ଜାତୀୟ

ଚିନ୍ତା ବଢାଇଲାଣି ଏଚ୍‌୩ଏନ୍‌୨ ଇନ୍‌ଫ୍ଲଏଞ୍ଜା ଭାଇରସ: ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୫।୩: ଦେଶରେ ଏବେ ଚିନ୍ତା ବଢାଇଲାଣି ଏଚ୍‌୩ଏନ୍‌୨ ଇନ୍‌ଫ୍ଲଏଞ୍ଜା ଭାଇରସ। ଗୋଟିଏ ପରେ ଗୋଟିଏ ରାଜ୍ୟରେ ଏହି ଭାଇରସ ବ୍ୟାପିବାରେ ଲାଗିଛି। ହରିୟାଣାର ଯମୁନାନଗରରେ ଏଚ୍‌୩ଏନ୍‌୨ ଭାଇରସର ୫ଟି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି। ଏହାକୁ ନେଇ ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗ…

କେନ୍ଦ୍ର ପିଏମ୍‌ଏଓ୍ବାଇ ଅନିୟମିତତାର ତଦନ୍ତ କରାଇଛି କି

ନୂଆଦିଲ୍ଲୀ,୧୫ା୩: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ କୌଣସି ଅନିୟମିତତା ହୋଇଥିବା ନେଇ କେନ୍ଦ୍ର ସରକାର ଅବଗତ କି। ଏହା ଉପରେ କେନ୍ଦ୍ର କୌଣସି ପ୍ରକାର ତଦନ୍ତ କରାଇଛି କି ବୋଲି ମଙ୍ଗଳବାର ବିଜେଡି ପକ୍ଷରୁ ଲୋକ ସଭାରେ ପ୍ରଶ୍ନ କରାଯାଇଛି।…

ସରକାର କିଣାବିକା ହେଉଛି: କେଜ୍‌ରିଓ୍ବାଲ

ଭୋପାଳ, ୧୫ା୩: ଚଳିତ ବର୍ଷ ଶେଷ ଭାଗରେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ନିର୍ବାଚନ ହେବାକୁ ଥିବାବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ତାଙ୍କ ପଞ୍ଜାବ ପ୍ରତିପକ୍ଷ ଭଗଓ୍ବନ୍ତ ମାନ୍‌ ଦୁଇଦିନ ହେଲା…

ଆଜି କୋର୍ଟରେ ହାଜର ହେବେ ଲାଲୁ ଯାଦବ, ରାବ୍ରି ଦେବୀ

ନୂଆଦିଲ୍ଲୀ,୧୫।୩: ଜମି ବଦଳରେ ଚାକିରି ଦେବା ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ସ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ବୁଧବାର କୋର୍ଟରେ ହାଜର ହେବେ। ନିକଟରେ ସିବିଆଇଉଭୟଙ୍କୁ ପୃଥକ ପୃଥକ ଜେରା କରିଥିଲା।…

ରାହୁଲଙ୍କୁ ସମାଲୋଚନା ପାଇଁ ମିଛକୁ ମନ୍ତ୍ର କରାଯାଇଛି: ସାମ୍‌ ପିଟ୍ରୋଡା

ନୂଆଦିଲ୍ଲୀ, ୧୫ା୩: ଭାରତୀୟ ଗଣତନ୍ତ୍ର ସଙ୍କଟରେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼ ଉଠିଥିବାବେଳେ ଦରିଆପାରି କଂଗ୍ରେସ ମୁଖ୍ୟ ସାମ୍‌ ପିଟ୍ରୋଡା ଏହାକୁ ସମାଲୋଚନା କରିଛନ୍ତି। ରାହୁଲ ସହାୟତା ପାଇଁ କୌଣସି ବିଦେଶୀ…

ଗ୍ରହାଣୁରୁ ଶିଳା ଆଣିବାକୁ ଚାଇନାର ଯୋଜନା

ନୂଆଦିଲ୍ଲୀ, ୧୫ା୩: ଟିଆନ୍‌ଓ୍ବେନ୍‌-୧ ମିଶନର ସଫଳତା ପରେ ଚାଇନା ଏହି ସିରିଜ୍‌ର ଦ୍ୱିତୀୟ ମିଶନ ପାଇଁ ଏବେ ଯୋଜନା ପ୍ରସ୍ତୁତ କରିଛି। ଟିଆନ୍‌ଓ୍ବେନ୍‌-୧ ମଙ୍ଗଳ ଅଭିମୁଖେ ଯାଇଥିବାବେଳେ ଟିଆନ୍‌ଓ୍ବେନ୍‌-୨ ମିଶନ ଗ୍ରହାଣୁ ଓ ଧୂମକେତୁଗୁଡ଼ିକୁ ଟାର୍ଗେଟ କରିବ। ସେଠାରୁ ଶିଳା ଆଣିବା…

