ଜାତୀୟ

ଡାକ୍ତର ହତ୍ୟାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ୍‌

କୋଲାମ, ୧୩ା୫ (ପି.ଟି.): କେରଳ କୋଲାମ ଜିଲାର ୨୩ ବର୍ଷୀୟା ମହିଳା ଡାକ୍ତର ବନ୍ଦନା ଦାସଙ୍କୁ ଚିକିତ୍ସାଧୀନ ରୋଗୀ ହତ୍ୟା କରିବା ଘଟଣାର ତଦନ୍ତ ଦାୟିତ୍ୱ ଜିଲା କ୍ରାଇମ ବ୍ରାଞ୍ଚ୍‌ ନେଇଛି। ଆଜିଜିଆ ମେଡିକାଲ କଲେଜ ହସ୍ପିଟାଲର ହାଉସ ସର୍ଜନ ବନ୍ଦନା…

୯୫.୨୦% ରଖିଲେ ଏସିଡ୍‌ ଆକ୍ରମଣ ପୀଡ଼ିତା

ନୂଆଦିଲ୍ଲୀ, ୧୩ା୫: ଏସିଡ୍‌ ଆକ୍ରମଣରେ ଦୃଷ୍ଟିଶକ୍ତି ହରାଇଥିବା ଚଣ୍ଡିଗଡ଼ ବ୍ଲାଇଣ୍ଡ ସ୍କୁଲ୍‌ ଛାତ୍ରୀ କାଫି (୧୫) ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୫.୨୦ ପ୍ରତିଶତ ନମ୍ବର ରଖି ନିଜ ସ୍କୁଲ୍‌ରେ ଟପ୍ପର ହୋଇଛନ୍ତି। କାଫିଙ୍କ ଘର ହରିୟାଣା ହିସାର ଜିଲାର ବୁଧନା…

ରାହୁଲଙ୍କୁ ଦୋଷୀସାବ୍ୟସ୍ତ କରିଥିବା ସିଜେଏମ୍‌ଙ୍କ ପଦୋନ୍ନତି ସ୍ଥଗିତ

ନୂଆଦିଲ୍ଲୀ, ୧୩ା୫ (ପି.ଟି.): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଦୋଷୀସାବ୍ୟସ୍ତ କରିଥିବା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ସିଜେଏମ୍‌) ହରିଶ ହସ୍‌ମୁଖଭାଇ ବର୍ମାଙ୍କ ସମେତ ଗୁଜରାଟର ୬୮ ଜଣ ନିମ୍ନ ନ୍ୟାୟିକ ଅଧିକାରୀଙ୍କ ପଦୋନ୍ନତି ଉପରେ ସୁପ୍ରିମକୋର୍ଟ ଶୁକ୍ରବାର…

କେନ୍ଦ୍ର ଅଧୀନ ଓଡ଼ିଶା ପ୍ରକଳ୍ପର ସମୀକ୍ଷାକଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୩ା୫: କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଅଧୀନରେ ବିଚାରାଧୀନ ଥିବା ଓଡ଼ିଶାର ଅନେକ ପ୍ରକଳ୍ପ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି। ରେସିଡେଣ୍ଟ କମିଶନରଙ୍କ ଅଫିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନବୀନ…

ଓଡ଼ିଶାର ୩୧ ରେଳଷ୍ଟେଶନରେ ଓଏସ୍‌ଓପି ଆଉଟଲେଟ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ, ୧୩ା୫: ସ୍ବଦେଶୀ ଉତ୍ପାଦକୁ ପ୍ରୋତ୍ସାହନ ଏବଂ ବଞ୍ଚତ୍ତ ବର୍ଗଙ୍କ ଅତିରିକ୍ତ ଆୟ ସୁଯୋଗ ସୃଷ୍ଟି ନିମନ୍ତେ ଓଡ଼ିଶାର ୩୧ଟି ରେଳଷ୍ଟେଶନରେ ଓ୍ବାନ ଷ୍ଟେଶନ ଓ୍ବାନ୍‌ ପ୍ରଡକ୍ଟ (ଓଏସ୍‌ଓପି) ଯୋଜନାରେ ଆଉଟଲେଟ୍‌ ଖୋଲିବା ପାଇଁ ରେଳ ମନ୍ତ୍ରଣାଳୟ ଅନୁମତି ଦେଇଛି। ଏହି…

ଦରମା ୩୦ ହଜାର, ଘରୁ ମିଳିଲା ୭ କୋଟିର ସମ୍ପତ୍ତି

ଭୋପାଳ, ୧୩ା୫: ମଧ୍ୟପ୍ରଦେଶ ଲୋକାୟୁକ୍ତ ପୋଲିସର ଏକ ଟିମ୍‌ ଜଣେ ମହିଳା ଠିକା ଇଞ୍ଜିନିୟରଙ୍କ ଘର ଉପରେ ଚଢ଼ାଉ କରି ୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିଛନ୍ତି। ହେମା ମୀନା ନାମ୍ନୀ ଏହି ଇଞ୍ଜିନିୟରଙ୍କର ୧୦ଟି…

ଓ୍ବାଙ୍ଖଡେଙ୍କ ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ, ୧୩ା୫: ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଦୁଇବର୍ଷ ପୂର୍ବେ ଡ୍ରଗ୍ସ ମାମଲାରେ ଗିରଫ କରିଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ତତ୍କାଳୀନ ମୁମ୍ବାଇ ଜୋନାଲ ମୁଖ୍ୟ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ ସିବିଆଇ ଶୁକ୍ରବାର ଦୁର୍ନୀତି ମାମଲା…

ଆଦାନୀ-ହିଣ୍ଡେନବର୍ଗ ବିବାଦ: ତଦନ୍ତ ଶେଷ ପାଇଁ ସେବିକୁ ଆଉ ୩ ମାସ ସମୟ ମିଳିପାରେ

ନୂଆଦିଲ୍ଲୀ, ୧୩ା୫ (ପି.ଟି.): ଆଦାନୀ ଗ୍ରୁପ୍‌ ଷ୍ଟକ୍‌ ମୂଲ୍ୟରେ ଜାଲିଆତି କରିବା ସହ ନିୟାମକକୁ ତଥ୍ୟ ପ୍ରଦାନ କରି ନ ଥିବା ଅଭିଯୋଗ ଉପରେ ତଦନ୍ତ ଶେଷ କରିବା ଲାଗି ସେବିକୁ ଅଧିକ ୩ ମାସ ସମୟ ମିଳିପାରେ। ସୁପ୍ରିମକୋର୍ଟ ଏହା…

ସବୁ ବିଭାଗରେ ଯୌନ ଉତ୍ପୀଡ଼ନ କମିଟି ଗଢ଼

ନୂଆଦିଲ୍ଲୀ, ୧୩ା୫ (ପି.ଟି.):ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗରେ ଯୌନ ଉତ୍ପୀଡ଼ନ କମିଟି ଗଢ଼ାଯାଇଛି କି ନାହିଁ, ତାହା ଯାଞ୍ଚ କରି ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୩ ଯୌନ ନିର୍ଯାତନା ପ୍ରତିକାର ଆଇନ…

ପାରାଶୁଟ୍‌ ଦୁର୍ଘଟଣା: ସେନା କମାଣ୍ଡୋଙ୍କ ମୃତ୍ୟୁ

ଆଗ୍ରା, ୧୩ା୫(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ଆଗ୍ରା ଜିଲା ଅନ୍ତର୍ଗତ ମାଲପୁରା ଅଞ୍ଚଳରେ ଶୁକ୍ରବାର ଏକ ପାରାଶୁଟ୍‌ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ସେନା କମାଣ୍ଡୋଙ୍କର ମୃତ୍ୟୁ ଘଟିଛି। କମାଣ୍ଡୋ ଅଙ୍କୁର ଶର୍ମା ପାରାଶୁଟ୍‌ ଯୋଗେ ଖସୁଥିବାବେଳେ ଏହା ହାଇଟେନ୍‌ଶନ ବିଦ୍ୟୁତ୍‌ ତାରରେ ଫସିଯାଇଥିଲେ।…

ଇ-ଫାଇଲିଂ ୨.୦ ଶୁଭାରମ୍ଭ କଲେ ସିଜେଆଇ

ନୂଆଦିଲ୍ଲୀ, ୧୩ା୫(ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଶୁକ୍ରବାର ‘ଇ-ଫାଇଲିଂ ୨.୦’ର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ବୈଦ୍ୟୁତିକ ମାଧ୍ୟମରେ ୨୪ ଘଣ୍ଟା ମାମଲା ଦାଏର କରିବା ସୁବିଧା ଉପଲବ୍ଧ ହେବ ବୋଲି ସେ ଆଇନଜୀବୀମାନଙ୍କୁ କହିଥିଲେ। ଏଥିସହିତ ସୁପ୍ରିମକୋର୍ଟ…

ଜ୍ଞାନବାପି ମସ୍‌ଜିଦ ‘ଶିବଲିଙ୍ଗ’ର ବିଜ୍ଞାନସମ୍ମତ ସର୍ଭେ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପ୍ରୟାଗରାଜ, ୧୩ା୫(ଆଇଏଏନ୍‌ଏସ୍‌):ଜ୍ଞାନବାପି ମସ୍‌ଜିଦ ପରିସରରେ ଥିବା ‘ଶିବଲିଙ୍ଗ’ର ବୟସ ନିଶ୍ଚିତ କରିବା ଲାଗି ଏହାର ବିଜ୍ଞାନସମ୍ମତ ସର୍ବେକ୍ଷଣ କରାଇବାକୁ ଅଲ୍ଲାହାବାଦ ହାଇକୋର୍ଟ ଶୁକ୍ରବାର ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେଗଟ ସଂସ୍ଥା (ଏଏସ୍‌ଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ଭେ ବେଳେ ଉକ୍ତ ଢାଞ୍ଚାର ଯେପରି କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?