ଜାତୀୟ

ଜେଏନ୍‌ୟୁରେ ନୂଆ ନିୟମ: ଧାରଣା ଦେଲେ ଗଣିବାକୁ ପଡ଼ିବ ୨୦ହଜାର ଜରିମାନା

ନୂଆଦିଲ୍ଲୀ,୨।୩: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ରେ ଏକ ନୂତନ ନିୟମ ଲାଗୁ କରାଯାଇଛି। ଏହାପରେ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନୂତନ ନିୟମ ଅନୁଯାୟୀ, କ୍ୟାମ୍ପସରେ ଧାରଣା ଦେଲେ ଛାତ୍ରମାନଙ୍କୁ ବର୍ତ୍ତମାନଠାରୁ ୨୦,୦୦୦ଟଙ୍କା ଜରିମାନା ଏବଂ…

ଭାଉଜଙ୍କ ସହ ସମ୍ପର୍କ ନ ଥିବା ପ୍ରମାଣ କରିବାକୁ ଯାଇ ଅଗ୍ନିପରୀକ୍ଷା ଦେଲେ ଦିଅର

ହାଇଦ୍ରାବାଦ,୨।୩: ତେଲେଙ୍ଗାନାର କରିମନଗର ଜିଲାର ବଞ୍ଜାରୁପାଲି ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ଭାଉଜଙ୍କ ସହ ଅବୈଧ ସମ୍ପର୍କ ନେଇ ଅଭିଯୋଗ ହୋଇଥିଲା। ଯାହାକୁ ପ୍ରମାଣ କରିବାକୁ ଯାଇ ଦିଅର ଜଣଙ୍କ ଅଗ୍ନିପରୀକ୍ଷା ଦେଇଛନ୍ତି। ନିଆଁରେ…

କରୋନା ପରେ ଏବେ ଡରାଇଲାଣି ଏଡିନୋଭାଇରସ!

କୋଲକାତା,୨ ।୩: କରୋନା ମହାମାରୀର ପ୍ରକୋପ ଏବେ ପର୍ଯ୍ୟନ୍ତ କମ ହୋଇ ନ ଥିବା ବେଳେ ଏବେ ଆଉ ଏକ ଭାଇରସ ଆସିଯାଇଥିବା କୁହାଯାଉଛି । ଏହା ପିଲାମାନଙ୍କୁ ଖୁବଶୀଘ୍ର ସଂକ୍ରମିତ କରୁଛି । ଏହି ନୂଆ ଭାଇରସର ନାମ ଏଡିନୋଭାଇରସ…

ୟୁକ୍ରେନ୍ ବିବାଦକୁ କଥାବାର୍ତ୍ତା ଓ କୁଟନୀତି ଦ୍ୱାରା ସମାଧାନ କରିହେବ: ମୋଦି

ନୂଆଦିଲ୍ଲୀ,୨ ।୩: ରାଜଧାନୀ ଦିଲ୍ଲୀରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ସହ ସାକ୍ଷାତ୍ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ମେଲୋନିଙ୍କ ପ୍ରଥମ ଭାରତ ଯାତ୍ରାକୁ ନେଇ ମୁଁ ତାଙ୍କୁ ଓ ତାଙ୍କ ପ୍ରତିନିଧିମଣ୍ଡଳକୁ ସ୍ୱାଗତ କରୁଛି ।…

ହାଥରସ ଗଣବଳାତ୍କାର ମାମଲା: ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୩ ନିର୍ଦ୍ଦୋଷରେ ଖଲାସ

ଲକ୍ଷ୍ନୌ,୨।୩: ଉତ୍ତରପ୍ରଦେଶର ହାଥରସରେ ଅବସ୍ଥିତ ବୁଲଗଢି ଗଣବଳାତ୍କାର ମାମଲାରେ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ମାମଲାରେ କୋର୍ଟ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏସସି-ଏସଟି କୋର୍ଟର ସ୍ବତନ୍ତ୍ର ଜଜ ତ୍ରିଲୋକପାଲ ଏହି…

ଏହା ଜନତାଙ୍କ ବିଜୟ, ଦଳ ମୁଖିଆ ସ୍ଥିର କରିବେ ଶପଥ ଗ୍ରହଣ: ମାଣିକ ଶାହା

ଅଗରତାଲା,୨ ।୩: ତ୍ରିପୁରାରେ ପୁଣିଥରେ ଫେରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି(ଭାଜପା) ସରକାର । ତ୍ରିପୁରାର ବିଜୟକୁ ମୁଖ୍ୟମନ୍ତ୍ରୀ ମାଣିକ ଶାହା ଜନତାଙ୍କୁ ସମର୍ପିତ କରିଛନ୍ତି । ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ଶପଥ ଗ୍ରହଣ…

ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି: ଦୁଇ ଦେଶ ମଧ୍ୟରେ ଷ୍ଟାର୍ଟଅପ ସେତୁ ହେବ ପ୍ରତିଷ୍ଠା

ନୂଆଦିଲ୍ଲୀ,୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା। ଏଥିରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ଏବଂ ଦୃଢ ସମ୍ପର୍କ ଉପରେ ଆଲୋଚନା…

୨ ଲକ୍ଷ ଟଙ୍କାର ଘଣ୍ଟା ପିନ୍ଧନ୍ତି ନାଗାଲାଣ୍ଡର ପ୍ରଥମ ମହିଳା ବିଧାୟକ

କୋହିମା,୨।୩: ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ଏନଡିପିପି ଏବଂ ଭାଜପା ସହଯୋଗୀ ପ୍ରାର୍ଥୀ ହେକାନି ଜଖାଲୁ ଦିମାପୁର-୩ ବିଧାନସଭା ଆସନ ଜିତିଛନ୍ତି। ଏହା ସହ ସେ ନାଗାଲାଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରଥମ ମହିଳା ହୋଇଛନ୍ତି। ସେ ୧,୫୩୬ ଭୋଟରେ ଜିତିଥିଲେ। ୪୮…

ପରୀକ୍ଷା କେନ୍ଦ୍ରରେ ହିଜାବ ପିନ୍ଧିବା ଉପରେ ଜାରି ରହିବ ପ୍ରତିବନ୍ଧକ: ମନ୍ତ୍ରୀ

ବେଙ୍ଗାଲୁରୁ,୨।୩: କର୍ନାଟକ ଶିକ୍ଷା ମନ୍ତ୍ରୀ ବିସି ନଗେଶ ବୋର୍ଡ ପରୀକ୍ଷା ମଧ୍ୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ବୋର୍ଡ ପରୀକ୍ଷାରେ ହିଜାବ ପିନ୍ଧିବା ଉପରେ ପ୍ରତିବନ୍ଧକ ଲାଗୁରହିବ। ସରକାର ନିୟମ ସହିତ ଆପୋଷ ବୁଝାମଣା କରିବେ ନାହିଁ।…

ଜିତିଲେ ମୁଖ୍ୟମନ୍ତ୍ରୀ

ଅଗରତାଲା,୨।୩: ତ୍ରିପୁରାରେ ପୁଣି ଭାଜପା ସରକାର ଗଢିବାକୁ ଯାଉଛି। ୬୦ଟି ଆସନ ବିଶିଷ୍ଠ ତ୍ରିପୁରା ବିଧାନସଭାରେ ଭାଜପା ୩୪ଟି ଆସନରେ ଏପର୍ଯ୍ୟନ୍ତ ଆଗୁଆ ଅଛି। ସେହିପରି ବାମ ଏବଂ କଂଗ୍ରେସ ମେଣ୍ଟ ୧୪ଟି ଆସନରେ ଆଗୁଆ ଥିବାବେଳେ ଟିଏମ୍‌ପି ୧୨ଟି ଆସନରେ…

ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ସୃଷ୍ଟି ହେଲା ଇତିହାସ: ପ୍ରଥମ ଥର ପାଇଁ ଜିତିଲେ ମହିଳା ପ୍ରାର୍ଥୀ…

କୋହିମା,୨।୩: ବିଧାନସଭା ନିର୍ବାଚନର ଭୋଟ ଗଣତିରେ ନାଗାଲାଣ୍ଡରେ ଭାଜପା ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଏଠାରେ ଭାଜପା ୪୦ ଆସନରେ ଆଗୁଆ ଥିବା ବେଳେ ଏନପିଏଫ ୩ ଏବଂ ଅନ୍ୟଦଳ ୧୭ ଆସନରେ ଆଗୁଆ ରହିଛନ୍ତି। ଭାଜପା…

କସବାପେଠରେ ୨୭ ବର୍ଷ ପରେ ହାରିଲା ଭାଜପା…

ମୁମ୍ବାଇ: ମହାରାଷ୍ଟ୍ରର ପୁଣେର କସବାପେଠ ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି। ଏଠାରେ ଭାଜପାର ହେମନ୍ତ ରସାନେ ଏବଂ ମହା ବିକାଶ ଆଘାଡିର ରବିନ୍ଦ୍ର ଧନଗେକରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଥିଲା। ତେବେ କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର ଧାଙ୍ଗେକର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?