ବୁର୍ଖାପିନ୍ଧା ଛାତ୍ରୀଙ୍କୁ କଲେଜରେ ପ୍ରବେଶ ଅନୁମତି ମିଳିଲାନି
ମୋରଦାବାଦ,୧୯।୧: ଉତ୍ତରପ୍ରଦେଶର ମୋରଦାବାଦସ୍ଥିତ ଏକ କଲେଜରେ ବୁର୍ଖା ପିନ୍ଧି ଆସିଥିବା କେତେଜଣ ଛାତ୍ରୀଙ୍କୁ ପ୍ରବେଶ ଅନୁମତି ଦିଆ ନ ଯିବାରୁ ଏହାକୁ ନେଇ ଗୁରୁବାର ପୁଣିଥରେ ବିବାଦ ଦେଖାଦେଇଛି। ମୋରଦାବାଦର ହିନ୍ଦୁ କଲେଜରେ ଏହି ଘଟଣା ଘଟିଛି। ବୁର୍ଖା ପିନ୍ଧିଥିବା ଛାତ୍ରୀମାନଙ୍କୁ…
ମାରାଥନ୍ରେ ୮୦ ବର୍ଷୀୟା
ମୁମ୍ବାଇ,୨୦ା୧:ଆଗ୍ରହ ଓ ଇଚ୍ଛାଶକ୍ତି ଆଗରେ କୌଣସି ସମସ୍ୟା ଦୀର୍ଘସ୍ଥାୟୀ ନୁହେଁ। ମୁମ୍ବାଇର ୮୦ ବର୍ଷୀୟା ଭାରତୀ ଜିତେନ୍ଦ୍ର ପାଠକ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି। ନିକଟରେ ୧୮ତମ ଟାଟା ମୁମ୍ବାଇ ମାରାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପିଲାଠାରୁ ଆରମ୍ଭ କରି ପ୍ରତ୍ୟେକ…
ମଣିଷଖିଆ ଚିତାକୁ ଗୁଳି ନିର୍ଦ୍ଦେଶ
ରାଞ୍ଚତ୍,୨୦ା୧:ଝାଡ଼ଖଣ୍ଡର ଗଢ଼ଓ୍ବା ଓ ଲାଟେହାରରେ ଏକ ଚିତାବାଘ ୩ ପିଲାଙ୍କ ସମେତ ୪ ଜଣଙ୍କୁ ମାରି ଖାଇସାରିଲାଣି। ଶେଷରେ ରାଜ୍ୟର ବନ ବିଭାଗ ଏହି ମଣିଷଖିଆ ବାଘକୁ ଗୁଳି କରିବାକୁ ନିର୍ଦ୍ଦେଶନାମା ଜାରି କରିଛି। ବାଘକୁ ଟ୍ରାଙ୍କୁଲାଇଜ୍ କରିବା ସହ ଧରିବା…
ବିବିସି ଡକ୍ୟୁମେଣ୍ଟାରି: ମୋଦିଙ୍କୁ ସମର୍ଥନ କଲେ ସୁନକ
ଲଣ୍ଡନ/ନୂଆଦିଲ୍ଲୀ,୨୦ ।୧: ଗୁଜରାଟ ଦଙ୍ଗା ଉପରେ ନିର୍ମାଣ କରାଯାଇଥିବା ବିବିସି ଡକ୍ୟୁମେଣ୍ଟାରିର ବିବାଦ ଏବେ ବ୍ରିଟିଶ ସଂସଦରେ ପହଞ୍ଚିଯାଇଛି । ପକିସ୍ତାନର ମୂଳ ବାସିନ୍ଦା ସାଂସଦ ଇମରାନ ହୁସେନ ସଂସଦରେ ଏହି ପ୍ରସଙ୍ଗ ଉଠାଇଥିଲେ, ଆଉ ଏହା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ…
୩ୟ ଥର ସୁପାରିସ କଲେ କଲେଜିୟମ୍
ନୂଆଦିଲ୍ଲୀ,୨୦।୧:ସମଲିଙ୍ଗୀ ଆଇନଜୀବୀ ସୌରଭ କିର୍ପାଲଙ୍କୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ସୁପ୍ରିମକୋର୍ଟ କଲେଜିୟମ ତୃତୀୟ ଥର ପାଇଁ ସୁପାରିସ କରିଛନ୍ତି। ଜଣେ ବରିଷ୍ଠ ଆଇନଜୀବୀଙ୍କୁ ବିଚାରପତି ଭାବେ ପଦୋନ୍ନତି ଦେବା ଲାଗି ପୂର୍ବରୁ ଦୁଇଥର କଲେଜିୟମ ସୁପାରିସ କରିଥିଲେ…
ଗୁଜରାଟ ଦଙ୍ଗା ପାଇଁ ମୋଦି ଦାୟୀ: ବିବିସି
ଲଣ୍ଡନ/ନୂଆଦିଲ୍ଲୀ,୨୦ା୧:୨୦୦୨ ଫେବୃୟାରୀ ଓ ମାର୍ଚ୍ଚରେ ସଂଘଟିତ ଗୁଜରାଟର ସାମ୍ପ୍ରଦାୟିକ ଦଙ୍ଗାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକା ଥିବା ବିଷୟ ବ୍ରିଟିଶ୍ ବ୍ରଡ୍କାଷ୍ଟିଂ କର୍ପୋରେଶନ୍ (ବିବିସି)ରେ ମଙ୍ଗଳବାର ରାତିରେ ପ୍ରସାରିତ ହୋଇଥିଲା। ଚିଚାର୍ଡ କୁକ୍ସନ ଏବଂ ମାଇକ୍ ରାଡ୍ଫୋର୍ଡଙ୍କ ପ୍ରଯୋଜନାରେ ନିର୍ମିତ…
