Posted inଜାତୀୟ

‘ଖୁବଶୀଘ୍ର ଶେଷ ହେବ ଭାଜପାର ଅହଙ୍କାର’

ଲକ୍ଷ୍ନୌ,୨।୨: ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପାଇଁ ଗୁରୁବାର ମୋରାଦାବାଦ୍‌ରେ ବିମାନ ଅବତରଣ କରିବାକୁ ଅନୁମତି ଦିଆଯାଇ ନାହିଁ। ଏଥିରେ ରାଗିଯାଇ ସମାଜବାଦୀ ପାର୍ଟି ଟୁଇଟ୍‌ ଯୋଗେ କହିଛି ଯେ, ଭାଜପାର ଅହଂକାର ଶୀଘ୍ର ଶେଷ ହେବ।
ପୂର୍ବ ଘୋଷଣା କରାଯାଇଥିବା କାର୍ଯ୍ୟକ୍ରମ ଅଧୀନରେ, ୪ ଫେବୃଆରୀ ୨୦୨୩ରେ ଅଖିଳେଶ ଯାଦବ ମୋରାଦାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଥିଲା। କିନ୍ତୁ ଯୋଗୀ ସରକାର ବିମାନକୁ ଅବତରଣ କରିବାକୁ ଦେଉନାହାଁନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ। ଭାଜପାର ଅହଂକାର ଖୁବଶୀଘ୍ର ଅନ୍ତ ହେବ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି।
ସୂଚନାନୁସାରେ, ଅଖିଳେଶ ଯାଦବ ପୂର୍ବତନ ବିଧାୟକ ଦୀପ କୁମାରଙ୍କୁ ଭେଟିବାକୁ ଯିବାର ଥିଲା। କିନ୍ତୁ ବିମାନ ଅବତରଣ ପାଇଁ ଅନୁମତି ନ ପାଇ କାର୍ଯ୍ୟକ୍ରମ ବାତିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ମୃତଦେହକୁ ଟ୍ରଲି ବ୍ୟାଗ୍‌ରେ ଭରି ଡ୍ରେନରେ ଫିଙ୍ଗିଦେଲେ

ନୂଆଦିଲ୍ଲୀ,୨୮।୮: ଗତ ୧୦ ତାରିଖରେ ରାଜଧାନୀର ସୁଖଦେବ ବିହାରର ଡ୍ରେନରୁ ଏକ ଟ୍ରଲି ବ୍ୟାଗରୁ ମିଳିଥିଲା ଜଣେ ପୁରୁଷଙ୍କ ମୃତଦେହ। ପାଣିରେ ରହି ରହି ମୃତଦେହ...

ଏବେ ସିସୋଡିଆ-କୈଳାସ ଗେହଲୋଟ ହେବେ ଗିରଫ: ଭାଜପାକୁ ଘେରିଲେ କେଜରିଓ୍ବାଲ…

ନୂଆଦିଲ୍ଲୀ, ୧୮।୯ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଆମ ଆଦମୀ ପାର୍ଟିର ପ୍ରଥମ ଜାତୀୟ ଜନପ୍ରତିନିଧି ସମ୍ମିଳନୀ ରବିବାର ଆରମ୍ଭ ହୋଇଛି। ଏଏପିର...

ଡରାଇଲାଣି ବାର୍ଡଫ୍ଲୁ: ରାଜଧାନୀରେ ୨ଶହ କାଉ ମୃତ

ନୂଆଦିଲ୍ଲୀ,୯ ।୧: ଦେଶ ଗୋଟିଏ ପଟେ କରୋନା ମହାମାରୀ ସହ ଲଢେଇ କରୁଥିବା ବେଳେ ଏବେ ଚିନ୍ତା ବଢାଇଲାଣି ବାର୍ଡଫ୍ଲୁ । ରାଜଧାନୀ ଦିଲ୍ଲୀରେ କରୋନା...

ମୋଦିଙ୍କ ଯୋଗୁ ଭାରତର ସ୍ବର ଆଜି ବିଶ୍ୱରେ ପ୍ରଭାବ ପକାଉଛି: ଜୟଶଙ୍କର

ନୂଆଦିଲ୍ଲୀ,୨୬।୯: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ବିଦେଶରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଓ୍ବାଶିଂଟନ୍‌ରେ ଆମେରିକାର ଇଣ୍ଡିଆ ଫ୍ରେଣ୍ଡଶିପ...

ଠିକ୍‌ ସମୟରେ ଉଚିତ ଜବାବ ଦେବି: ଫଡନବିସ୍‌

ମୁମ୍ବାଇ,୨୭।୧୧: ନାଟକୀୟ ଢଙ୍ଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାର ୩ ଦିନ ୮ ଘଣ୍ଟା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନବିସ୍‌। ଇସ୍ତଫା ଦେବା...

ଜ୍ଞାନବ୍ୟାପି ପରେ ଏବେ ମଥୁରା ଇଦ୍‌ଗାହା ମସଜିଦ୍‌ ସିଲ୍‌ କରିବାକୁ ଦାବି…

ନୂଆଦିଲ୍ଲୀ, ୧୭।୫ : କାଶୀର ଜ୍ଞାନବ୍ୟାପି ମସଜିଦ ପରେ ବର୍ତ୍ତମାନ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ପ୍ରସଙ୍ଗରେ ବିବାଦ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଶ୍ରୀକୃଷ୍ଣ ଜନ୍ମଭୂମି...

ନଦୀକୁ ଡେଇଁ କାରରୁ ନବବିବାହିତଙ୍କୁ ଉଦ୍ଧାର କଲେ ଗ୍ରାମବାସୀ

ପାଲାମୁ (ଝାଡ଼ଖଣ୍ଡ), ୨୨।୬- ଝାଡ଼ଖଣ୍ଡରେ ନବବିବାହିତ ଦମ୍ପତ୍ତିଙ୍କୁ ନେଇ ଯାଉଥିବା ଏକ କାର୍‌ ନଦୀ ମଧ୍ୟକୁ ଖସି ପଡ଼ିଥିଲା। କାର୍‌ଟି ଅଧାବୁଡ଼ି ନଦୀର ପ୍ରଖର ସ୍ରୋତରେ...

କରୋନା ଭାଇରସ୍‌କୁ ନଷ୍ଟ କରିବ ନୂଆ ମାସ୍କ

ନୂଆଦିଲ୍ଲୀ, ୧୮ା୪: କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ତା’ର କାୟା ମେଲାଇଛି। ଏହି ରୋଗ ନିୟନ୍ତ୍ରଣ ପାଇଁ ଔଷଧ ବାହାର କରିବାକୁ ସବୁ ଦେଶର...

Advertisement
Archives

Model This Week