ଜାତୀୟ

ମାର୍ଚ୍ଚ ୭ରେ ମେଘାଳୟ ମୁଖ୍ୟମନ୍ତ୍ରୀ ନେବେ ଶପଥ

ଶିଲଂ: ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ କନରାଡ ସାଙ୍ଗମା ମାର୍ଚ୍ଚ ୭ ତାରିଖରେ ଶପଥ ଗ୍ରହଣ କରିପାରନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗ ଦେବେ ସୂଚନା ମିଳିଛି। ବିଧାନସଭା ନିର୍ବାଚନରେ ୨୬ଟି…

ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୩।୩: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଥଣ୍ଡା,ଜ୍ୱର ହେବାରୁ ଗୁରୁବାର ସାର୍‌ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ନିକଟରେ କଂଗ୍ରେସର ୮୫ତମ…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସତ୍ୟବ୍ରତ ମୁଖାର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ,୩।୩: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ସତ୍ୟବ୍ରତ ମୁଖାର୍ଜୀଙ୍କ ପରଲୋକ ଘଟିଛି। ଶୁକ୍ରବାର ୯୧ ବର୍ଷ ବୟସରେ ସେ କୋଲକାତାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ସମୟରେ ସତ୍ୟବ୍ରତ ମୁଖାର୍ଜୀ…

ମେଘାଳୟରେ ସରକାର ଗଠନ ପାଇଁ ଦାବି କଲେ ସାଙ୍ଗମା

ଶିଲଂ,୩।୩: ମେଘାଳୟରେ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି) ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ନିର୍ବାାଚନରେ ଜିତିବାର ଗୋଟିଏ ଦିନ ପରେ ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ସାଙ୍ଗମା କହିଛନ୍ତି, ଭାଜପା ଆମକୁ ଏହାର ଆନୁଷ୍ଠାନିକ…

ଭାରତକୁ ବଦ୍‌ନାମ କରିବା ରାହୁଲ ଗାନ୍ଧୀଙ୍କ ଅଭ୍ୟାସ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୩।୩: କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଭାଜପା ତାଙ୍କୁ ଟାର୍ଗେଟ୍‌ କରିଛି। ପାର୍ଟି ନେତା ଅନୁରାଗ ଠାକୁର ଶୁକ୍ରବାର ରାହୁଲଙ୍କ ବିବୃତ୍ତିକୁ ମିଥ୍ୟା ଏବଂ ଭାରତକୁ ବଦନାମ କରୁଥିବା କହିଛନ୍ତି। କେମ୍ବ୍ରିଜ ବିଶ୍ୱଦ୍ୟାଳୟର ଏକ କାର୍ଯ୍ୟକ୍ରମରେ…

୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭାଜପା ବିଧାୟକଙ୍କ ପୁଅ ଗିରଫ

ବେଙ୍ଗାଲୁରୁ,୩।୩: କର୍ନାଟକ ଲୋକାୟୁକ୍ତ ଦୁର୍ନୀତି ନିବାରଣ ୱିଙ୍ଗ ୪୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଭାଜପା ବିଧାୟକ ବିରୁପକ୍ଷପ୍ପା ମାଡାଲଙ୍କ ପୁଅକୁ ଗିରଫ କରିଛି। ବିଧାୟକଙ୍କ ପୁଅ ପ୍ରଶାନ୍ତ ମାଡାଲ ତାଙ୍କ କାର୍ଯ୍ୟାଳୟରୁ ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତ ଅଧିକାରୀମାନେ…

