କାଳ ଭୈରବଙ୍କ ଦର୍ଶନରୁ ଆରମ୍ଭ ହେଲା ନଡ୍ଡାଙ୍କ ମିଶନ ୨୦୨୪
ବାରାଣସୀ,୨୦।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମିଶନ ୨୦୨୪ରେ ବାହାରିପଡ଼ିଛନ୍ତି। ଏହି କ୍ରମରେ ଗୁରୁବାର ସନ୍ଧ୍ୟାରେ ଜେ.ପି ନଡ୍ଡା ଉତ୍ତରପ୍ରଦେଶ ବାରାଣସୀରେ ପହଞ୍ଚିଛନ୍ତି। ଶୁକ୍ରବାର ସକାଳେ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ ପୂର୍ବରୁ ସେ ପ୍ରଥମେ କାଶୀର କୋତଓ୍ବାଲ ବାବା…
ଜ୍ୟାକେଟ୍ ନୁହେଁ ରେନ୍କୋର୍ଟ ପିନ୍ଧିଥିଲେ ରାହୁଲ: କଂଗ୍ରେସ
ନୂଆଦିଲ୍ଲୀ,୨୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଶୁକ୍ରବାର ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି। ଏହି ସମୟରେ କିଛି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ରାହୁଲ ଗାନ୍ଧୀ ଏକ କଳା ଜ୍ୟାକେଟ୍ ପିନ୍ଧିଥିବାର ନଜର ଆସିଥିଲେ। ଏଭଳି ପରିସ୍ଥିତିରେ ଲୋକେ…
୪ଟାରେ ଖବରଦାତା ସମ୍ମିଳନୀ କରିବେ ବ୍ରଜଭୂଷଣ
ନୂଆଦିଲ୍ଲୀ,୨୦।୧: ଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତି ଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତିମଧ୍ୟରେ ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂ ଶୁକ୍ରବାର ଅପରାହ୍ନ ୪ ଟାରେ ଏକ ଖବରଦାତା ସମ୍ମିଳନୀ କରିବେ। ଏହି ସାମ୍ବାଦିକ ସମ୍ମିଳନୀ…
ଏୟାର ଇଣ୍ଡିଆ କମ୍ପାନୀ ଉପରେ ଲାଗିଲା ୩୦ ଲକ୍ଷ ଜରିମାନା
ନୂଆଦିଲ୍ଲୀ,୨୦।୧: ବିମାନରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ଡିଡିସିଏ ଏୟାର ଇଣ୍ଡିଆ କମ୍ପାନୀ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଏଥିସହ ସଠିକ୍ କର୍ତ୍ତବ୍ୟ ପାଳନ ବିଫଳ ଯୋଗୁ ବିମାନର ପାଇଲଟ-ଇନ-କମାଣ୍ଡର ଲାଇସେନ୍ସକୁ ୩ ମାସ ପାଇଁ…
ଥଣ୍ଡା ଭୟ: ଶେଷରେ ଜ୍ୟାକେଟ୍ ପିନ୍ଧିଲେ ରାହୁଲ
ନୂଆଦିଲ୍ଲୀ,୨୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତ ଯୋଡୋ ଯାତ୍ରା ଶୁକ୍ରବାର ଜମ୍ମୁର କାଠୁଆରେ ଚାଲିଛି। ଦେଶର ବିଭିନ୍ନ ସ୍ଥାନରେ ଶୀତଲହରୀ ଚାଲିଥିବାବେଳେ ରାହୁଲ ଗାନ୍ଧୀ କେବଳ ଟି-ଶର୍ଟ ପିନ୍ଧି ଉତ୍ତର ଭାରତରେ ଯାତ୍ରା କରୁଥିଲେ, କିନ୍ତୁ ଆଜି ପ୍ରଥମ…
ଋଣ ଦୁର୍ନୀତି ମାମଲାରେ ବେଣୁଗୋପାଳଙ୍କୁ ମିଳିଲା ଜାମିନ
ମୁମ୍ବାଇ,୨୦।୧: ଭିଡିଓକନ୍ ପ୍ରତିଷ୍ଠାତା ବେଣୁଗୋପାଳ ଧୁତଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ଶୁକ୍ରବାର ବମ୍ବେ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ସୂଚନା ମୁତାବକ, ୨୦୨୨ ଡିସେମ୍ବର ୨୬ରେ ଧୁତଙ୍କୁ ସିବିଆଇ ଗିରଫ କରିଥିଲା।…
ଦେଶରେ ଆଜି ୧୪୫ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨୦।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…
ନୂଆ ଆଶା ସହ ବର୍ଷ ଆରମ୍ଭ ହୋଇଛି: ମୋଦି
ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସରକାରୀ ବିଭାଗ ତଥା ସଂଗଠନରେ ପ୍ରାୟ ୭୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ମୋଦି କହିଛନ୍ତି, ଏହା ହେଉଛି ୨୦୨୩ ବର୍ଷର ପ୍ରଥମ ରୋଜଗାର ମେଳା। ଉଜ୍ଜ୍ୱଳ ଭବିଷ୍ୟତ…
‘ବନ୍ଦ ଘରେ ହେଉଥିଲା ମହିଳା ରେସଲରଙ୍କ ଶୋଷଣ’
ନୂଆଦିଲ୍ଲୀ,୨୦।୧:ଭାରତୀୟ ରେସଲିଂ ଫେଡେରେଶନର ସଭାପତି ତଥା ଭାଜପା ବ୍ରିଜ ଭୂଷଣ ଶରଣ ସିଂ ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଅଲିମ୍ପିଆନ ଭିନେଶ ଫୋଗତଙ୍କ ନେତୃତ୍ୱରେ ଯନ୍ତରମନ୍ତରଠାରେ ଭାଜପା ଏମ୍ପି ବ୍ରଜଭୂଷଣଙ୍କ ବିରୋଧରେ ପ୍ରଦର୍ଶନ ଶୁକ୍ରବାର ଜାରି ରହିଛି।…
ଦିଲ୍ଲୀ-ଏନ୍ସିଆର ସମେତ ଉତ୍ତର ଭାରତରେ ଶୀତଲହରୀରୁ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୦।୧: ଦିଲ୍ଲୀ-ଏନ୍ସିଆର ସମେତ ଉତ୍ତର ଭାରତରେ ଶୀତ ଲହରୀରୁ ଆଶ୍ୱସ୍ତି ମିଳିଛି। ଆସନ୍ତା କିଛି ଦିନ ଥଣ୍ଡା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗୁରୁବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୫.୬ଡିଗ୍ରୀ ରହିଥିଲା। ସେହିପରି ଉତ୍ତର ମଧ୍ୟପ୍ରଦେଶର କିଛି…
୨୪ଘଣ୍ଟା ମଧ୍ୟରେ ଡବ୍ଲୁଏଫ୍ଆଇରୁ ପଦରୁ ଇସ୍ତଫା ଦିଅନ୍ତୁ ବ୍ରଜଭୂଷଣ: କ୍ରୀଡା ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨୦।୧: ଭାରତୀୟ ରେସଲିଂ ଫେଡେରେଶନର ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂଙ୍କ ଅଡ଼ୁଆ ବେଳକୁ ବେଳ ବଢ଼ିବାରେ ଲାଗିଛି। ଯୌନ ନିର୍ଯାତନା ଓ ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ପରେ ଏବେ ବ୍ରଜଭୂଷଣଙ୍କ ଉପରେ ଇସ୍ତଫା ନେଇ ଚାପ ପଡ଼ିଛି। ଅନ୍ୟପଟେ…
ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ସଞ୍ଜୟ ରାଉତ
ନୂଆଦିଲ୍ଲୀ,୨୦।୧: ଶିବସେନା ଏମ୍ପି ସଞ୍ଜୟ ରାଉତ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି। ଏହି ସମୟରେ ସେ କହିଛନ୍ତି, ଭାରତ ଯୋଡୋ ଯାତ୍ରାର ଲକ୍ଷ୍ୟ ହେଉଛି ରାଷ୍ଟ୍ରକୁ ଏକଜୁଟ୍ କରିବା। ବର୍ତ୍ତମାନ ଦେଶର ପରିସ୍ଥିତି…

