ଜାତୀୟ

କଲେଜିୟମ-କେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ,୨୧।୧: ବିଚାରପତି ନିଯୁକ୍ତିକୁ ନେଇ କିଛି ମାସ ହେଲା କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟ କଲେଜିୟମ ମଧ୍ୟରେ ଟଣାଓଟରା ଲାଗିରହିଛି। ବିଚାରପତି ନିଯୁକ୍ତି ଲାଗି କଲେଜିୟମଙ୍କ ସୁପାରିସକୁ ସରକାର ଅନେକ ସମୟରେ କାର୍ଯ୍ୟକାରୀ ନ କରି ଫାଇଲ ଫେରାଇ ଦେଉଛନ୍ତି। କଲେଜିୟମରେ…

ପୁଣି ରାମ ରହିମଙ୍କୁ ମିଳିଲା ୪୦ ଦିନିଆ ପାରୋଲ

ନୂଆଦିଲ୍ଲୀ,୨୦।୧: ବଳତ୍କାର ଏବଂ ହତ୍ୟା ମାମଲାର ଦୋଷୀ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ୍‌ ସିଂଙ୍କୁ ପୁଣି ୪୦ ଦିନିଆ ପାରୋଲ ଅନୁମତି ଦିଆଯାଇଛି। ପୂର୍ବରୁ ତାଙ୍କୁ ଅକ୍ଟୋବରେ ସମାନ ଦିନର ପାରୋଲ ଦିଆଯାଇଥିଲା। ଏହା ନଭେମ୍ବର ୨୫ରେ…

ନୌସେନାକୁ ମିଳିବ ‘ଆଇଏନ୍‌ଏସ୍‌ ଭାଗିର୍‌’: ଶତ୍ରୁକୁ ଚକମା ଦେଖାଇ ଆକ୍ରମଣ କରିବାରେ ସକ୍ଷମ

ନୂଆଦିଲ୍ଲୀ,୨୦।୧: ଭାରତୀୟ ନୌସେନାର ଶକ୍ତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆସନ୍ତା ଜାନୁୟାରୀ ୨୩ରେ ନୌସେନାରେ ସାମିଲ ହେବ ଆଧୁନିକ ଡିଜେଲ-ଇଲେକ୍ଟ୍ରିକ ଆକ୍ରମଣ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ଭାଗିର୍‌’। ପ୍ରୋଜେକ୍ଟ ପି-୭୫ ଅଧୀନରେ ଏହାକୁ ନିର୍ମାଣ କରାଯାଇଛି। ଏହା ସାମିଲ ହେବା ପରେ…

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁପ୍‌ କାହିଁକି’

ନୂଆଦିଲ୍ଲୀ,୨୦।୧: ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଦିଲ୍ଲୀର ଜନ୍ତରମନ୍ତରରେ କୁସ୍ତିଯୋଦ୍ଧାମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛି। ଶୁକ୍ରବାର କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ ପାର୍ଟି…

ବନ୍ଦେ ଭାରତ ଟ୍ରେନ୍‌ରେ ଉପଲବ୍ଧ ହେବ ସ୍ଲିପର୍‌ କୋଚ୍‌ ସୁବିଧା! ସରକାର କରୁଛନ୍ତି ପ୍ରସ୍ତୁତି…

ନୂଆଦିଲ୍ଲୀ,୨୦।୧: ଦେଶରେ ଏବେ ୮ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଚଳାଚଳ କରୁଛି। ୧୫ ଅଗଷ୍ଟ, ୨୦୨୩ ସୁଦ୍ଧା ଦେଶରେ ୭୫ ଟି ଟ୍ରେନ୍‌ ଚଳାଚଳ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଏହାକୁ ନେଇ ଆସନ୍ତା ଫେବୃୟାରୀ…

୧୨ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆଲ୍‌ଫାବେଟ୍‌

ନୂଆଦିଲ୍ଲୀ,୨୦।୧: ବର୍ତ୍ତମାନ ସମୟରେ ଟେକ୍ନୋଲୋଜି କ୍ଷେତ୍ରର ଅନେକ ବଡ଼ କମ୍ପାନୀ ଛଟେଇ କରୁଛନ୍ତି। ଏହି କ୍ରମରେ ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ୍‌ ବିଶ୍ୱବ୍ୟାପି ଏହାର ୧୨ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଏନେଇ ଗୁଗୁଲ ସିଇଓ ଷ୍ଟକ୍‌ ମେମୋରେ ସୂଚନା ଦେଇଛନ୍ତି।…

ପିଓକେକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ

ଲକ୍ଷ୍ନୌ,୨୦।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ପହଞ୍ଚିଥିବା ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ପଡ଼ୋଶୀ ଦେଶ ପାକିସ୍ତାନର ଅର୍ଥନୈତିକ ଦାରିଦ୍ର ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,…

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍‌କୁ ଧକ୍କା ଦେଲା ଡମ୍ପର

ମୁମ୍ବାଇ,୨୦।୧: ମହାରାଷ୍ଟ୍ରର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଶିବସେନା ନେତା ଦୀପକ ସାୱନ୍ତ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ସମ୍ମୁଖୀନ ହୋଇଛନ୍ତି। ମୁମ୍ବାଇର ଘୋଡବନ୍ଦର ରାଜପଥରେ ତାଙ୍କ କାର୍‌କୁ ଏକ ଡମ୍ପର ଧକ୍କା ଦେଇଛି। ଏଥିରେ ସେ ଆହତ ହୋଇଛନ୍ତି। ଡ୍ୟୁଟିରେ ଥିବା…

ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କୁ ଆଶ୍ୱସ୍ତି: ଗିରଫଦାରୀ ଉପରେ ଲାଗିଲା ରୋକୋ

ନୂଆଦିଲ୍ଲୀ,୨୦।୧: ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଗିରଫଦାରୀରୁ କୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏଥିସହ ‘କାଳୀ’ ପୋଷ୍ଟର ବିବାଦକୁ ନେଇ ୪ଟି ରାଜ୍ୟରେ ରୁଜୁ ହୋଇଥିବା ଏଫ୍‌ଆଇଆର୍‌ ଉପରେ ମଧ୍ୟ କୌଣସି…

ସ୍ଥଗିତ ହେଲା ଅନିଲ ଦେଶମୁଖଙ୍କ ଜାମିନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି

ମୁମ୍ବାଇ,୨୦।୧: ୧୦୦ କୋଟି ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ହାଇକୋର୍ଟରୁ ମିଳିଥିବା ଜାମିନ ବିରୋଧରେ ସିବିଆଇ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଏହି ମାମଲାର ଶୁଣାଣି ଜାନୁଆରୀ ୨୩ରେ ହେବ ବୋଲି…

ଏଏପିରେ ସାମିଲ ହେଲେ ଭୋଜପୁରୀ ଅଭିନେତ୍ରୀ

ନୂଆଦିଲ୍ଲୀ,୨୦।୧: ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍‌ ଶୁକ୍ରବାର ଆମ ଆଦମୀ ପାର୍ଟି (ଏଏପି)ରେ ଯୋଗ ଦେଇଛନ୍ତି। ଏହି ଅବସରରେ ଏଏପିର ଏମ୍‌ପି ସଞ୍ଜୟ ରାଉତ ଉପସ୍ଥିତ ଥିଲେ। ଅଭିନେତ୍ରୀ ସମ୍ଭାବନା ୪୦୦ରୁ ଅଧିକ ଭୋଜପୁରୀ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ବିଗ୍‌ବସ୍‌ର…

କାଳ ଭୈରବଙ୍କ ଦର୍ଶନରୁ ଆରମ୍ଭ ହେଲା ନଡ୍ଡାଙ୍କ ମିଶନ ୨୦୨୪

ବାରାଣସୀ,୨୦।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମିଶନ ୨୦୨୪ରେ ବାହାରିପଡ଼ିଛନ୍ତି। ଏହି କ୍ରମରେ ଗୁରୁବାର ସନ୍ଧ୍ୟାରେ ଜେ.ପି ନଡ୍ଡା ଉତ୍ତରପ୍ରଦେଶ ବାରାଣସୀରେ ପହଞ୍ଚିଛନ୍ତି। ଶୁକ୍ରବାର ସକାଳେ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ ପୂର୍ବରୁ ସେ ପ୍ରଥମେ କାଶୀର କୋତଓ୍ବାଲ ବାବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?