ସରକାରଙ୍କୁ ସମାଲୋଚନା ବିରୋଧ ନୁହେଁ
ନୂଆଦିଲ୍ଲୀ,୬ା୪: ମାଲାୟାଲମ୍ ନ୍ୟୁଜ୍ ଚ୍ୟାନେଲ ମିଡିଆଓ୍ବାନ୍ ଉପରେ କେନ୍ଦ୍ର ସରକାର ଜାରି କରିଥିବା ପ୍ରସାରଣ କଟକଣାକୁ ବୁଧବାର ସୁପ୍ରିମକୋର୍ଟ ହଟାଇଦେଇଛନ୍ତି। ଏଥିସହ ଉକ୍ତ ଚ୍ୟାନେଲର ଲାଇସେନ୍ସକୁ ୪ ସପ୍ତାହ ମଧ୍ୟରେ ନବୀକରଣ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।…
ଏସ୍ଏସ୍ସି ପେପର୍ ଲିକ୍ ମାମଲା: ଏପ୍ରିଲ ୧୯ ଯାଏ ନ୍ୟାୟିକ ହେପାଜତକୁ ଗଲେ ବନ୍ଦି ସଞ୍ଚୟ
ହାଇଦ୍ରାବାଦ,୫।୪: ଏସ୍ଏସ୍ସି(ମାଧ୍ୟମିକ ବିଦ୍ୟାଳୟ ସାର୍ଟିଫିକେଟ) ପେପର୍ ଲିକ୍ ମାମଲାରେ ଗିରଫ ହୋଇଥିବା ତେଲଙ୍ଗାନା ଭାଜପା ସଭାପତି ବନ୍ଦି ସଞ୍ଚୟ କୁମାରଙ୍କୁ ବୁଧବାର ଏପ୍ରିଲ ୧୯ ଯାଏ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ତେଲଙ୍ଗାନା ଭାଜପା ମୁଖ୍ୟଙ୍କ ଗିରଫଦାରୀ ଉପରେ ଭାଜପା ଆଇଟି…
ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ପଦ୍ମଶ୍ରୀ
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପୁରସ୍କାର ବିତରଣ ଉତ୍ସବ ବୁଧବାର ନୂଆଦିଲ୍ଲୀର ରାଷ୍ଟ୍ରୀୟ ଭବନରେ ଅନୁଷ୍ଠିତ ହୋଇଥିଲା। ଏହି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ରବୀନା…
ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କଲେ ସିସୋଡିଆ
ନୂଆଦିଲ୍ଲୀ,୫।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆ ବୁଧବାର ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ତେବେ ଗୁରୁବାର ଏହି ଆବେଦନର ଶୁଣାଣି ହେବ ବୋଲି ସୂଚନା ମିଳିଛି। ଏହା…
ମୁଲାୟମ ସିଂ ଯାଦବଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ
ନୂଆଦିଲ୍ଲୀ,୫।୪: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଛି। ତାଙ୍କ ତରଫରୁ ଏହି ସମ୍ମାନ ଗ୍ରହଣ କରିବା ପାଇଁ ତାଙ୍କ ପୁଅ ତଥା ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ରାଷ୍ଟ୍ରପତି ଭବନରେ ପହଞ୍ଚି…
ହନୁମାନ ଜୟନ୍ତୀରେ ଶାନ୍ତି ବଜାୟ ରଖିବାକୁ ନିବେଦନ କଲେ ମମତା
କୋଲକାତା,୫।୪: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହନୁମାନ ଜୟନ୍ତୀଙ୍କୁ ଦୃଷ୍ଟିରେ ରଖି ବୁଧବାର ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଧର୍ମ ବ୍ୟକ୍ତିଗତ ପସନ୍ଦ, ହେଲେ ପର୍ବ ସମସ୍ତେ ପାଳନ କରିବା ଉଚିତ୍। ରାମ ନବମୀ ଭଳି ହନୁମାନ…
କେରଳ ଟ୍ରେନ ଘଟଣା: ଅଭିଯୁକ୍ତଙ୍କୁ ଧରିଲା ପୋଲିସ
