Posted inଜାତୀୟ

ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ପଛରେ ରୁଷୀୟ ହ୍ୟାକରର ହାତ

ନୂଆଦିଲ୍ଲୀ, ୧୬। ୩: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ୍ବେବ୍‌ ସାଇଟ୍‌ ହ୍ୟାକ୍‌ ପଛରେ ରୁଷୀୟ ହ୍ୟାକର୍‌ ଗ୍ରୁପ୍‌ର ସମ୍ପୃକ୍ତି ଥିବା ଭାରତୀୟ ସାଇବର ସିକ୍ୟୁରିଟି କମ୍ପାନୀ ପକ୍ଷରୁ କରାଯାଇଥିବା ରିସର୍ଚ୍ଚରୁ ଜଣାପଡ଼ିଛି। ମନ୍ତ୍ରଣାଳୟ ଓ୍ବେବ୍‌ସାଇଟ୍‌ରୁ ହେଲ୍‌ଥ ମ୍ୟାନେଜ୍‌ମେଣ୍ଟ ଇନ୍‌ଫରମେଶନ୍‌ ସିଷ୍ଟମ୍‌ (ଏଚ୍‌ଏମ୍‌ଆଇଏସ୍‌)କୁ ପ୍ରଭାବିତ କରିବା ଏହାର ଉଦ୍ଦେଶ୍ୟ ଥିବା କମ୍ପାନୀ କ୍ଲାଉଡ୍‌ସେକ୍‌ କହିଛି। ପ୍ରୋ-ରୁଷିଆନ୍‌ ହ୍ୟାକର୍‌ ଫୋଲନିକ୍ସ ବିଶେଷ ଭାବେ ଭାରତ ସରକାରଙ୍କ ଓ୍ବେବ୍‌ସାଇଟ୍‌କୁ ଟାର୍ଗେଟ୍‌ କରିଥିବା ରିସର୍ଚ୍ଚରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତେ ସିନ୍ଧିଆ’

ନୂଆଦିଲ୍ଲୀ, ୮।୩ : ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତେ। କିନ୍ତୁ ଏବେ ସେ ଭାଜପାର ଜଣେ ପଛରେ ବସୁଥିବା (ବ୍ୟାକବେଞ୍ଚର) ନେତା।...

ସରକାରୀ କାଗଜପତ୍ରରେ ୨୭୧୫ ମୃତକ ଜୀବିତ

ଲକ୍ଷ୍ନୌ,୧।୪: ବହୁ ବର୍ଷ ତଳେ ମୃତ୍ୟୁ ଘଟିଥିବା ଲୋକେ ସରକାରୀ କାଗଜପତ୍ରରେ ଏବେ ବି ଜୀବିତ ରହିଛନ୍ତି। ଏଭଳି ଘଟଣା ଉତ୍ତରପ୍ରଦେଶରେ ଘଟିଛି। ୨୭୧୫ ଜଣ...

ଏନ୍‌ଏଚ୍‌ଆର୍‌ସି ଟିମ୍‌ର ତନାଘନା: ଏସ୍‌ଆଇଟି ତଦନ୍ତ ଲାଗି ପିଆଇଏଲ୍‌

ହାଇଦ୍ରାବାଦ, ୮ା୧୨(ପି.ଟି.): ହାଇଦ୍ରାବାଦର ମହିଳା ପଶୁ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା କରିବା ଅଭିଯୋଗରେ ଗିରଫ ୪ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଏନ୍‌କାଉଣ୍ଟର କରି ହତ୍ୟା...

ଆନ୍ଧ୍ରପ୍ରଦେଶ ଶିଳ୍ପମନ୍ତ୍ରୀଙ୍କ ହୃଦଘାତରେ ପରଲୋକ

ହାଇଦ୍ରାବାଦ,୨୧।୨: ହୃଦଘାତରେ ଆନ୍ଧ୍ରପ୍ରଦେଶର ଶିଳ୍ପମନ୍ତ୍ରୀ ମେକାପଟି ଗୌଥମ ରେଡ୍ଡୀଙ୍କ ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। ସୋମବାର ଘରେ...

ରାଜୀବ ହତ୍ୟା ମାମଲା: ନଳିନୀ, ରବିଚନ୍ଦ୍ରନଙ୍କ ଆବେଦନ ଖାରଜ

ଚେନ୍ନାଇ,୧୭।୬: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଜେଲରୁ ମୁକ୍ତି ପାଇଁ ନଳିନୀ ଶ୍ରୀହରନ ଏବଂ ରବିଚନ୍ଦ୍ରନ କରିଥିବା ଆବେଦନକୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର...

ଏକେ-୨୦୩ ରାଇଫଲ ନିର୍ମାଣକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୪।୧୨: ଭାରତର ପ୍ରତିରକ୍ଷା ଶକ୍ତି ସୁଦୃଢ଼ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆତ୍ମ ନିର୍ଭର ଭାରତ ଅନ୍ତର୍ଗତ ଆମେଠିରେ ନିର୍ମିତ ହେବାକୁ ଥିବା...

ଜଳବାୟୁ ପରିବର୍ତ୍ତନ ରୋକିବାକୁ ତ୍ୱରିତ ପଦକ୍ଷେପ ନିଆଯାଉ

ନୂଆଦିଲ୍ଲୀ, ୭।୯(ପି.ଟି.): ଜଳବାୟୁ ପରିବର୍ତ୍ତନ ରୋକିବା ସହ ଜୈବ ବିବିଧତା ରକ୍ଷା ଓ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ବିଶ୍ୱ ନେତାମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା...

ହଂକଂ ପଠାଯାଇଛି ୧୦୩୮ କୋଟି କଳାଧନ: ୫୧ ସଂସ୍ଥା ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ,୭ା୧(ପି.ଟି.): ଗତ ୨୦୧୪-୧୫ ବର୍ଷରେ ଭାରତରୁ ହଂକଂକୁ ୧୦୩୮ କୋଟି ୩୪ ଲକ୍ଷ ଟଙ୍କାର କଳାଧନ ପଠାଯାଇଥିବା ଅଭିଯୋଗରେ ସିବିଆଇ ୫୧ଟି ସଂସ୍ଥା ବିରୋଧରେ ମାମଲା...

Advertisement
Archives

Model This Week