ଜାତୀୟ

ଦଳ ଛାଡିଲେ ଆଇଟି ଓ୍ବିଙ୍ଗ୍‌ର ୧୩ ପଦାଧିକାରୀ

ଚେନ୍ନାଇ,୮।୩: ତାମିଲନାଡୁରେ ଭାଜପାକୁ ଏକ ବଡ଼ ଝଟ୍‌କା ଲାଗିଛି। ଚେନ୍ନାଇ ୱେଷ୍ଟରେ ଆଇଟି ୱିଙ୍ଗର ୧୩ଜଣ ଅଧିକାରୀ ବୁଧବାର ଏକତ୍ରିତ ଭାବେ ଭାଜପା ଦଳ ଛାଡ଼ିଛନ୍ତି। ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ଯେଉଁଥିରେ ଆଇଟି ଓ୍ବିଙ୍ଗର…

୧୧ ଚାଇନା ମୋବାଇଲ ବ୍ରାଣ୍ଡ ନେଇ ସେନାକୁ ସତର୍କ ସୂଚନା ଜାରି, ଯବାନଙ୍କୁ ଫୋନ ବଦଳାଇବାକୁ ପରାମର୍ଶ…

ନୂଆଦିଲ୍ଲୀ,୮।୩ : ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି)ରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ସାମରିକ ଗୁପ୍ତଚର ସଂସ୍ଥା ଭାରତୀୟ ସୈନ୍ୟ ବ୍ୟବହାର କରୁଥିବା ଚାଇନାର ମୋବାଇଲ ଫୋନ ବ୍ୟବହାର ବିରୁଦ୍ଧରେ ଏକ ସତର୍କ ସୂଚନା ଜାରି…

ମୋ ପିତା କରିଥିଲେ ମୋର ଯୌନ ଶୋଷଣ, ସତ କହିଥିବାରୁ ମୁଁ ଲଜ୍ଜିତ ନୁହେଁ: ଖୁସ୍‌ବୁ ସୁନ୍ଦର…

ହାଇଦ୍ରାବାଦ,୮।୩ : ଭାରତୀୟ ଜନତା ପାର୍ଟିର ନେତା ତଥା ଜାତୀୟ ମହିଳା ଆୟୋଗର ସଦସ୍ୟା ଖୁସ୍‌ବୁ ସୁନ୍ଦର କହିଛନ୍ତି ଯେ ତାଙ୍କ ପିତା ତାଙ୍କର ଯୌନ ଶୋଷଣ କରିଥିଲେ ଏବଂ ମୁଁ ଯାହା କହିଛି ସେଥିପାଇଁ ମୁଁ ଲଜ୍ଜିତ ନୁହେଁ। ମୁଁ…

୫ ବର୍ଷରେ ୬୫୫ ମିଥ୍ୟା ଏନକାଉଣ୍ଟର, ସର୍ବାଧିକ ୧୯୧ ଛତିଶଗଡ଼ରେ-ୟୁପିରେ ୧୧୭…

ନୂଆଦିଲ୍ଲୀ,୮।୩ : ମିଥ୍ୟାଏନକାଉଣ୍ଟର ନେଇ ଅନେକ ଥର ପ୍ରଶ୍ନ ଉଠିଥାଏ। ସରକାରଙ୍କୁ ନୋଟିସ ମଧ୍ୟ ପଠାଯାଇଥାଏ। ମିଥ୍ୟା ଏନକାଉଣ୍ଟର ନେଇ କେନ୍ଦ୍ରର ତଥ୍ୟ ମଧ୍ୟ ଏକ ସାକ୍ଷ୍ୟ ଅଟେ। ଫେବୃଆରୀ ରେ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମିଥ୍ୟା ଏନକାଉଣ୍ଟର ତଥ୍ୟ ସଂସଦରେ…

ନୌସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ୩ କ୍ରୁ ସଦସ୍ୟ ସୁରକ୍ଷିତ ଉଦ୍ଧାର…

ମୁମ୍ବାଇ,୮।୩ : ଏକ ଭାରତୀୟ ନୌସେନାର ହେଲିକପ୍ଟର ମୁମ୍ବାଇ ଉପକୂଳବର୍ତ୍ତୀ ଆରବ ସାଗରରେ ମଝି ସମୁଦ୍ରରେ ଜରୁରୀକାଳୀନ ଅବତରଣ କରିଛି। ୩ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଭାରତୀୟ ନୌସେନା ଅନୁଯାୟୀ, ଆଡଭାନ୍ସଡ ଲାଇଟ ହେଲିକପ୍ଟର (ଏଲଏଚ)…

ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ ଟନ୍‌ ଗହମ ପଠାଇବ ଭାରତ

ନୂଆଦିଲ୍ଲୀ,୮।୩: ଭାରତ ସହାୟତା ଭାବେ ଇରାନର ଚାବହାର ବନ୍ଦର ଦେଇ ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ ଟନ୍‌ ଗହମ ପଠାଇବ। ମଙ୍ଗଳବାର ଇଣ୍ଡିଆ ସେଣ୍ଟ୍ରାଲ ଏସିଆନ କଣ୍ଟ୍ରିର ପ୍ରଥମ ବୈଠକରେ ଭାରତ ଏହି ଘୋଷଣା କରିଛି। ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଭାରତ…

୩ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୮।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ…

ଦ୍ୱିତୀୟଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ହେଲେ ମାଣିକ ଶାହା

ଅଗରତାଲା,୮।୩: ଭାଜପା ନେତା ମାଣିକ ଶାହା ବୁଧବାର ଦ୍ୱିତୀୟଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ଆଉ ୮ ଜଣ ମନ୍ତ୍ରୀ ଭାବେ ମଧ୍ୟ…

ବିବାହ ବନ୍ଧନରେ ବାନ୍ଧିହେଲେ ଓଓ୍ବାଇଓ ମାଲିକ ରିତେଶ…

ନୂଆଦିଲ୍ଲୀ,୮।୩ : ଓଓ୍ବାଇଓ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦିଲ୍ଲୀରେ ରିତେଶଙ୍କ ବିବାହ ଭୋଜିରେ ଯୋଗ ଦେଇଥିବା କର୍ପୋରେଟ ନେତାଙ୍କ ମଧ୍ୟରେ ସଫ୍ଟବ୍ୟାଙ୍କ ସିଇଓ ମାସାୟୋଶୀ ସୋନ ଉପସ୍ଥିତ ଥିଲେ। ରିତେଶ ଏବଂ ତାଙ୍କ ସ୍ତ୍ରୀ ଗୀତାଂଶା…

ଦିଲ୍ଲୀ ମଦ ଦୁର୍ନୀତି: କେସିଆରଙ୍କ ଝିଅ କବିତାଙ୍କୁ ଇଡି ସମନ ଜାରି, ଗୁରୁବାର ଜେରା…

ହାଇଦ୍ରାବାଦ,୮।୩ : ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଝିଅ ତଥା ବିଆଇଏସ ଏମଏଲସି କେ. କବିତାଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସମନ ଜାରି କରାଯାଇଛି। ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଇଡି କବିତାଙ୍କୁ ଡାକିଛନ୍ତି। ଗୁରୁବାର ତାଙ୍କୁ…

ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ମାଣିକ ଶାହା

ଅଗରତାଲା,୮।୩: ଭାଜପା ନେତା ମାଣିକ ଶାହା ବୁଧବାର ଦ୍ୱିତୀୟଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ…

ଦେଶବାସୀଙ୍କୁ ହୋଲି ପର୍ବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୮।୩: ଆଜି ହୋଲି। ରଙ୍ଗରେ ରଙ୍ଗେଇ ହୋଇଛି ସାରା ଦେଶ। ରଙ୍ଗର ଏହି ପର୍ବକୁ ସମସ୍ତେ ଖୁବ ଧୁମଧାମରେ ପାଳନ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ଲେଖିଛନ୍ତି, ସମସ୍ତଙ୍କୁ ହୋଲିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?