କୋଝିକୋଡ, ୩ା୪: କେରଳର କୋଝିକୋଡ ଜିଲାରେ ଏକ ଏକ୍ସପ୍ରେସ ଟ୍ରେନ୍ର ଯାତ୍ରୀଙ୍କୁ ନିଆଁ ଲଗାଇ ଦେଇଥିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ତେବେ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଶାହାରୁଖ ସୈଫି। ମହାରାଷ୍ଟ୍ରର ରତ୍ନାଗିରି ନିକଟରେ ତାଙ୍କୁ ଧରାଯାଇଥିବା ଜଣାପଡିଛି।…
୧୦ ଜନପଥକୁ ସ୍ଥାନାନ୍ତର ହେବେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୫।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଖୁବ୍ଶୀଘ୍ର ୧୦ ଜନପଥକୁ ସ୍ଥାନାନ୍ତର ହେବେ। ସୂଚନାନୁସାରେ, ରାହୁଲଙ୍କ ଘରର ଆସବାବପତ୍ର ସୋନିଆ ଗାନ୍ଧୀଙ୍କ ବାସଭବନ ୧୦ ଜନପଥକୁ ସ୍ଥାନାନ୍ତର ହେଉଛି। ଏଥି ସହ ରାହୁଲଙ୍କ କାର୍ଯ୍ୟାଳୟର କାମ ପାଇଁ ଏକ ଘର ଖୋଜା…
୩ ବର୍ଷ ଜେଲ ଦଣ୍ଡାଦେଶ ପରେ ଯଦି ଭାଜପା ଏମ୍ପି ଅଯୋଗ୍ୟ ନୁହନ୍ତି, ତେବେ ରାହୁଲ ଗାନ୍ଧୀ କାହିଁକି?
ନୂଆଦିଲ୍ଲୀ,୫।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦକୁ ନେଇ ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଜଣେ ଭାଜପା ଏମ୍ପି ଅନୁସୂଚିତ ଜାତିର ଜଣେ ଡାକ୍ତରଙ୍କୁ ଚାପୁଡ଼ା ମାରିଥିଲେ। ଯାହାପରେ ଅନୁସୂଚିତ ଜାତି,…
ଏପ୍ରିଲ ୧୭ ଯାଏ ନ୍ୟାୟିକ ହେପାଜତରେ ରହିବେ ସିସୋଡିଆ
ନୂଆଦିଲ୍ଲୀ,୫।୪: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ପାଇଁ ପୁଣି ଅଡୁଆ ବଢିଲା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବୁଧବାର ରୌଜ ଏଭିନ୍ୟୁ କୋର୍ଟ ଇଡି ମାମଲାରେ ତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ, ଇଡି(ପ୍ରବର୍ତ୍ତନ…
ସିସୋଡିଆଙ୍କୁ ନେଇ କୋର୍ଟରେ ପହଞ୍ଚିଲା ଇଡି
ନୂଆଦିଲ୍ଲୀ,୫।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କୁ ବୁଧବାର ଦିଲ୍ଲୀର ରୌଜ୍ ଏଭିନ୍ୟ କୋର୍ଟରେ ହାଜର କରାଇଛି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) । ତେବେ ଇଡି ମାମଲାର ନ୍ୟାୟିକ ହେପାଜତ ଆଜି ଶେଷ ହେଉଥିବା…
ଭାଜପାରେ ଯୋଗ ଦେବା ଚର୍ଚ୍ଚା ମଧ୍ୟରେ ଅଭିନେତାଙ୍କୁ ଧମକପୂର୍ଣ୍ଣ ଚିଠି
ବେଙ୍ଗାଲୁରୁ,୫।୪: ସୁପରଷ୍ଟାର କିଚା ସୁଦୀପ ଭାଜପାରେ ଯୋଗ ଦେବା ଚର୍ଚ୍ଚା ମଧ୍ୟରେ ଅଭିନେତାଙ୍କୁ ଧମକପୂର୍ଣ୍ଣ ଚିଠି ଆସିଥିବା ଅଭିଯୋଗ ହୋଇଛି। ନିକଟରେ ଅଭିନେତାଙ୍କ ମ୍ୟାନେଜର ଜ୍ୟାକ ମଞ୍ଜୁଙ୍କୁ କିଚାଙ୍କ ବ୍ୟକ୍ତିଗତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକପୂର୍ଣ୍ଣ ଚିଠି ଆସିଥିଲା।…

