ଜାତୀୟ

ପରମବୀରଙ୍କ ବିରୋଧରେ ଅଭିଯୋଗ ପ୍ରତ୍ୟାହାର

ମୁମ୍ବାଇ, ୧୩ା୫ (ଆଇଏଏନ୍‌ଏସ୍‌): ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ମହାରାଷ୍ଟ୍ର ସରକାର ପ୍ରତ୍ୟାହାର କରିନେଇଛନ୍ତି। ଏଥିସହ ଶୁକ୍ରବାର ତାଙ୍କ ଉପରୁ ନିଲମ୍ବନ ଆଦେଶକୁ ଉଠାଇଦିଆଯାଇଛି। ଦୁଇବର୍ଷ ପୂର୍ବେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ…

କର୍ନାଟକରେ କିଏ ଗଢିବ ସରକାର, ଆଜି ଆସିବ ଫଳାଫଳ…

ବେଙ୍ଗାଲୁରୁ,୧୨।୫: କର୍ନାଟକ ବିଧାନସଭା ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇବ। ଏଥିପାଇଁ ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହେବ। କର୍ନାଟକ ନିର୍ବାଚନ ଫଳାଫଳର ଅଧିକାଂଶ ଏକଜିଟ ପୋଲରେ କୌଣସି ଦଳକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବାର ସମ୍ଭାବନା ରହିଛି ତାହା…

ସର୍ତ୍ତ ମାନିଲେ କଂଗ୍ରେସ ଓ ଭାଜପା ସହ ମେଣ୍ଟ ସରକାର ଗଠନ କରିବୁ:ଜେଡିଏସ୍‌

ବେଙ୍ଗାଲୁରୁ,୧୨।୫:କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ ଜେଡିଏସ ମୁଖ୍ୟଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦଳର ମୁଖ୍ୟ ଏଚଡି କୁମାରସ୍ବାମୀ କହିଛନ୍ତି ଯେ, ଦଳ ନିଜ ସର୍ତ୍ତରେ ଭାଜପା କିମ୍ବା କଂଗ୍ରେସ ସହିତ ମେଣ୍ଟ ସରକାର…

‘ତାରକ ମେହେତା କା ଉଲଟା ଚଷମା’ ନିର୍ଦ୍ଦେଶକଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ ଆଣିଲେ ସିରିଏଲ ଅଭିନେତ୍ରୀ

ମୁମ୍ବାଇ,୧୨।୫:ଚର୍ଚ୍ଚିତ ସିରିଏଲ ‘ତାରକ ମେହେତା କା ଉଲଟା ଚଷମା’ ସବୁ ସିରିଏଲ ମଧ୍ୟରେ ଟ୍ରେଣ୍ଡିଂରେ ଥାଏ। ତେବେ ଏହି ଶୋରେ ମିସେସ୍‌ ରୋଶନ୍‌ ସିଂହ ସୋଢି ଭୂମିକାରେ ଅଭିନୟ କରୁଥିବା ଜେନିଫର ମିସ୍ତ୍ରୀ ଶୋକୁ ସବୁଦିନ ପାଇଁ ଶୋ’କୁ ଛାଡି ଦେଇଛନ୍ତି।…

ନେପାଳ ବହିର୍ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର

ନୂଆଦିଲ୍ଲୀ,୧୨।୫: ଷଷ୍ଠ ଭାରତ ମହାସାଗର ସମ୍ମିଳନୀ -୨୦୨୩ ରେ ଭାଗ ନେବାକୁ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଢାକାରେ ଅଛନ୍ତି। ଏହି ସମୟରେ ଶୁକ୍ରବାର ସେ ନେପାଳର ବହିର୍ବ୍ୟାପାର ମନ୍ତ୍ରୀ ଏନ୍‌.ପି. ସାଉଦଙ୍କୁ ଭେଟିଛନ୍ତି। ନୂତନ ଦାୟିତ୍ୱ ପାଇଥିବାରୁ ଜୟଶଙ୍କର ତାଙ୍କୁ…

ଗୁଜରାଟରେ ୬୮ ବିଚାରପତିଙ୍କ ପଦୋନ୍ନତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୫: ଗୁଜରାଟର ନିମ୍ନ ଅଦାଲତର ୬୮ ବିଚାରପତିଙ୍କ ପଦୋନ୍ନତି ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରୋକ ଲଗାଇଛନ୍ତି। ରାହୁଲ ଗାନ୍ଧୀଙ୍କୁ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିବା ଜଜ ହରିଶ ହସମୁଖଭାଇ ବର୍ମା ମଧ୍ୟ ଏହି ବିଚାରପତିମାନଙ୍କ ମଧ୍ୟରେ ଅଛନ୍ତି। ଜଷ୍ଟିସ…

