ଜାତୀୟ

ପଞ୍ଚମ ଥର ଲାଗି ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନେଫ୍ୟୁ ରିଓ

କୋହିମା,୭ ।୩: ନାଗାଲାଣ୍ଡ ରାଜନୀତିର ବରିଷ୍ଠ ନେତା ନେଫ୍ୟୁ ରିଓ ମଙ୍ଗଳବାର ଅର୍ଥାତ୍ ୭ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜଧାନୀ କୋହିମାରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଲା ଗଣେଶନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…

ବିଶ୍ୱର ଉନ୍ନତି ପାଇଁ ମହିଳାମାନଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ କରାଯିବା ଆବଶ୍ୟକ: ଜାତିସଂଘରେ ରୁଚିରାଙ୍କ ମନ୍ତବ୍ୟ…

ଜେନେଭା,୭।୩ : ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ ମହିଳା ସ୍ଥିତି ଉପରେ କହିଛନ୍ତି। ଆଜିର ନୂତନ ଭାରତ ମହିଳା ଏବଂ ବାଳିକାଙ୍କ ସୁବିଧା ପାଇଁ ଆଧୁନିକ ଜ୍ଞାନକୌଶଳ ନିୟୋଜନ ଦ୍ୱାରା ଅନୁପ୍ରାଣିତ ହୋଇଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ସିସୋଡିଆଙ୍କ ଗିରଫ ମାମଲା: ହୋଲିରେ ପୂରାଦିନ ପ୍ରାର୍ଥନା କରିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୭।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସିବିଆଇ, ଇଡି ଜେରା କରୁଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ମନୀଷ ସିସୋଡିଆ…

ମନୀଷ ସିସୋଡିଆ ଦେଶ ପାଇଁ ଜୀବନ ଦେଇପାରିବେ: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୭।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ୍‌ ଆଦ୍‌ମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ଏକ ଟିମ ତିହାର ଜେଲରେ ପହଞ୍ଚିଛି। ସିସୋଡିଆଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ କୋର୍ଟଙ୍କ ପକ୍ଷରୁ ମାର୍ଚ୍ଚ…

ଶ୍ରମିକଙ୍କ ଉପରେ ମାଡିଗଲା କାର୍‌: ଚାଲିଗଲା ୫ ଜୀବନ

ଶିମ୍‌ଲା,୭।୩: ହିମାଚଳ ପ୍ରଦେଶର ସୋଲାନ ଜିଲାର ଧରାମପୁରରେ ମଙ୍ଗଳବାର ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏକ ପେଟ୍ରୋଲ ପମ୍ପ ନିକଟରେ ୮ ଶ୍ରମିକ…

ଭାରତ ବିଶ୍ୱ ଅର୍ଥନୀତିର ‘ଉଜ୍ଜ୍ୱଳ ତାରକା’: ମୋଦି

ନୂଆଦିଲ୍ଲୀ,୭।୩: ବଜେଟ ପରେ ଅନୁଷ୍ଠିତ ପୋଷ୍ଟ ବଜେଟ ୱେବିନାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମ୍ବୋଧିତ କରିଛନ୍ତି। ଆଜି ଭାରତକୁ ବିଶ୍ୱ ଅର୍ଥନୀତିର ଉଜ୍ଜ୍ୱଳ ତାରକା କୁହାଯାଉଛି ଏବଂ ଦେଶ ମଧ୍ୟ ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରୁଛି। ୨୦୨୧-୨୨ ବର୍ଷରେ…

ଦ୍ୱିତୀୟଥର ମେଘାଳୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସାଙ୍ଗମା

ଶିଲଂ,୭।୩: ମେଘାଳୟ ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟଥର ପାଇଁ ଶପଥ ନେଲେ କନରାଡ ସାଙ୍ଗମା। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଭାଜପାର ବରିଷ୍ଠ ନେତା ଉପସ୍ଥିତ ଥିଲେ। କନରାଡ ସାଙ୍ଗମାଙ୍କ ବ୍ୟତୀତ…

ଦେଶରେ ଆଜି ୨୬୬ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୭।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛିଦିନ ହେବ ଶହେରୁ କମ୍‌ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି।…

ଦିଲ୍ଲୀ ଅବକାରୀ ମାମଲା: ଜେଲରେ ସିସୋଡିଆଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ, ୭।୩: ଦିଲ୍ଲୀ ଅବକାରୀ ମାମଲାରେ ଗିରଫ ହୋଇଥିବା ଏଏପି ନେତା ମନୀଷ ସିସୋଡିଆଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମଙ୍ଗଳବାର ପଚରାଉଚରା କରିବ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍‌ ଅପରାହ୍ନ ୨ଟାରେ ତିହାର ଜେଲରେ ପହଞ୍ଚିବ। ତେବେ ଇଡି ପ୍ରଥମଥର ପାଇଁ ସିସୋଡିଆଙ୍କୁ…

କରୋନା ଭଳି ବ୍ୟାପୁଛି ଇନ୍‌ଫ୍ଲୁଏଞ୍ଜା ଭାଇରସ, ସତର୍କ ରହିବକୁ କହିଲେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୭।୩: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି। ହେଲେ ଥଣ୍ଡା,କାଶ ଏବଂ ଜ୍ୱର ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଚ୍‌୩ଏନ୍‌୨ ଭାଇରସ ଯୋଗୁ ଏଭଳି ହେଉଥିବା ଆଇସିଏମ୍‌ଆର୍‌ କହିଛି। ଏହା ଏକ ପ୍ରକାର ଇନ୍‌ଫ୍ଲୁଏଞ୍ଜା ଭାଇରସ। ଡାକ୍ତରମାନେ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ବ୍ୟବସାୟୀ ଅରୁଣ ପିଲ୍ଲାଇ ଗିରଫ

ହାଇଦ୍ରାବାଦ୍‌,୭।୩: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ହାଇଦ୍ରାବାଦସ୍ଥିତ ବ୍ୟବସାୟୀ ଅରୁଣ ପିଲ୍ଲାଇଙ୍କୁ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଏହି ଦୁର୍ନୀତି ସହ ଜଡ଼ିତ ମାମଲାରେ ସିବିଆଇ ଅତୀତରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରିଥିଲା। ସାତଦିନ ସିବିଆଇ…

ଆଜି ଲାଲୁଙ୍କୁ ଜେରା କରିବ ସିବିଆଇ

ନୂଆଦିଲ୍ଲୀ,୭।୩: ପୂର୍ବ ରେଳ ମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କୁ ମଙ୍ଗଳବାର ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ସିବିଆଇ ପଚରାଉଚରା କରିବ। ଲାଲୁ ବର୍ତ୍ତମାନ ଦିଲ୍ଲୀରେ ଥିବା ବେଳେ ତାଙ୍କୁ ଦିଲ୍ଲୀ ସ୍ଥିତ ବାସଭବନରେ ହିଁ ସିବିଆଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri