ଜାତୀୟ

ରାହୁଲ ଗାନ୍ଧୀଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସହ ତୁଳନା କଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର,୨୦।୧: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ‘ଭାରତ ଯୋଡୋ ଯାତ୍ରା’ ଜମ୍ମୁରେ ପ୍ରବେଶ କରିଛି। ଏହି ଅବସରରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଶଙ୍କରାଚାର୍ଯ୍ୟଙ୍କ ପରେ ରାହୁଲ ହେଉଛନ୍ତି…

ଆଜି ୭୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସରକାରୀ ବିଭାଗ ଏବଂ ସଂଗଠନଗୁଡ଼ିକରେ ପ୍ରାୟ ୭୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ। ନିଯୁକ୍ତି ପତ୍ର ‘ରୋଜଗାର ମେଳା’ ଅଧୀନରେ ୧୦ ଲକ୍ଷ କର୍ମଚାରୀଙ୍କୁ ବଣ୍ଟାଯିବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)…

ବଢିଲା ବ୍ରଜଭୂଷଣଙ୍କ ଅଡୁଆ: ସଫେଇରେ ସନ୍ତୁଷ୍ଟ ନାହାନ୍ତି ସରକାର

ନୂଆଦିଲ୍ଲୀ,୨୦।୧: ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରଜଭୂଷଣ ଶରଣ ସିଂଙ୍କ ସମସ୍ୟା ବଢିବାକୁ ଲାଗିଛି। ଅନେକ ଅନ୍ତର୍ଜାତୀୟ ସ୍ତରର ରେସ୍‌ଲର୍‌ଙ୍କ ଗୁରୁତର ଅଭିଯୋଗ ଉପରେ ବ୍ରଜଭୂଷଣଙ୍କ ସ୍ପଷ୍ଟୀକରଣରେ ସରକାର ସନ୍ତୁଷ୍ଟ ନୁହଁନ୍ତି। ଏହି ଅଭିଯୋଗର ତଦନ୍ତ…

ଗେହଲଟ ନେଲେ ନାହିଁ ପାଇଲଟ ନାଁ, କହିଲେ କଂଗ୍ରେସରେ ଆସିଛି ‘ବଡ କରୋନା’

ଜୟପୁର,୨୦ ।୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ତୁତୁମେମେ ବେଶ କିଛିସମୟ ହେବ ଲାଗି ରହିଛି । ଗେହଲଟ ଏଥର ପାଇଲଟଙ୍କ ନାଁ ନ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ।…

କତରରେ ବନ୍ଦିଥିବା ୮ ପୂର୍ବତନ ନୌସେନା କର୍ମୀଙ୍କୁ ଭେଟିଲେ ଦୂତାବାସ ଅଧିକାରୀ

ନୂଆଦିଲ୍ଲୀ,୨୦ ।୧: ଭାରତ ପକ୍ଷରୁ ଗୁରୁବାର କୁହାଯାଇଛି କି କତରରେ ବନ୍ଦିଥିବା ୮ ପୂର୍ବତନ ନୌସେନା କର୍ମୀଙ୍କୁ ଭାରତୀୟ ଦୂତାବାସର ଅଧିକାରୀ ତୃତୀୟ ଥର ଲାଗି ଭେଟିଛନ୍ତି । ସେମାନଙ୍କ ଭଲ ମନ୍ଦ ବୁଝିବା ସହ ଏଥର ତାଙ୍କ ସହ ଓକିଲ…

‘ଓଡ଼ିଶା ହାଇକୋର୍ଟଙ୍କ ଭିତ୍ତିଭୂମି ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ରହିଛି’

ନୂଆଦିଲ୍ଲୀ,୨୦ା୧:ରାଜ୍ୟରେ ନୂଆ କୋର୍ଟ ରୁମ୍‌ ନିର୍ମାଣ ଲାଗି ଓଡ଼ିଶା ହାଇକୋର୍ଟ ପଠାଇଥିବା ପ୍ରସ୍ତାବଗୁଡ଼ିକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ପଡ଼ିରହିଥିବା ଆମିକସ୍‌ କ୍ୟୁରି ବିଜୟ ହଂସାରିଆ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ସୁପ୍ରିମକୋର୍ଟରେ ନ୍ୟାୟିକ ଭିତ୍ତିଭୂମି ମାମଲାଗୁଡ଼ିକ ପାଇଁ ଆମିକସ୍‌ କ୍ୟୁରି ନିଯୁକ୍ତ…

ବୁର୍ଖାପିନ୍ଧା ଛାତ୍ରୀଙ୍କୁ କଲେଜରେ ପ୍ରବେଶ ଅନୁମତି ମିଳିଲାନି

ମୋରଦାବାଦ,୧୯।୧: ଉତ୍ତରପ୍ରଦେଶର ମୋରଦାବାଦସ୍ଥିତ ଏକ କଲେଜରେ ବୁର୍ଖା ପିନ୍ଧି ଆସିଥିବା କେତେଜଣ ଛାତ୍ରୀଙ୍କୁ ପ୍ରବେଶ ଅନୁମତି ଦିଆ ନ ଯିବାରୁ ଏହାକୁ ନେଇ ଗୁରୁବାର ପୁଣିଥରେ ବିବାଦ ଦେଖାଦେଇଛି। ମୋରଦାବାଦର ହିନ୍ଦୁ କଲେଜରେ ଏହି ଘଟଣା ଘଟିଛି। ବୁର୍ଖା ପିନ୍ଧିଥିବା ଛାତ୍ରୀମାନଙ୍କୁ…