କକପିଟ୍‌ ଭିତରକୁ ଯିବାକୁ ଅନୁମତି ଦେଇ ପାଇଲଟ ନିଲମ୍ବିତ, ଏୟାରଲାଇନକୁ ୩୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ,୧୨।୫: ଏୟାର ଇଣ୍ଡିଆର ଏକ ପାଇଲଟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରିପୋର୍ଟ ଅନୁଯାୟୀ, ନିକଟରେ ପାଇଲଟ ତାଙ୍କ ସାଙ୍ଗକୁ କକପିଟ୍‌ ଭିତରକୁ ଯିବାକୁ ଅନୁମତି ଦେଇଥିଲେ। ଯେଉଁଥିପାଇଁ ଏୟାର ଇଣ୍ଡିଆ ପାଇଲଟଙ୍କୁ ୩ ମାସ ପାଇଁ ନିଲମ୍ବିତ କରିଥିବା…

କର୍ନାଟକ ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସ ବିଜୟର ପୂର୍ବାନୁମାନ କଲେ ଡି.କେ ଶିବକୁମାର

ବେଙ୍ଗାଲୁରୁ,୧୨।୫: କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ୧୩ ମେ’ ଅର୍ଥାତ୍‌ ଶନିବାର ଆସିବାକୁ ଯାଉଛି। ତେବେ ଏକଜିଟ ପୋଲ ପରେ ସମସ୍ତ ଦଳର ନେତାମାନେ ନିଜ ନିଜ ବିଜୟ ଦାବି କରୁଛନ୍ତି। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର କହିଛନ୍ତି,…

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ଆଶ୍ୱସ୍ତି

ମୁମ୍ବାଇ,୧୨।୫: ମହାରାଷ୍ଟ୍ର ସରକାର ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି। ପରମବୀର ସିଂଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ଫେରାଇ ନିଆଯାଇଛି। ଏହାସହ ରାଜ୍ୟ ସରକାର ଡିସେମ୍ବର ୨୦୨୧ରେ ଜାରି କରିଥିବା ନିଲମ୍ବନ ଆଦେଶକୁ ବି…

ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ କ୍ୟାନସରରେ ପୀଡ଼ିତ, ପ୍ରଥମ କେମୋ ଥେରାପି ପରେ ଶେୟାର କଲେ ଭିଡିଓ

ଚଣ୍ଡିଗଡ଼,୧୨।୫: ଚଳିତ ବର୍ଷ ମାର୍ଚ୍ଚରେ ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ଡାକ୍ତର ନବଜୋତ କୌର ସିଦ୍ଧୁ ସୂଚନା ଦେଇଥିଲେ କି ସେ କ୍ୟାନସରର ଦ୍ୱିତୀୟ ଷ୍ଟେଜରେ। ନିଜ ରୋଗ ସମ୍ପର୍କରେ ସୂଚନା ଦେଇ ନବଜୋତ ଏକ ଇମୋଶନାଲ ନୋଟ ଲେଖିଥିଲେ। ସେହି…

କ୍ୟାବିନେଟ ମନ୍ତ୍ରୀଙ୍କ ସହ ଫିଲ୍ମ ‘ଦ କେରଲା ଷ୍ଟୋରି’ଦେଖିଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ,୧୨।୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ତାଙ୍କ କ୍ୟାବିନେଟ ସହ ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ଦେଖିଛନ୍ତି। ଲୋକ ଭବନ ଅଡିଟୋରିୟମରେ ଫିଲ୍ମର ଏକ ସ୍ବତନ୍ତ୍ର ସ୍କ୍ରିନିଂ କରାଯାଇଥିଲା। ଏନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଏହି ଚଳଚ୍ଚିତ୍ରର ସ୍ବତନ୍ତ୍ର…

କର୍ନାଟକ ନିର୍ବାଚନ: କାଉଣ୍ଟିଂ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ବେଙ୍ଗାଲୁରୁ,୧୨।୫: ଶେଷ ହୋଇଛି କର୍ନାଟକ ବିଧାନସଭା ପାଇଁ ଭୋଟ ଗ୍ରହଣ। ଏବେ ସମସ୍ତଙ୍କ ନଜର କେଉଁ ଦଳ ଗଠନ କରିବ ସରକାର। ଆଉ କିଛି ଘଣ୍ଟା ପରେ କାଉଣ୍ଟିଂ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?