତ ହୋଇଯାଇଛି । ତାଙ୍କୁ ନିର୍ବିରୋଧରେ ନିର୍ବାଚିତ କରାଯାଇପାରେ…
ଲୁଟିନେଲେ ୧୬କେଜି ସୁନା, ନଗଦ ଟଙ୍କା
ଭୋପାଳ,୨୭।୧୧: ମଧ୍ୟପ୍ରଦେଶ କଟ୍ନି ଜିଲାରେ ସୁନା ବଦଳରେ ଋଣ ଦେଉଥିବା ଏକ ସଂସ୍ଥାରୁ ଡକାୟତମାନେ ୧୬ କେଜି ସୁନା ଓ ନଗଦ ୩.୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ମୁଖାପିନ୍ଧା ୬ ଜଣ ସଶସ୍ତ୍ର ଡକାୟତ ବାଇକ୍ରେ ଆସି କାର୍ଯ୍ୟାଳୟ…
ଭୁଶୁଡ଼ିଲା ଫୁଟ୍ ଓଭରବ୍ରିଜ: ଜଣେ ମୃତ, ୧୪ ଯାତ୍ରୀ ଆହତ
ନାଗପୁର,୨୭।୧୧: ମହାରାଷ୍ଟ୍ର କେନ୍ଦ୍ରୀୟ ରେଲଓ୍ବେ ନାଗପୁର ଡିଭିଜନ ଅଧୀନ ବଲ୍ଲାରଶାହ ଷ୍ଟେଶନରେ ରବିବାର ଏକ ଅଘଟଣ ଘଟିଛି। ଏକ ଫୁଟ୍ ଓଭରବ୍ରିଜ୍ର କିଛି ଅଂଶ ଭୁଶୁଡ଼ି ପଡିଛି। ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଯାତ୍ରୀ ଆହତ…
Archives


