ଜାତୀୟ

ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୮।୫ : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି (ଭାଜପା)ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ ରାଜ୍ୟଗୁଡିକରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ବୈଠକରେ…

ନୂଆ ସଂସଦରେ ଅଖଣ୍ଡ ଭାରତ ମାନଚିତ୍ର, ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୨୮।୫ : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନର ଉଦଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିବାବେଳେ କହିଛନ୍ତି ଏହା ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ। ଏହି ସମୟରେ ନୂଆ ସଂସଦ ଭବନର ଅନେକ…

ଜୁନ ୧୨ରେ ବିହାରରେ ବିରୋଧୀଙ୍କ ମହାବୈଠକ…

କୋଲକାତା,,୨୮।୫ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ପାଟନାରେ ଜୁନ ୧୨ ରେ ଭାଜେପା ବିରୋଧୀ ଦଳ ଗଠନ ପାଇଁ ଏକ ମହାବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମମତା ବାନାର୍ଜୀଙ୍କ ସମେତ ଅନ୍ୟ…

ରେସଲରଙ୍କୁ ସମର୍ଥନ କଲେ ମମତା

କୋଲକାତା,୨୮।୫: ରାଜଧାନୀ ଦିଲ୍ଲୀରେ ରବିବାର ଦୁଇଟି ବଡ ଘଟଣା ଦେଖିବାକୁ ମିଳିଛି। ପ୍ରଥମଟି ହେଉଛି ଲୋକତନ୍ତ୍ରର ନୂଆ ମନ୍ଦିର ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି। ଅନ୍ୟଟି ହେଉଛି ଜନ୍ତର ମନ୍ତରରେ ଭାରତୀୟ ଜନତା ପାର୍ଟି(ଭାଜପା)…

୯୦୦ କାରିଗର ୧୦ ଲକ୍ଷ ଘଣ୍ଟା ପରିଶ୍ରମ କରି ପ୍ରସ୍ତୁତ କରିଛନ୍ତି ନୂଆ ସଂସଦ ଭବନରେ ଲଗାଯାଇଥିବା କାର୍ପେଟ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀରେ ନୂତନ ସଂସଦ ଭବନର ଉଦଘାଟନ କରିଛନ୍ତି। ଏହି ଅବସରରେ ନୂତନ ସଂସଦ ଭବନର ‘ପ୍ରତ୍ୟେକ ବିବରଣୀ’ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଭିତରେ ଲୋକ ସଭା ଏବଂ ରାଜ୍ୟ ସଭାର ଚଟାଣରେ ଶୋଭା…

ଉଦଘାଟନ ପାଇଁ ମେ ୨୮ ତାରିଖ ନେଇ କଂଗ୍ରେସ- ଭାଜପା ମୁହାଁମୁହିଁ…

ନୂଆଦିଲ୍ଲୀ,୨୮।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନବ ନିର୍ମିତ ସଂସଦ ଭବନର ଉଦଘାଟନ କରିଛନ୍ତି। ଏହି ଅବସରରେ ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଏଥି ସହିତ କଂଗ୍ରେସ, ଟିଏମସି, ଆମ ଆଦମୀ ପାର୍ଟି…

ଚାରିପଟୁ କରତାଳି ସହ ମୋଦି ମୋଦି ଗୁଞ୍ଜରଣରେ ନୂଆ ସଂସଦ ଭବନରେ ଗ୍ରାଣ୍ଡ ଏଣ୍ଟ୍ରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୫: ନୂଆ ସଂସଦ ଭବନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଏମପିମାନେ କରତାଳି ମାଧ୍ୟମରେ ମୋଦିଙ୍କୁ ସ୍ବାଗତ କରିଛନ୍ତି। ଚାରି ପଟରୁ ‘ଭାରତ ମାତା କି ଜୟ’ ଓ ‘ମୋଦି ମୋଦି’ ଗୁଞ୍ଜରଣ ଶୁଭିବା ସହ ବହୁ…

ଉଦଘାଟନୀ ଉତ୍ସବରେ ନାହାନ୍ତି ରାଷ୍ଟ୍ରପତି ଅବା ବିରୋଧୀ, କେବଳ ସବୁଠାରେ ମୁଁ : ସଞ୍ଜୟ ରାଉତ…

ମୁମ୍ବାଇ,୨୮।୫ : ଶିବସେନା (ଉଦ୍ଧବ ବଲ ଠାକରେ) ଏହାର ମୁଖପତ୍ର ସାମନାର ସମ୍ପାଦକୀୟ ମାଧ୍ୟମରେ ନୂତନ ସଂସଦ ଭବନର ଉଦଘାଟନ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଭାଜପାକୁ ପୁଣି ଥରେ କଡ଼ା ସମାଲୋଚନା କରିଛି। ନୂତନ ସଂସଦ ଗୃହର…

ନୂଆ ସଂସଦ ଭବନର ପୌରାଣିକ ମହତ୍ୱ ଜାଣିବାକୁ ଚାହୁଁଛନ୍ତି ବିଗ ବି

ମୁମ୍ବାଇ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଉଦଘାଟନ କରି ଦେଇଛନ୍ତି। ଏହାସହ ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇ ଯାଇଛି। କଂଗ୍ରେସ ସମେତ ୧୯ ବିରୋଧୀ ଦଳ ଏହି ସମାରୋହକୁ ବହିଷ୍କାର କରିଛନ୍ତି। ଏପଟେ ସାଧାରଣରୁ ନେଇ…

ନୂଆ ସଂସଦ ଭବନର ଡିଜାଇନ ପାଇଁ ୨୨୯.୭୫ କୋଟି ଫି ନେବେ ବିମଲ ପଟେଲ…

ନୂଆଦିଲ୍ଲୀ,୨୮।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦର ଉଦଘାଟନ କରିଛନ୍ତି। ୯୭୧ କୋଟି ଟଙ୍କା ବ୍ୟୟରେ ଏହି ନୂତନ ସଂସଦ ନିର୍ମାଣ କରାଯାଇଛି। ଏହା ୬୪,୫୦୦ ବର୍ଗ ମିଟର ଅଞ୍ଚଳରେ ପରିବ୍ୟପ୍ତ। ଟାଟା ପ୍ରୋଜେକ୍ଟ ଲିମିଟେଡ କମ୍ପାନୀ ଦ୍ୱାରା ଏହି…

ରାଜଦଣ୍ଡ ନେଇ ଶାସକ-ବିରୋଧୀଙ୍କ ନିଜ ନିଜ ଚିନ୍ତାଧାରା ଯଥାର୍ଥ: ଥରୁର…

ନୂଆଦିଲ୍ଲୀ,୨୮।୫ : କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ରବିବାର ନୂଆ ସଂସଦ ଭବନରେ ସ୍ଥାପନ କରାଯାଇଥିବା ରାଜଦଣ୍ଡ ବିବାଦକୁ ନେଇ ଉଭୟ ସରକାର ଏବଂ ବିରୋଧୀଙ୍କ ଯୁକ୍ତିକୁ ଯଥାର୍ଥ ବୋଲି କହିଛନ୍ତି। ଅତୀତର ଏହି ପ୍ରତୀକକୁ ଗ୍ରହଣ କରି ବର୍ତ୍ତମାନର…

ସକ୍ରିୟ ମାମଲା ୫ ହଜାର ତଳେ, ଦୈନିକ ସଂକ୍ରମଣ ୪ ଶହ…

ନୂଆଦିଲ୍ଲୀ, ୨୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?