ଶଙ୍କରଙ୍କ ଉପରେ ବ୍ୟାନ୍ ଲଗାଇଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ,୧୯।୧: ଗତବର୍ଷ ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ବୃଦ୍ଧା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରାଙ୍କ ଉପରେ ଏୟାରଲାଇନ୍ସ ବ୍ୟାନ୍ ଲଗାଇଛି। ସେ ୪ ମାସ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିପାରିବେ ନାହିଁ।…
ସମୟ ପୂର୍ବରୁ ଛାଡ଼ିଦେଲା ବିମାନ: ରହିଗଲେ ଯାତ୍ରୀ
ଅମୃତସର,୧୯।୧: ଅମୃତସରରୁ ସିଙ୍ଗାପୁର ଯିବାକୁ ଥିବା ସ୍କୁଟ୍ ଏୟାରଲାଇନ୍ସର ଏକ ବିମାନର ଉଡ଼ାଣ ସମୟକୁ ପରିବର୍ତ୍ତନ କରିଦିଆଯିବାରୁ ୩୨ ଜଣ ଯାତ୍ରୀ ଯାଇପାରି ନ ଥିଲେ। ଏହି ଘଟଣାରେ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏୟାରଲାଇନ୍ସକୁ ରିପୋର୍ଟ ମାଗିଛି। ଖରାପ ପାଗ…
ହ୍ବାଟସଆପରେ ୪୯ କୋଟି ଲୋକଙ୍କ ସହ ଯୋଡି ହେବେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୯।୯ : ଟୁଇଟର, ଫେସବୁକ ଏବଂ ଇନଷ୍ଟାଗ୍ରାମ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ହ୍ବାଟସ ଆପକୁ ମଧ୍ୟ ଆସିଛନ୍ତି। ବର୍ତ୍ତମାନ ସେ ସିଧାସଳଖ ନିଜ ପ୍ରଶଂସକଙ୍କୁ ବାର୍ତ୍ତା ପଠାଇବେ ଏବଂ ସେମାନଙ୍କର ପ୍ରଶଂସକମାନେ ସେମାନଙ୍କ ହ୍ବାଟସ ଆପରେ ସିଧାସଳଖ ପଠାଯାଇଥିବା…
ପରୀକ୍ଷା ବେଳେ ଶିକ୍ଷକଙ୍କୁ ଛାତ୍ରଙ୍କ ଛୁରାମାଡ଼
ନୂଆଦିଲ୍ଲୀ,୧୯।୧: ଦିଲ୍ଲୀର ଏକ ସରକାରୀ ସ୍କୁଲ୍ରେ ଗୁରୁବାର ପରୀକ୍ଷା ଚାଲିଥିବା ବେଳେ ଜଣେ ଛାତ୍ର ଶିକ୍ଷକଙ୍କୁ ଏକାଧିକ ଥର ଛୁରି ଭୁସିଛନ୍ତି। ଦିଲ୍ଲୀର ଇନ୍ଦରପୁରୀ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ସ୍କୁଲରେ ପ୍ରାକ୍ଟିକାଲ ପରୀକ୍ଷା ଚାଲିଥିବା ବେଳେ ଶିକ୍ଷକ ଭୁଦେବ ଇନ୍ଭିଜିଲେଟର…
ଭାରତ ଯୋଡ଼ୋ ଯାତ୍ରାରେ ଯୋଗଦେବେ ଫାରୁକ୍
ଜମ୍ମୁ,୧୯।୧: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍ଫରେନ୍ସ ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ଭାରତ ଯୋଡ଼ୋ ଯାତ୍ରାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ସାମିଲ ହେବେ। ପଦଯାତ୍ରାରେ ଥିବା ରାହୁଲଙ୍କୁ ସ୍ବାଗତ କରିବା ଲାଗି ଗୁରୁବାର ସେ ଜମ୍ମୁ-କଶ୍ମୀରର କଠୁଆ…
୪ମାସ ଯାଏ ଶଙ୍କର ମିଶ୍ରାଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ,୧୯।୧: ଗତବର୍ଷ ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ବୃଦ୍ଧା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରାଙ୍କ ଉପରେ ଏୟାରଲାଇନ୍ସ ପ୍ରତିବନ୍ଧକ ଲଗାଇଛି। ସେ ୪ମାସ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିପାରିବେ ନାହିଁ। ଗତ…
Archives