ବୋର୍‌ଓ୍ବେଲରେ ଫସିଛି ୭ ବର୍ଷର ବାଳକ

ଭୋପାଳ, ୧୫ା୩: ମଧ୍ୟପ୍ରଦେଶ ବିଦିଶା ଜିଲା ଖେରଖେଦି ଗ୍ରାମରେ ମଙ୍ଗଳବାର ୭ ବର୍ଷର ବାଳକ ଏକ ବୋର୍‌ଓ୍ବେଲ୍‌ରେ ଖସିପଡ଼ିଛି। ଲୋକେଶ ଏହରିଓ୍ବାର ଖେଳୁଥିବା ସମୟରେ ବୋର୍‌ଓ୍ବେଲ୍‌ରେ ଖସିପଡ଼ିଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କଠାରୁ ଏହାର ସଚନା ପାଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ…

ଶିଶୁକୁ ଝୁଣି ମାରିଲା କୁକୁର

ହାଇଦ୍ରାବାଦ୍‌, ୧୫ା୩: ତେଲଙ୍ଗାନା ଖାମ୍ମାନ ଜିଲା ପୁଟାନି ଥାଣ୍ଡାରେ କୁକୁର କାମୁଡ଼ାରେ ୫ ବର୍ଷର ବାଳକ ବନୋଥ ଭାରଥର ମୃତ୍ୟୁ ଘଟିଛି। ବନୋଥ ଘର ବାହାରେ ଖେଳୁଥିବା ସମୟରେ ଗୋଟିଏ ବୁଲା କୁକୁର ତାକୁ ଝୁଣି କାମୁଡ଼ି ଦେଇଥିଲା। ଘରଲୋକେ ଆହତ…

ମୋର କିଛି ହେଲେ କେନ୍ଦ୍ର ଦାୟୀ: ସତ୍ୟପାଲ

ନୂଆଦିଲ୍ଲୀ,୧୫ା୩: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଜେଡ୍‌-ପ୍ଲସ୍‌ ସୁରକ୍ଷା ପ୍ରତ୍ୟାହାର ହୋଇଯିବା ପରେ ସେ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି। ଯଦି ତାଙ୍କ ଉପରେ ଆକ୍ରମଣ ହୁଏ, ତେବେ କେନ୍ଦ୍ର ସରକାର ଏଥିପାଇଁ ଦାୟୀ ରହିବେ ବୋଲି ସତ୍ୟପାଲ କହିଛନ୍ତି।…

ସମଲିଙ୍ଗୀ ବିବାହକୁ ଆର୍‌ଏସ୍‌ଏସ୍‌ର ବିରୋଧ

ନୂଆଦିଲ୍ଲୀ,୧୫ା୩: ସମଲିଙ୍ଗୀ ବିବାହ ମାମଲାରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ସମର୍ଥନ ଜଣାଇଛି। ଦୁଇ ବିପରୀତଲିଙ୍ଗୀ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥାଏ। ହିନ୍ଦୁ ସଂସ୍କୃତି ଓ ବିଚାରଧାରାରେ ବିବାହ ଅର୍ଥ କେବଳ ଉପଭୋଗ କରିବା ନୁହେଁ…

ବିଶ୍ୱର ଅଷ୍ଟମ ପ୍ରଦୂଷିତ ରାଷ୍ଟ୍ର ଭାରତ

ନୂଆଦିଲ୍ଲୀ, ୧୫। ୩: ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ସୂଚୀରେ ଭାରତ ଅଷ୍ଟମ ସ୍ଥାନରେ ରହିଛି। ମଙ୍ଗଳବାର ସୁଇସ୍‌ ଫାର୍ମ ଆଇକ୍ୟୁଏୟାର ପକ୍ଷରୁ ‘ଓ୍ବାଲର୍‌ଡ ଏୟାର୍‌ କ୍ୱାଲିଟି ରିପୋର୍ଟ’ରେ ପ୍ରକାଶ ପାଇଛି। ୨୦୨୨ରେ ସବୁଠାରୁ ପ୍ରଦୂଷିତ ରାଷ୍ଟ୍ର ସୂଚୀର ଶୀର୍ଷ ସ୍ଥାନରେ…

ଭାଜପାର ସୁଫି ଅଭିଯାନ ବୁଧବାରଠାରୁ: ୨୦୨୪ ନିର୍ବାଚନରେ ସଫଳ ହେବା ଯୋଜନା…

ନୂଆଦିଲ୍ଲୀ,୧୪।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୪ ଲୋକସଭା ନିର୍ବାଚନରେ ସଫଳ ହେବା ସ୍ବପ୍ନକୁ ସାକାର କରିବା ପାଇଁ ସୁଫି ସନ୍ଥମାନେ ବର୍ତ୍ତମାନ କାର୍ଯ୍ୟ କରିବେ। ମାର୍ଚ୍ଚ ୧୫ ବୁଧବାରଠାରୁ ଭାଜପାର ସଂଖ୍ୟାଲଘୁ ମୋର୍ଚ୍ଚା ସୁଫି ସମ୍ବାଦ ମହା ଅଭିଯାନ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?