ମାରାଥନ୍‌ରେ ୮୦ ବର୍ଷୀୟା

ମୁମ୍ବାଇ,୨୦ା୧:ଆଗ୍ରହ ଓ ଇଚ୍ଛାଶକ୍ତି ଆଗରେ କୌଣସି ସମସ୍ୟା ଦୀର୍ଘସ୍ଥାୟୀ ନୁହେଁ। ମୁମ୍ବାଇର ୮୦ ବର୍ଷୀୟା ଭାରତୀ ଜିତେନ୍ଦ୍ର ପାଠକ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି। ନିକଟରେ ୧୮ତମ ଟାଟା ମୁମ୍ବାଇ ମାରାଥନ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପିଲାଠାରୁ ଆରମ୍ଭ କରି ପ୍ରତ୍ୟେକ…

ମଣିଷଖିଆ ଚିତାକୁ ଗୁଳି ନିର୍ଦ୍ଦେଶ

ରାଞ୍ଚତ୍,୨୦ା୧:ଝାଡ଼ଖଣ୍ଡର ଗଢ଼ଓ୍ବା ଓ ଲାଟେହାରରେ ଏକ ଚିତାବାଘ ୩ ପିଲାଙ୍କ ସମେତ ୪ ଜଣଙ୍କୁ ମାରି ଖାଇସାରିଲାଣି। ଶେଷରେ ରାଜ୍ୟର ବନ ବିଭାଗ ଏହି ମଣିଷଖିଆ ବାଘକୁ ଗୁଳି କରିବାକୁ ନିର୍ଦ୍ଦେଶନାମା ଜାରି କରିଛି। ବାଘକୁ ଟ୍ରାଙ୍କୁଲାଇଜ୍‌ କରିବା ସହ ଧରିବା…

ବିବିସି ଡକ୍ୟୁମେଣ୍ଟାରି: ମୋଦିଙ୍କୁ ସମର୍ଥନ କଲେ ସୁନକ

ଲଣ୍ଡନ/ନୂଆଦିଲ୍ଲୀ,୨୦ ।୧: ଗୁଜରାଟ ଦଙ୍ଗା ଉପରେ ନିର୍ମାଣ କରାଯାଇଥିବା ବିବିସି ଡକ୍ୟୁମେଣ୍ଟାରିର ବିବାଦ ଏବେ ବ୍ରିଟିଶ ସଂସଦରେ ପହଞ୍ଚିଯାଇଛି । ପକିସ୍ତାନର ମୂଳ ବାସିନ୍ଦା ସାଂସଦ ଇମରାନ ହୁସେନ ସଂସଦରେ ଏହି ପ୍ରସଙ୍ଗ ଉଠାଇଥିଲେ, ଆଉ ଏହା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ…

୩ୟ ଥର ସୁପାରିସ କଲେ କଲେଜିୟମ୍‌

ନୂଆଦିଲ୍ଲୀ,୨୦।୧:ସମଲିଙ୍ଗୀ ଆଇନଜୀବୀ ସୌରଭ କିର୍ପାଲଙ୍କୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ସୁପ୍ରିମକୋର୍ଟ କଲେଜିୟମ ତୃତୀୟ ଥର ପାଇଁ ସୁପାରିସ କରିଛନ୍ତି। ଜଣେ ବରିଷ୍ଠ ଆଇନଜୀବୀଙ୍କୁ ବିଚାରପତି ଭାବେ ପଦୋନ୍ନତି ଦେବା ଲାଗି ପୂର୍ବରୁ ଦୁଇଥର କଲେଜିୟମ ସୁପାରିସ କରିଥିଲେ…

ଗୁଜରାଟ ଦଙ୍ଗା ପାଇଁ ମୋଦି ଦାୟୀ: ବିବିସି

ଲଣ୍ଡନ/ନୂଆଦିଲ୍ଲୀ,୨୦ା୧:୨୦୦୨ ଫେବୃୟାରୀ ଓ ମାର୍ଚ୍ଚରେ ସଂଘଟିତ ଗୁଜରାଟର ସାମ୍ପ୍ରଦାୟିକ ଦଙ୍ଗାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକା ଥିବା ବିଷୟ ବ୍ରିଟିଶ୍‌ ବ୍ରଡ୍‌କାଷ୍ଟିଂ କର୍ପୋରେଶନ୍‌ (ବିବିସି)ରେ ମଙ୍ଗଳବାର ରାତିରେ ପ୍ରସାରିତ ହୋଇଥିଲା। ଚିଚାର୍ଡ କୁକ୍‌ସନ ଏବଂ ମାଇକ୍‌ ରାଡ୍‌ଫୋର୍ଡଙ୍କ ପ୍ରଯୋଜନାରେ ନିର୍ମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?