ଏମ୍‌ଏନ୍‌ଏସ୍‌ ନେତାଙ୍କ ଉପରେ ଆକ୍ରମଣ

ମୁମ୍ବାଇ,୩।୩: ମହାରାଷ୍ଟ୍ର ନବନିର୍ମାଶ ସେନା (ଏମ୍‌ଏନ୍‌ଏସ୍‌) ନେତା ତଥା ପୂର୍ବତନ କାଉନସିଲର ସନ୍ଦୀପ ଦେଶପାଣ୍ଡେଙ୍କୁ ଶୁକ୍ରବାର ସକାଳେ ଏଠାରେ ସାଂଘାତିକ ଆକ୍ରମଣ କରାଯାଇଥିଲା। ତାଙ୍କୁ ଚାରି ଜଣ ଅଜ୍ଞାତ ଆକ୍ରମଣକାରୀ ଆକ୍ରମଣ କରିଥିଲେ। ସନ୍ଦୀପଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ବଡ଼ ସଡ଼କ ଦୁର୍ଘଟଣା: ୮, ମୃତ ୭୦ ଆହତ

ଅମ୍ବାଲା,୩।୩: ଅମ୍ବାଲାର ଜାତୀୟ ରାଜପଥ ୩୪୪ ଚଣ୍ଡିଗଡ଼ ଯମୁନାନଗରରେ ଅବସ୍ଥିତ କକଡ ମଜ୍‌ରା ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ଭୋର ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ,…

କେମ୍ବ୍ରିଜରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ/ଲଣ୍ଡନ,୩ ।୩: କଂଗ୍ରେସ ନେତା ତଥା ୱାୟନାଡ ଏମପି ରାହୁଲ ଗାନ୍ଧୀ ଏବେ ଲଣ୍ଡନ ଗସ୍ତରେ ଅଛନ୍ତି । ସେଠାରେ ସେ କେମ୍ବ୍ରିଜ ବିଶ୍ୱିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ଭାରତର ମୋଦି ସରକାରଙ୍କ ଉପରେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୪ ଭକ୍ତଙ୍କ ଜୀବନ

ପାନିପତ,୩।୩: ହରିୟାଣାର ପାନିପତରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ସକାଳେ ଜିଟି ରୋଡରେ ଥିବା ଛତିପୁର ଗ୍ରାମ ନିକଟରେ ଭକ୍ତଙ୍କ ଭରପୂର ଟ୍ରାକ୍ଟର ଟ୍ରଲିକୁ ଏକ ଅଜଣା ଗାଡି ଧକ୍କା ଦେଇଛି। ଧକ୍କା ହେବା ପରେ ଟ୍ରଲି ଓଲଟି ପଡିଥିଲା।…

ତିନି ଏସ୍ ପ୍ଲାନ କରି ଖେଳିଳେ ଖେଳ: ଜୟରାମ ରମେଶ

ନୂଆଦିଲ୍ଲୀ,୩ ।୩: ଦେଶର ୩ ପୂର୍ବୋତ୍ତର ରାଜ୍ୟରେ ଶେଷ ହୋଇଛି ବିଧାନସଭା ନିର୍ବାଚନ । ନାଗାଲାଣ୍ଡ ଓ ତ୍ରିପୁରାରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ବହୁମତ ମିଳିଛି । ଏପଟେ ମେଘାଳୟରେ ଭାଜପା ନ୍ୟାଶନାଲ ପିପୁଲ୍‌ସ ପାର୍ଟି(ଏନପିପି)କୁ ସମର୍ଥନ ଦେଇଛି । ସମସ୍ତ…

ଜି-୨୦ ବହିର୍ବ୍ୟାପାର ମନ୍ତ୍ରୀ ସମ୍ମିଳନୀରେ ମତଭେଦ

ନୂଆଦିଲ୍ଲୀ, ୩ା୩(ପି.ଟି.): ଜି-୨୦ ରାଷ୍ଟ୍ରସମୂହର ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସହମତି ହାସଲ ଲାଗି ଆୟୋଜକ ଭାରତର ଜୋର୍‌ଦାର ଉଦ୍ୟମ ସତ୍ତ୍ୱେ ୟୁକ୍ରେନ୍‌ ବିବାଦ ଉପରେ ତୀବ୍ର ମତଭେଦ ପ୍ରକାଶ ପାଇଥିଲା। ତେଣୁ ସମ୍ମିଳନୀର ନିଷ୍କର୍ଷ ସମ୍ପର୍କରେ ମିଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?