ଜାତୀୟ

‘ବାଇଜୁ’ ସିଇଓଙ୍କ ଘରେ ଇଡି ଚଢ଼ାଉ

ନୂଆଦିଲ୍ଲୀ,୨୯ା୪: ବେଙ୍ଗାଲୁରୁସ୍ଥିତ ଶିକ୍ଷା ପ୍ରଯୁକ୍ତି ବିଦ୍ୟା କମ୍ପାନୀ ‘ବାଇଜୁ’ର ସିଇଓ ରବୀନ୍ଦ୍ରନ ବାଇଜୁଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ କେତେକ ଆପତ୍ତିଜନକ ଦସ୍ତାବିଜ୍‌ ଜବତ କରାଯାଇଛି। ବୈଦେଶିକ ମୁଦ୍ରା ପରିଚାଳନା ଆଇନ୍‌…

ଚାଇନା ସହିତ ସମ୍ପର୍କ ଖରାପ ହେବାର କାରଣ କହିଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୨୯ା୪: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଚାଇନା ସହ ଭାରତର ସମ୍ପର୍କ ବିଗିଡ଼ିବା ନେଇ ଏକ କଥା କହିଛନ୍ତି। ସେ କହିଛନ୍ତି, ଭାରତ ସମସ୍ତ ଦେଶ ସହ ସମ୍ପର୍କ ବଢ଼ାଇ ଚାଲିଥିବା ବେଳେ ଚାଇନା ସହ ସମ୍ପର୍କ ଏକ ଭିନ୍ନ…

ଜାତିସଂଘରେ ହେବ ୧୦୦ ତମ ମନ କି ବାତର ସିଧା ପ୍ରସାରଣ…

ନୂଆଦିଲ୍ଲୀ/ନ୍ୟୁୟର୍କ,୨୯।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ଏପ୍ରିଲ ୩୦)ରେ ୧୦୦ ତମ ଥର ପାଇଁ ଦେଶବାସୀଙ୍କ ସହ ‘ମନ କି ବାତ’ କରିବେ। ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୦୦ ତମ ଏପିସୋଡ ଆସନ୍ତାକାଲି ମିଳିତ ଜାତିସଂଘ (ଜାତିସଂଘ)…

୧୫ ଦିନରେ ୪୫ କୋଟିର ହିସାବ ଦିଅ: କେଜରିଓ୍ବାଲଙ୍କୁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୯।୪ : ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ମଧ୍ୟରେ ପୁଣି ଏକ ନୂଆ ବିବାଦ ଆରମ୍ଭ ହେବାକୁ ଯାଉଛି। କେଜରିିୱାଲଙ୍କ ବାସଭବନର ନବୀକରଣରେ ହୋଇଥିବା ଅନିୟମିତତା ସମ୍ପର୍କିତ ଗଣମାଧ୍ୟମର ରିପୋର୍ଟ ପ୍ରକାଶ ପାଇବା ପରେ ଉପରାଜ୍ୟପାଳ…

ଥମୁଛି କରୋନା…

ନୂଆଦିଲ୍ଲୀ, ୨୯।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…

ଭାରତୀୟ ମହିଳା ଅଧିକ ଚାପଗ୍ରସ୍ତ…

ନୂଆଦିଲ୍ଲୀ,୨୯।୪ : ଆମେରିକାରୁ ଆରମ୍ଭ କରି ଆଫ୍ରିକା ଏବଂ ଏସିଆରୁ ୟୁରୋପ ପର୍ଯ୍ୟନ୍ତ ସ୍ଥିତି ଗତ ୧୦ ବର୍ଷ ମଧ୍ୟରେ ଦ୍ରୁତ ଗତିରେ ବଦଳି ଯାଇଛି। ଲୋକମାନଙ୍କ ମଧ୍ୟ ଚାପ, କ୍ରୋଧ ଏବଂ ଚିନ୍ତାର ସ୍ତର ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଲୋକମାନେ…

ଜାତିସଂଘ ମୁଖ୍ୟାଳୟରେ ବି ଶୁଣିବାକୁ ମିଳିବ ମନ କି ବାତର ୧୦୦ତମ ଏପିସୋଡ, ବିଲ ଗେଟସ୍‌ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୨୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ଏପିସୋଡର ପ୍ରଚାର ଜାତିସଂଘର ମୁଖ୍ୟଳୟରେ ବି କରାଯିବ। ଏହି କାର୍ଯ୍ୟକ୍ରମର ୧୦୦ ତମ ଏପିସୋଡ ରବିବାର ୩୦ ଏପ୍ରିଲରେ ପ୍ରଚାରିତ ହେବ । ଏହି ବିଶେଷ…

ମୁଖତାର ଅଂସାରୀଙ୍କୁ ୧୦ ବର୍ଷ ଜେଲ

ଗାଜିପୁର,୨୯।୪: ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ମୁଖତାର ଅଂସାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ହୋଇଛି। ଶନିବାର ଏହି ସଜା ଶୁଣାଇଛନ୍ତି କୋର୍ଟ। ଗାଜିପୁରର ଏମପି-ଏମଏଲଏ କୋର୍ଟ ୧୬ ବର୍ଷ ପୁରୁଣା ମାମଲାରେ ପୂର୍ବତନ ବିଧାୟକଙ୍କୁ ୧୦ ବର୍ଷର ସଜା ଶୁଣାଇଛନ୍ତି। ଏହାସହ…

କଂଗ୍ରେସ ୯୧ଥର ଦୁର୍ବ୍ୟବହାର କରିଛି, ଏହିି ସମୟ ସୁୁଶାସନରେ ଲଗାଇଥିଲେ ଦୟନୀୟ ସ୍ଥିତି ହୋଇନଥାନ୍ତା: ମୋଦି

ବିଦର,୨୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କର୍ନାଟକରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ବିଦରରେ ଅନୁଷ୍ଠିତ ଏକ ସଭାକୁ ମୋଦି ସମ୍ବୋଧନ କରି କହିଛନ୍ତି ଯେ, ସାଧାରଣ ଲୋକଙ୍କ ସମସ୍ୟାରେ ସ୍ବର ଉଠାଉଥିବା, ଭ୍ରଷ୍ଟାଚାରକୁ ବିରୋଧ କରୁଥିବା ଏବଂ ସ୍ବାର୍ଥପର…

ଅତିକ, ଅଶ୍ରଫ ହତ୍ୟାକାଣ୍ଡର ଆସିଲା ବଡ଼ ଖୁଲାସା

ଲକ୍ଷ୍ନୌ, ୨୯।୪: ମାଫିଆ ଅତିକ ଅହମ୍ମଦଙ୍କୁ ନେଇ ଏକ ବଡ଼ ଖୁଲାସା ହୋଇଛି। ପୋଲିସ ଯାଞ୍ଚରୁ ଜଣାପଡିଛି ଯେ ଅତିକ ପୋଲିସ ହେପାଜତରେ ଥିବାବେଳେ ନିଜ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଥିଲେ। ଅତିକ ନିଜ ଉପରେ ଆକ୍ରମଣର ନାଟକ କରି…

କର୍ନାଟକରେ ପ୍ରଥମ ନିର୍ବାଚନ ରାଲିକୁ ସମ୍ବୋଧିତ କଲେ ମୋଦି

ବିଦର,୨୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କର୍ନାଟକରେ ତାଙ୍କର ପ୍ରଥମ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ତାଙ୍କର ପ୍ରଥମ ରାଲି ବିଦର ହୁମନାବାଦରେ ଅନୁଷ୍ଠିତ ହୋଇଛି। ସମାବେଶରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୋର ସୌଭାଗ୍ୟ ଯେ ମୁଁ ବିଧାନସଭା ନିର୍ବାଚନ ପ୍ରଚାର…

ଧାରଣାରେ ବସିଥିବା ରେସଲରଙ୍କୁ ଭେଟିଲେ ପ୍ରିୟଙ୍କା, ମୋଦିଙ୍କୁ କଲେ ଟାର୍ଗେଟ

ନୂଆଦିଲ୍ଲୀ,୨୯।୪: କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ବିରୋଧରେ ରେସଲରଙ୍କ ଧାରଣା ଲଗାତାର ବଡ ରୂପ ନେବାରେ ଲାଗିଛି। ଶନିବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବି ଏହି ଧାରଣାରେ ସାମିଲ ହୋଇଛନ୍ତି। ସେ ରେସଲରଙ୍କ ସହ ପ୍ରାୟ ୧ ଘଣ୍ଟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri