ଜାତୀୟ

ଶାହାଙ୍କ ମନ୍ତବ୍ୟକୁ ନିନ୍ଦା କଲେ ଜୟରାମ ରମେଶ: କହିଲେ ଲଜ୍ଜାଜନକ…

ନୂଆଦିଲ୍ଲୀ,୨୬।୪ : କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ବୁଧବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି। ଶାହାଙ୍କ ମନ୍ତବ୍ୟ ଦେଇଥିଲେ ଯଦି କୌଣସି ପୁରୁଣା ଦଳ କ୍ଷମତାକୁ ଆସନ୍ତି ତେବେ କର୍ନାଟକ ଦଙ୍ଗାର ଶିକାର ହେବ। ଜୟରାମ…

ଦିଲ୍ଲୀ ସ୍କୁଲକୁ ବୋମାରେ ଉଡ଼ାଇବା ଧମକ…

ନୂଆଦିଲ୍ଲୀ,୨୬।୪ : ଦେଶର ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ଆସିଛି। ଦିଲ୍ଲୀର ମଥୁରା ରୋଡରେ ଥିବା ଦିଲ୍ଲୀ ପବ୍ଲିକ ସ୍କୁଲକୁ ଇ-ମେଲ ମାଧ୍ୟମରେ ବୋମାରେ ଉଡାଇବା ଧମକ ମିଳିଛି। ଦିଲ୍ଲୀ ଅଗ୍ନିଶମ ସେବା କହିଛି , ତଦନ୍ତ ଚାଲିଛି। ଦିଲ୍ଲୀ…

ଭାରତ ନିର୍ମିତ ଆଉ ଏକ କଫ ସିରପକୁ ଅସୁରକ୍ଷିତ ବୋଲି କହିଲା ଡବ୍ଲୁଏଚଓ

ଜେନେଭା/ନୂଆଦିଲ୍ଲୀ,୨୬।୪: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ମଙ୍ଗଳବାର କହିଛି ଭାରତୀୟ କମ୍ପାନୀ ଦ୍ୱାରା ନିର୍ମିତ ଆଉ ଏକ କଫ ସିରପ ମାର୍ଶଲ ଦ୍ୱିପ ଓ ମାଇକ୍ରୋନେସିଆରେ ଦୂଷିତ ମିଳିଛି। ବିଷ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ମେଡିକାଲ ଆଲର୍ଟ ଜାରି କରି କହିଛି ଭାରତରେ…

ବିଳାସପୂର୍ଣ୍ଣ ମହଲରେ ବାସ କରୁଛନ୍ତି କେଜରିଓ୍ବାଲ: ଭାଜପାର ଅଭିଯୋଗ…

ନୂଆଦିଲ୍ଲୀ,୨୬।୪ : ଭାଜପା ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଘେରିବା ଜାରି ରହିଛି। ଭାଜପା ଦାବି କରିଛି ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନୈତିକତା ଦୃଷ୍ଟିରୁ ଏଥିପାଇଁ ମୁଖ୍ୟନ୍ତ୍ରୀ ନିଜ ପଦବୀରୁ…

ଦିଲ୍ଲୀ ମେୟର ନିର୍ବାଚନର ଠିକ ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କଲା ଭାଜପା, ନିର୍ବିରୋଧରେ ଜିତିଲେ ଏଏପି ପ୍ରାର୍ଥୀ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ନଗର ନିଗମର ମେୟର ତଥା ଡେପୁଟି ମେୟର ପଦ ପାଇ’ଁବୁଧବାର ଭୋଟ ଗ୍ରହଣ କରାଯିବାର ଥିଲା। ଏଥର ୬ ଥର କାଉନସିଲର ତଥା ଏଏପି ନେତା ମୁକେଶ ଗୋୟଲଙ୍କୁ ଏମସିଡି ସଦନ ଚଳାଇବା ପାଇଁ ପ୍ରିଜାଇଡିଂ ଅଫିସର କରାଯାଇଥିଲା।…

ଗୁଣବତ୍ତା ପରୀକ୍ଷାରେ ୪୮ ଔଷଧ ବିଫଳ…

ନୂଆଦିଲ୍ଲୀ,୨୬।୪ : ଦେଶର ସର୍ବୋଚ୍ଚ ସ୍ବାସ୍ଥ୍ୟ ନିୟାମକଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ବଶେଷ ସୁରକ୍ଷା ଆଲର୍ଟରେ ଗୁଣାତ୍ମକ ପରୀକ୍ଷଣରେ ବିଫଳତା ପାଇଁ ସାଧାରଣ ଭାବେ ବ୍ୟବହୃତ ଔଷଧକୁ ଚିହ୍ନଟ କରାଯାଇଛି। ଏହି ଔଷଧଗୁଡ଼ିକ ମଧ୍ୟରେ କ୍ୟାଲସିୟମ, ଫୋଲିକ ଏସିଡ, ମଲ୍ଟିଭାଇଟାମିନ, ଆଣ୍ଟିବାୟୋଟିକ,…

ବ୍ରିଟେନରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାର ବିଶ୍ୱନାଥ ଦେଲେ ୨୫୦ କୋଟି…

ଲଣ୍ଡନ,୨୬।୪ : ଲଣ୍ଡନରେ ବ୍ରିଟେନର ପ୍ରଥମ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଜଣେ ମୂଳ ଭାରତୀୟ କୋଟିପତି ୨୫୦ କୋଟି ଟଙ୍କା ଦାନ କରିଛନ୍ତି। ଏହି ମନ୍ଦିର ନିର୍ମାଣରେ କାର୍ଯ୍ୟ କରୁଥିବା ବ୍ରିଟିଶ ଅନୁଷ୍ଠାନକୁ ଏହି ସହାୟତା ଦେବାକୁ ଓଡିଶାର ବାସିନ୍ଦା…

ଗୋଟିଏ ଦିନରେ ୪୪ ପ୍ରତିଶତ ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନରୁ ଏକନାଥଙ୍କର ହେବ ଛୁଟି!

ମୁମ୍ବାଇ,୨୬।୪: ମହାରାଷ୍ଟ୍ରର ଏକନାଥ ଶିନ୍ଦେ ସରକାରଙ୍କୁ ନେଇ କିଛିଦିନ ହେବ ଚର୍ଚ୍ଚା ଯୋର ଧରିଛି। ଇତିମଧ୍ୟରେ ଶିବାସନା(ୟୁବିଟି) ଏକ ବଡ ଦାବି କରିଛି। ଶିବସେନା (ୟୁବିଟି) ଦାବି କରିଛି କି ଭାରତୀୟ ଜନତା ପାର୍ଟି(ଭାଜପା) ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଇସ୍ତଫା…

ସଂରକ୍ଷଣ ନେଇ ଲୋକଙ୍କୁ ଠକୁଛି ଭାଜପା: କଂଗ୍ରେସ…

ନୂଆଦିଲ୍ଲୀ,୨୬।୪ : ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ କର୍ନାଟକରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏଭଳି ପରିସ୍ଥିତିରେ ସମସ୍ତ ଦଳର ନେତାମାନେ ପରସ୍ପର ଉପରେ କଡ଼ା ବିବୃତ୍ତି ଦେବାର ସୁଯୋଗ ଛାଡୁ ନାହାଁନ୍ତି। ଏବେ କଂଗ୍ରେସ ପୁଣି ଥରେ…

ଦିଗବିଜୟଙ୍କ ବଡ ଘୋଷଣା

ଭୋପାଳ,୨୬।୪: ନିର୍ବାଚନ ବର୍ଷରେ କ୍ଷମତା ହାତେଇବାକୁ ଉଭୟ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ପକ୍ଷରୁ ବଡ ବଡ ଘୋଷଣା କରାଯାଉଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଏବେ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି,…

ପିଏମ୍‌ କେୟାର୍ସ ପାଣ୍ଠିର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ,୨୬ା୪(ପି.ଟି.): ପିଏମ୍‌ କେୟାର୍ସ ପାଣ୍ଠିରେ ବହୁତ କିଛି ଲୁଚାଛପାରେ ଚାଲିଥିବା କଂଗ୍ରେସ ଅଭିଯୋଗ କରିଛି। ଏଥିରେ କ’ଣ ପାଇଁ ସ୍ବଚ୍ଛତା କିମ୍ବା ଉତ୍ତରଦାୟିତ୍ୱ ନାହିଁ ବୋଲି ଦଳ ପ୍ରଶ୍ନ କରିଛି। ପାଣ୍ଠିର ୬୦ ପ୍ରତିଶତ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକରୁ ମିଳୁଥିବାରୁ ଅଡିଟ୍‌ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?