ଜାତୀୟ

ସୋସିଆଲ ମିଡିଆର ଦୁରୁପଯୋଗ ଚିନ୍ତାଜନକ

ନୂଆଦିଲ୍ଲୀ,୧୨ା୪(ପି.ଟି.):ବିଚାରାଧୀନ ମାମଲା ଉପରେ ବିଭିନ୍ନ ବାର୍ତ୍ତା, ମନ୍ତବ୍ୟ ଓ ନିବନ୍ଧ ପୋଷ୍ଟିଂ ପାଇଁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକର ବ୍ୟାପକ ଦୁରୁପଯୋଗ ଗମ୍ଭୀର ଚିନ୍ତାଜନକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ରାୟ ସଂରକ୍ଷିତ ଥିବା ଏକ ମାମଲା ସମ୍ପର୍କରେ ଆସାମ ବିଧାୟକ କରିମ...

ନିର୍ବାଚନ ପୂର୍ବରୁ ଭାଜପାକୁ ଶକ୍ତ ଝଟ୍‌କା: ଦକ୍ଷିଣ ଭାରତ ଜିତିବା ସ୍ବପ୍ନ ରହିଯିବ କି ଅଧୁରା

ନୂଆଦିଲ୍ଲୀ,୧୨।୪: ଲୋକ ସଭା ନିର୍ବାଚନ ପାଇଁ ଆଉ କିଛି ଦିନ ବାକି ଅଛି। ଏଥିପାଇଁ ସମସ୍ତ ଦଳ ପ୍ରଚାର କରୁଛନ୍ତି। ତାମିଲନାଡୁରେ ଫୁଲ ଫୁଟାଇବାକୁ ଚେଷ୍ଟା କରୁଥିବା ଭାରତୀୟ ଜନତା ପାର୍ଟିକୁ ଏକ ଝଟ୍‌କା ଲାଗିଛି। ଏଠାରେ ଭାଜପାର ନେତା...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଜେଲ୍‌ରେ ଗିରଫ କଲା ସିବିଆଇ

ନୂଆଦିଲ୍ଲ,୧୨।୪: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ସମ୍ପୃକ୍ତ ଅଭିଯୋଗରେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତ୍ରୀ କେ. କବିତାଙ୍କୁ ସିବିଆଇ ଗିରଫ କରିଛି। ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ...

ନାଭାଲ୍‌ନି ଦଶା

ନୂଆଦିଲ୍ଲୀ,୧୨ା୪:ଗତ ଫେବୃଆରୀ ୧୬ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସବୁଠୁ ବଡ଼ ସମାଲୋଚକ ତଥା ବିରୋଧୀ ନେତା ଆଲେକ୍ସି ନାଭାଲ୍‌ନିଙ୍କର ଆର୍କଟିକ୍‌ ଜେଲରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହାର ଠିକ୍‌ ମାସକ ପରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ପୁଟିନ୍‌ ପଞ୍ଚମ...

କର୍ନାଟକରୁ ୪୫.୬୭ କୋଟି ଟଙ୍କା ଜବତ

ବେଙ୍ଗାଲୁରୁ,୧୧ା୪: ଲୋକ ସଭା ନିର୍ବାଚନ ଲାଗି ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ କର୍ନାଟକରୁ ନଗଦ ୪୫.୬୭ କୋଟି ଟଙ୍କା ଏବଂ ୧୪୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମଦ ଜବତ ହୋଇଥିବା ନିର୍ବାଚନ କମିଶନ (ଇସି) ଗୁରୁବାର...

କେଜ୍‌ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବଙ୍କୁ ବହିଷ୍କାର ପରେ ଏଭଳି ଅଭିଯୋଗ ଆଣିଲା ଆପ୍‌

ନୂଆଦିଲ୍ଲୀ,୧୧ା୪: ଲୋକ ସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ବହିଷ୍କାର କରାଯାଇଛି। କେନ୍ଦ୍ରୀୟ ସିଭିଲ୍‌ ସର୍ଭିସ ନିୟମାବଳୀର ଉଲ୍ଲଂଘନ କରାଯାଇ ବୈଭବଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ତାଙ୍କୁ ବହିଷ୍କାର କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ...

