ଜାତୀୟ

ଇଜିପ୍ଟ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଇଜିପ୍ଟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ରାଜ୍ୟ ଗସ୍ତରୁ ଫେରିବା ସମୟରେ ଇଜିପ୍ଟ ଗସ୍ତ କରିପାରନ୍ତି, ଯଦି ଏଭଳି ହୁଏ ତେବେ…

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଜୁନ ୯ରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବାତିଲ କଲା କିଷାନ ୟୁନିୟନ

ନୂଆଦିଲ୍ଲୀ,୬।୬: କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଜୁନ ୯ରେ ଯନ୍ତରମନ୍ତରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମକୁ ଭାରତୀୟ କିଷାନ ୟୁନିୟନର ନେତାମାନେ ବାତିଲ କରିଛନ୍ତି। କୃଷକ ନେତା ରାକେଶ ଟିକାଏତ୍‌ଙ୍କ ଅନୁଯାୟୀ, ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ ତାଙ୍କର ଆଲୋଚନା ଚାଲିଛି। ତାଙ୍କ…

ଉଗ୍ରବାଦୀଙ୍କ ଗୁଳିରେ ଚାଲିଗଲା ବିଏସଏଫ୍‌ ଯବାନଙ୍କ ଜୀବନ

ଇମ୍ଫାଲ,୬।୬: ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ଉଗ୍ରବାଦୀଙ୍କ ଗୁଳିରେ ଜଣେ ବିଏସଏଫ୍‌ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଯବାନ ଆହତ ହୋଇଛନ୍ତି। ସେନା ଅଧିକାରୀ କହିଛନ୍ତି , ସୋମବାର ମଧ୍ୟରାତିରେ ସେରୋ ଅଞ୍ଚଳରେ ଉଗ୍ରବାଦୀ ଏବଂ ସୁରକ୍ଷା ବାହିନୀଙ୍କ…

କତାର ଏୟାରଓ୍ବେଜରେ ବୋମା ଆତଙ୍କ

କୋଲକାତା,୬।୬: କୋଲକାତାରୁ ଦୋହା ଯାଉଥିବା କତାର ଏୟାରଓ୍ବେଜର ଏକ ବିମାନରେ ଯାତ୍ରୀ ଆତଙ୍କିତ ହୋଇଥିଲେ ଯେତେବେଳେ ଜଣେ ଯାତ୍ରୀ ବିମାନରେ ବୋମା ଥିବା ଦାବି କରିବା ସହ ପାଟି କରିଥିଲେ। ଏହାପରେ ଫ୍ଲାଇଟ କ୍ୟୁଆର ୫୪୧କୁ ଟେକଅପ ପୂର୍ବରୁ ଅଟକାଇ ଦିଆଯାଇଥିଲା।…

କତାର ଏୟାରୱେଜରେ ବୋମା ଆତଙ୍କ: କୋଲକାତାରେ ଅଟକିଲା ବିମାନ

କୋଲକାତା,୬।୬: କୋଲକାତାରୁ ଦୋହା ଅଭିମୁଖେ ଯାଉଥିବା କତାର ଏୟାରୱେଜ ବିମାନରେ ବୋମା ଥିବା ନେଇ ଉତ୍ତେଜନା ଦେଖାଦେଇଛି। ବିମାନରେ ବୋମା ଥିବା ନେଇ ଜଣେ ଯାତ୍ରୀ ପାଟିକରିବାରୁ ବିମାନ ଉଡାଣକୁ ଅଟକ ରଖାଯାଇଛି। ସୂଚନାଯୋଗ୍ୟ, କତର ଏୟାରୱେଜ ବିମାନରେ ଥିବା ଜଣେ…

ଆଜି କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ତୋମାରଙ୍କ ଝିଅ ବିବାହ, ନଡ୍ଡାଙ୍କ ସମେତ ନେତା, ମନ୍ତ୍ରୀ ହେବେ ସାମିଲ

ନୂଆଦିଲ୍ଲୀ,୬।୬: କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ତୋମାରଙ୍କ ଝିଅଙ୍କ ବିବାହ ମଙ୍ଗଳବାର ଗ୍ବାଲିୟରରେ ହେବ। ବିବାହ ଉତ୍ସବରେ ଭାଜପା ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସମେତ କେତେକ କେନ୍ଦ୍ର ମନ୍ତ୍ରୀ ଯୋଗଦେବେ। ଭିଭିଆଇପି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଗ୍ବାଲିୟର ପୋଲିସ ସତର୍କ ରହିଛି। ଅତିଥିମାନଙ୍କ…

ପଦ ଛାଡିବେ ପ୍ରିୟଙ୍କା ଭଦ୍ରା!

ନୂଆଦିଲ୍ଲୀ,୬।୬: ଉତ୍ତର ପ୍ରଦେଶରେ ଲୋକ ସଭା ନିର୍ବାଚନକୁ ନେଇ ପ୍ରସ୍ତୁତିରେ ଲାଗିଥିବା କଂଗ୍ରେସରେ ପରିବର୍ତ୍ତନର ସଙ୍କେତ ମିଳିବାରେ ଲାଗିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଦେଖି ଉତ୍ତର ପ୍ରଦେଶରେ କଂଗ୍ରେସକୁ ଖୁବଶୀଘ୍ର ପ୍ରଭାରୀ ମିଳିଯାଇପାରେ।…

ମୁଖତାର ଅନସାରୀଙ୍କ ପୁଅଙ୍କ ଆଦେଦନ ଉପରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ,୬।୬: ମୁଖତାର ଅନସାରୀଙ୍କ ପୁଅ ଅବ୍ବାସ ଅନସାରୀଙ୍କ ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ଅବ୍ବାସ ତାଙ୍କ ବିରୋଧରେ ହୋଇଥିବା ଜମି ଅକ୍ତିୟାର ମାମଲାକୁ ରଦ୍ଦ କରିବାକୁ ଆବେଦନ କରିଥିଲେ। ଏହା ପୂର୍ବରୁ ଆଲ୍ଲାହାବାଦ ହାଇକୋର୍ଟ ଏହାକୁ ମନା କରି…

କ’ଣ ଏଏପିକୁ ମିଳିପାରିବ ଏସ୍‌ପିର ସମର୍ଥନ? ଅଖିଳେଶଙ୍କୁ ବୁଧବାର ଭେଟିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୬।୬: କେନ୍ଦ୍ର ସରକାର ଦିଲ୍ଲୀ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଉପରେ ଏକ ଅଧ୍ୟାଦେଶ ଆଣିବା ପରଠାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ପାଇଁ ପ୍ରୟାସ ଚଳାଇଛନ୍ତି। ଏହି ଅଭିଯାନ ଅଧୀନରେ ସେ ବିରୋଧୀ ଦଳ ଦ୍ୱାରା ଶାସିତ…

ମଣିପୁର ହିଂସା: ଜୁନ ୧୦ ପର୍ଯ୍ୟନ୍ତ ବଢିଲା ଇଣ୍ଟରନେଟ୍‌ ଉପରେ ଲାଗିଥିବା ପ୍ରତିବନ୍ଧକ

ଇମ୍ପାଲ,୬।୬: ଉତ୍ତର-ପୂର୍ବରେ ଆସୁଥିବା ମଣିପୁରରେ ହିଂସା ବନ୍ଦ ହେବାର ନାଁ ନେଉନାହିଁ। ଗତ କିଛି ସପ୍ତାହ ଧରି ସମଗ୍ର ରାଜ୍ୟରେ ଉତ୍ତେଜନା ଦେଖାଦେଇଛି। ଦିନକୁ ଦିନ ମଣିପୁରରେ ହିଂସା ଘଟଣାର ସାମ୍ନାକୁ ଆସୁଛି, ଯାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଇଣ୍ଟରନେଟ୍‌ ନିଷେଧାଦେଶ…

କୁସ୍ତିଯୋଦ୍ଧାଙ୍କ ମାମଲାରେ କାର୍ଯ୍ୟାନୁଷ୍ଠାନ: ବ୍ରିଜ୍‌ଭୂଷଣଙ୍କ ୟୁପିସ୍ଥିତ ଘରେ ଏସ୍‌ଆଇଟି, ପରିବାର ସମେତ ୧୨ଜଣଙ୍କ ବୟାନ ରେକର୍ଡ

ଲକ୍ଷ୍ନୌ,୬।୬: କୁସ୍ତିଯୋଦ୍ଧାମାନେ ଦୀର୍ଘ ଦିନ ଧରି ଭାଜପା ଏମ୍‌ପି ତଥା ଭାରତୀୟ ରେସଲିଂ ଆସୋସିଏଶନର ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ କରିଆସୁଛନ୍ତି। ଯୌନ ଉତ୍ପୀଡ଼ନ ଏବଂ ସମସ୍ତ ପ୍ରକାର ଅଭିଯୋଗ ପରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ମୃତ, ୧୩ ଆହତ

ବେଙ୍ଗାଲୁରୁ,୬।୬: କର୍ନାଟକର ଯାଦଗିରି ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡି ରାସ୍ତା କଡ଼ରେ ପାର୍କିଂ ହୋଇଥିବା ବେଳେ ଏକ ଟ୍ରକ୍‌ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?