ଶୁଆ ମୃତ୍ୟୁକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ମାଲିକ

କାନପୁର,୧୭।୩: ୟୁପିର କାନପୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। କାନପୁରର କିଡୱାଇନାଗର ପୋଲିସ ଷ୍ଟେଶନ ଅଞ୍ଚଳରେ ଚିକିତ୍ସା ସମୟରେ ଜଣେ ଅସୁସ୍ଥ ଶୁଆର ମୃତ୍ୟୁ ଘଟିଛି। ଶୁଆର ମାଲିକ ଡାକ୍ତରଙ୍କ ଅବହେଳା ଅଭିଯୋଗରେ ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ। ସୋସିଆଲ ମିଡିଆରେ ଏହି ମାମଲା ଭାଇରାଲ ହେବାପରେ ପୋଲିସ ସକ୍ରିୟ ହୋଇଯାଇଥିଲା।
ଜୁହି ଡିପୋ ନିବାସୀ ଶ୍ୟାମସାଦ ଅହମ୍ମଦ ପୋଲିସକୁ କହିଛନ୍ତି ଯେ, ମାର୍ଚ୍ଚ ୧୦ରେ ଏକ ଶୁଆ ତାଙ୍କ ଘର ଛାତ ଉପରେ ଅବତରଣ କରିଥିଲା। ସେତେବେଳେ ଶୁଆଟି ଅସୁସ୍ଥ ଥିଲା। ତାର ଚିକିତ୍ସା ପାଇଁ ହନୁମନ୍ତ ବିହାର ସ୍ଥିତ ପେଟ୍‌ କ୍ଲିନିକକୁ ନିଆଯାଇଥିଲା। ଶୁଆଟିକୁ ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ଔଷଧ ଖାଇବାକୁ ଦିଆଯାଉଥିଲା। ଔଷଧ ଖାଇବା ପରେ ତାର ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ବୁଧବାର ରାତିରେ ତାର ମୃତ୍ୟୁ ହୋଇଥିଲା। ଡାକ୍ତରଙ୍କ ଅବହେଳାରୁ ଶୁଆଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବା ପରେ ପୋଲିସ ଶୁଆକୁ ଚିକିତ୍ସା କରିଥିବା ଡାକ୍ତରଙ୍କ ସହ ଯୋଗାଯୋଗ କରିଛି। ପୋଲିସର ସୂଚନାନୁସାରେ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ

ହାଇଦ୍ରାବାଦ,୧୭।୭: ସ୍କୁଲରେ ମିଡ୍‌ ଡେ ମିଲ୍‌ ବା ମଧ୍ୟାହ୍ନ ଭୋଜନ କଥା ସମସ୍ତେ ଜାଣିଥିବେ। ହେଲେ ଏବେ ଜୁନିୟର ଓ ଡିଗ୍ରୀ କଲେଜରେ ମଧ୍ୟ ମିଳିବ...

ସିପିଆଇ ଅଫିସରୁ ଏସି ନେଇଗଲେ କହ୍ନେୟା

ନୂଆଦିଲ୍ଲୀ,୨୮।୯: କଂଗ୍ରେସର ଯୋଗ ଦେବାର କିଛି ଘଣ୍ଟା ପୂର୍ବରୁ କହ୍ନେୟା କୁମାର ପାଟନାସ୍ଥିତ ସିପିଆଇ ଅଫିସରୁ ଏସି ଖୋଳି ନେଇ ଯାଇଛନ୍ତି। ସିପିଆଇର ରାଜ୍ୟ କାର୍ଯ୍ୟାଳୟରେ...

ପୋଲିସ ଜିନ୍ଦାବାଦ୍‌ ନାରାରେ କମ୍ପୁଛି ଏନ୍‌କାଉଣ୍ଟର ସ୍ଥାନ

ହାଇଦ୍ରାବାଦ୍‌,୬।୧୨:ହାଇଦ୍ରାବାଦ୍‌ ଗଣବଳାତ୍କାର ମାମଲାରେ ପୋଲିସ ଏନକାଉଣ୍ଟରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ପରେ ଦେଶରେ ଆଶ୍ୱସ୍ତି ଖେଳିଯାଇଛି। ଯେଉଁ ସ୍ଥାନରେ ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ମାରିଥିଲେ ସେହିଠାରେ ହିଁ...

ପୃଥିବୀକୁ ସର୍ବଦା ଶାନ୍ତି-ଅହିଂସା-ବନ୍ଧୁତ୍ୱର ମାର୍ଗ ପ୍ରଦର୍ଶିତ କରିଛି ଭାରତ: ମୋଦି

ନୂଆଦିଲ୍ଲୀ,୧୬।୧୧: ଭାରତ ସବୁବେଳେ ବିଶ୍ୱ ଭାତୃତ୍ୱରେ ବିଶ୍ୱାସ କରେ। ପୃଥିବୀକୁ ଶାନ୍ତି,ଅହିଂସା ଓ ବନ୍ଧୁତ୍ୱର ମାର୍ଗ ପ୍ରଦର୍ଶିତ କରିବାରେ ଭାରତ ଆଗୁଆ ରହିଛି ବୋଲି ପ୍ରଧାନମନ୍ତ୍ରୀ...

୫ ବର୍ଷରେ ହରିୟାଣା କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସମ୍ପତ୍ତି ହୋଇଛି ୨ ଗୁଣା: ମହାରାଷ୍ଟ୍ରରେ ବଢ଼ିଛି ୬୨ ପ୍ରତିଶତ

ନୂଆଦିଲ୍ଲୀ,୧୯।୧୦: ହରିୟାଣାରେ ଗତ ୫ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସମ୍ପତ୍ତି ଦୁଇଗୁଣା ବଢ଼ିଛି। ଅପରପକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର...

ପୁଣି ଫେରିବେ ଚାଷୀ ସଂଗଠନ, ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ…

ନୂଆଦିଲ୍ଲୀ, ୨୧।୮ : ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ର ଗ୍ୟାରେଣ୍ଟି ସହିତ ଅନେକ ଦାବି ସହିତ ଚାଷୀ ସଂଗଠନ ପୁଣି ଥରେ ଦିଲ୍ଲୀ ଫେରିବାକୁ ଯୋଜନା...

ଜହର ପାଲଟିଲା ଗୋମତୀ ନଦୀ ଜଳ: ୨୮ ମଇଁଷି ମୃତ

ଲକ୍ଷ୍ନୌ,୧।୯: ଉତ୍ତରପ୍ରଦେଶ ଗୋମତୀ ନଦୀର ଜଳ ଏବେ ଜହର ପାଲଟିଛି। ଏଥିରେ ବିଭିନ୍ନ କାରଖାନାରୁ ନିର୍ଗତ ହୋଇଥିବା ବିଷାକ୍ତ ରାସାୟନ ଥିବା କୁହାଯାଉଛି। ନଦୀ ଜଳ...

ଭାରତ-ପାକିସ୍ତାନ ଭାଗବଣ୍ଟାଠାରୁ ଅଧିକ ଭୟଙ୍କର ଶିବସେନା-ଭାଜପା ଆସନ ବଣ୍ଟା

ମୁମ୍ବାଇ, ୨୪।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶିବସେନା-ଭାଜପା ମଧ୍ୟରେ ଆସନ ବଣ୍ଟା ଅଙ୍କ ଛିଡୁନି। ରାଜ୍ୟର ୨୮୮ ବିଧାନସଭା ଆସନ ମଧ୍ୟରୁ ଶିବସେନା ଭାଗରେ...

Advertisement
Archives

Model This Week