କଂଗ୍ରେସର ବଡ ଦାବି, ଆସାମରେ ଇଲେକ୍ଟୋରାଲ ବଣ୍ଡଠାରୁ ବି ହୋଇଛି ବଡ ଘୋଟାଲା

ନୂଆଦିଲ୍ଲୀ,୧୧।୪: କଂଗ୍ରେସ ଏମ ପି ଗୌରବ ଗୋଗୋଇ ଅଭିଯୋଗ କରିଛନ୍ତି ଯେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସମ୍ପର୍କୀୟ ତଥା କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଭାଜପା ସହ ଜଡିତ ଲୋକମାନେ ରାଜ୍ୟରେ ଦେବାଳିଆ ଚା’ ବଗିଚା କିଣୁଛନ୍ତି ଏବଂ...

୧୨ ଲକ୍ଷ କୋଟି ଘୋଟାଲା କରିଥିବା ବ୍ୟକ୍ତିଙ୍କୁ ଯିବାକୁ ପଡିବ ଜେଲ, କାହାକୁ ଟାର୍ଗେଟ କଲେ ଶାହା

ଖଜୁରାହୋ,୧୧।୪: ମଧ୍ୟପ୍ରଦେଶର ଖଜୁରାହୋ ସଂସଦୀୟ ଆସନ ପାଇଁ ପ୍ରଚାର କରିବାକୁ କଟନୀରେ ପହଞ୍ଚିଥିବା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସ ଦଳ ଉପରେ କଡ଼ା ଆକ୍ରମଣ କରିଥିଲେ। ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ତଥା ଦଳର ପ୍ରଧେଶ ଅଧ୍ୟକ୍ଷ...

ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଶୁକ୍ରବାର, ୧୨ରାଜ୍ୟର ୯୪ ଆସନ ପାଇଁ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଶୁକ୍ରବାର (ଏପ୍ରିଲ ୧୨) ରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୧୨ ଟି ରାଜ୍ୟରେ ୯୪ ଟି ସଂସଦୀୟ ଆସନ ପାଇଁ ୭ମେ’ରେ ଭୋଟ ଗ୍ରହଣ କରାଯିବ।...

ଓଲଟିଲା ସ୍କୁଲ ବସ୍‌: ଚାଲିଗଲା ୬ ଛାତ୍ରୀଛାତ୍ରଙ୍କ ଜୀବନ

ଚଣ୍ଡିଗଡ଼,୧୧ା୪: ହରିୟାଣାର ମହେନ୍ଦ୍ରଗଡ଼ ଅଞ୍ଚଳରେ ଗୁରୁବାର ଏକ ସ୍କୁଲବସ୍‌ ଓଲଟିପଡ଼ିବାରୁ ୬ ଛାତ୍ରୀଛାତ୍ର ପ୍ରାଣ ହରାଇବା ସହ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ଘଟଣାର ତଦନ୍ତ ପାଇଁ ହରିୟାଣା ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏକ ଘରୋଇ ସ୍କୁଲର ଉକ୍ତ...

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଦେଶରେ ପ୍ରତ୍ୟେକ ନାଗରିକଙ୍କର ଧର୍ମ ପରିବର୍ତ୍ତନ ପାଇଁ ରହିଛି…

ପ୍ରୟାଗରାଜ,୧୧।୪: ନିକଟରେ ହୋଇଥିବା ଏକ ରାୟରେ ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଦେଶର ଲୋକମାନେ ସେମାନଙ୍କର ଧର୍ମ ବାଛିବା ଏବଂ ପରିବର୍ତ୍ତନ କରିବା ପାଇଁ ମୁକ୍ତ, ତଥାପି ଏଭଳି ପରିବର୍ତ୍ତନ ସମସ୍ତ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଅନୁସରଣ କରିବା ଉଚିତ।...

ଅଟା, ଡାଲି, ତେଲର ଦାମ୍‌ ଶେୟାର କଲେ ରାହୁଲ, କହିଲେ ମହିଳାଙ୍କୁ ପ୍ରତିବର୍ଷ ମିଳିବ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୧।୪: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ଏକ ବଡ ପ୍ରତିଶ୍ରୁତି ଦେଇଛନ୍ତି। ଗୁରୁବାର ଇଦ୍‌ ଅବସରରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅଟା, ଡାଲି ଏବଂ ତେଲର ମୂଲ୍ୟ ଶେୟାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri