ଜାତୀୟ

ଆମକୁ ବିକଶିତ ଭାରତ ନିର୍ମାଣ କରିବାକୁ ହେବ: ପ୍ରଧାନମନ୍ତ୍ରୀ…

ବେଙ୍ଗାଲୁରୁ,୧୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କର୍ନାଟକରେ ପହଞ୍ଚି ୨ କୋଟି ଟଙ୍କାର ଏକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରେ ସେ କହିଛନ୍ତି ଯେ, ଏକ ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟ ନେଇ ଆମେ କାର୍ଯ୍ୟ କରୁଛେ। ସଭିଏଁ…

‘ବ୍ରଜଭୂଷଣ ବିଦେଶ ଲୁଚି ପଳାଇବାର ରହିଛି ସମ୍ଭାବନା’

ନୂଆଦିଲ୍ଲୀ,୧୯।୧: ସର୍ବଭାରତୀୟ ରେସଲିଂ ଫେଡେରେଶନର ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ୩୦ କୁସ୍ତିଯୋଦ୍ଧା ଜନ୍ତରମନ୍ତରଠାରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ବୁଧବାର ରାତି ସାରା ଅନେକ କୁସ୍ତିଯୋଦ୍ଧା ଦିଲ୍ଲୀର ଯନ୍ତରମନ୍ତରରେ ବସି…

ରାମସେତୁକୁ ଜାତୀୟ ଐତିହ୍ୟ ଘୋଷଣା ନେଇ ପ୍ରକ୍ରିୟା ଜାରି ରହିଛି, ସୁପ୍ରିମ୍‌ କୋର୍ଟରେ କେନ୍ଦ୍ରର ଜବାବ..

ନୂଆଦିଲ୍ଲୀ,୧୯।୧ : କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ କହିଛନ୍ତି ଯେ,ରାମସେତୁକୁ ଜାତୀୟ ଐତିହ୍ୟ ଘୋଷଣା ନେଇ ପ୍ରକ୍ରିୟା ଜାରି ରହିଛି। ଏହା ଉପରେ ବିଚାର ବିମର୍ଷ କରାଯାଉଛି। ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀଙ୍କ ଦ୍ୱାରା କରାଯାଇଥିବା ଏକ ଆବେଦନର ବିଚାର ସମୟରେ କେନ୍ଦ୍ର…

ଥରିଲା ଜମ୍ମୁ-କଶ୍ମୀର

ଶ୍ରୀନଗର,୧୯।୧: ଜମ୍ମୁ କଶ୍ମୀରରେ ଗୁରୁବାର ଦିନ ୧୨.୦୪ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ରେ ମାପ କରାଯାଇଥିଲା। ଜମ୍ମୁ କଶ୍ମୀରର କିଶ୍ଟୱର ଏବଂ ଡୋଡା ଜିଲାରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏହାର କେନ୍ଦ୍ର ଭୂମିଠାରୁ ୧୦…

୨୯ ସପ୍ତାହରେ ଗର୍ଭପାତ କରାଇବା ସୁରକ୍ଷିତ କି ? ଏମ୍ସକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୧୯।୧ : ଜଣେ ୨୦ ବର୍ଷ ବୟସ୍କା ଅବିବାହିତା ବିଟେକ୍‌ ଛାତ୍ରୀଙ୍କ ୨୯ ସପ୍ତାହର ଗର୍ଭର ଗର୍ଭପାତ ନେଇ ସୁପ୍ରିମ୍‌କୋର୍ଟ ଏମ୍ସର ସହାୟତା ଲୋଡିଛନ୍ତି। ଶୀର୍ଷକୋର୍ଟ ପ୍ରଶ୍ନ କରିଛନ୍ତି ଯେ, ୨୯ ସପ୍ତାହରେ ଗର୍ଭପାତ କରାଇବା ସୁରକ୍ଷିତ କି ? ଏନେଇ…

ଆଶିଷଙ୍କ ଜାମିନକୁ ବିରୋଧ କଲେ ଉତ୍ତରପ୍ରଦେଶ ସରକାର, ସମାଜକୁ ଯିବ ଭୁଲ ବାର୍ତ୍ତା …

ନୂଆଦିଲ୍ଲୀ,୧୯।୧ : ଲଖିମପୁର ଖେରୀ ହିଂସା ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜେ.କେ ମାହେଶ୍ୱରୀଙ୍କ ବେଞ୍ଚରେ ଶୁଣାଣି ଚାଲିଛି। ଉତ୍ତରପ୍ରଦେଶ…

ଅର୍ଥମନ୍ତ୍ରୀଙ୍କୁ ରଘୁରାମ ରାଜନଙ୍କ କଡ଼ା ସମାଲୋଚନା, କହିଲେ ଡାଭୋସରେ ଗୁରୁଦାୟିତ୍ୱ ସମ୍ଭାଳୁଛନ୍ତି…

ନୂଆଦିଲ୍ଲୀ/ଡାଭୋସ,୧୯।୧ : ଡାଭୋସରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମ ସମ୍ମିଳନୀରେ ଯୋଗ ଦେଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ କଡ଼ା ସମାଲୋଚନା କରିଛନ୍ତି। ଏକ ଘରୋଇ ଚ୍ୟାନେଲ ସହିତ ବାର୍ତ୍ତାଳାପ ସମୟରେ ରାଜନ କହିଛନ୍ତି…

କୁମ୍ଭୀର ବେଙ୍ଗକୁ ଗିଳି ଦେଲା, ଏହା କିଭଳି ଭାଗ୍ୟୋଦୟ: ସାମନାରେ ମୋଦିଙ୍କୁ ପ୍ରଶ୍ନ…

ମୁମ୍ବାଇ,୧୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମୁମ୍ବାଇ ଗସ୍ତରେ ଯିବା ପୂର୍ବରୁ ଶିବସେନା ମୁଖପତ୍ର ସାମନାର ସମ୍ପାଦକୀୟରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚରା ଯାଇଛି। ସାମନା ଲେଖିଛି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ। କିନ୍ତୁ ଏହା ମଧ୍ୟ ଏକ ପ୍ରଶ୍ନ ଯେ କେଉଁ ସମୟରୁ…

କେନ୍ଦ୍ର ସରକାର ଏକୁଟିଆ ମିଥ୍ୟା ଖବର ବିରୋଧରେ ଲଢ଼ି ପାରିବେନି: ଏଡିଟର୍ସ ଗିଲ୍ଡ…

ନୂଆଦିଲ୍ଲୀ,୧୯।୧ : ମିଥ୍ୟା ଖବର ଉପରେ କେନ୍ଦ୍ର ସରକାର ଅତ୍ୟନ୍ତ କଠୋର ଏବଂ ଏହାକୁ ରୋକିବା ପାଇଁ କିଛି ଆଇଟି ନିୟମରେ ସଂଶୋଧନ କରିବାକୁ ଯାଉଛନ୍ତି। ତେବେ ଏହାର କାର୍ଯ୍ୟକାରିତା ପୂର୍ବରୁ ମଧ୍ୟ ଏହି ନିୟମକୁ ବିରୋଧ କରିବା ଆରମ୍ଭ ହୋଇଛି।…

ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ୍‌…

ନୂଆଦିଲ୍ଲୀ, ୧୯।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍‌…

୧୫ ବର୍ଷ ପୁରୁଣା ଗାଡ଼ିର ପଞ୍ଜୀକରଣ ରଦ୍ଦ: ଏପ୍ରିଲ ୧ରୁ ଲାଗୁ…

ନୂଆଦିଲ୍ଲୀ,୧୯।୧ : ଦେଶରେ ପ୍ରଦୂଷଣକୁ ରୋକିବା ନେଇ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଦେଶରେ ଚାଲୁଥିବା ସମସ୍ତ ୧୫ ବର୍ଷ ପୁରୁଣା ଗାଡିର ପଞ୍ଜୀକରଣ ରଦ୍ଦ କରିବାକୁ ମୋଦି ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର…

ଭାରତୀୟ ରାଜନୀତିରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଭଳି ନେତାଙ୍କର ରହିଛି ଆବଶ୍ୟକତା: ଜୟରାମ ରମେଶ…

ନୂଆଦିଲ୍ଲୀ,୧୯।୧ : କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନଙ୍କ ପରି ଭାରତୀୟ ରାଜନୀତିରେ ନେତାଙ୍କ ଆବଶ୍ୟକତା ରହିଛି। ଜୟରାମ ରମେଶ ଟୁଇଟ କରି କହିଛନ୍ତି ଯେ ମହାନ କ୍ରିକେଟର ବିଜୟ ମର୍ଚାଣ୍ଟ ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?