ଜାତୀୟ

ଶବବୁହା ଗାଡ଼ି ନ ମିଳିବାରୁ ମୃତ ନବଜାତକକୁ ବ୍ୟାଗ୍‌ରେ ନେଲେ ବାପା

ଭୋପାଳ,୧୭।୬: ମଧ୍ୟପ୍ରଦେଶ ଜବଲପୁରରେ ଏକ ହୃହୟବିଦାରକ ଘଟଣା ସାମ୍ନାକୁ ଆସିଛି। ଡାକ୍ତରଖାନାରେ ଶବବୁହା ଗାଡ଼ି ନ ମିଳିବାରୁ ମୃତ ନବଜାତକକୁ ବ୍ୟାଗ୍‌ରେ ଭିର୍ତ୍ତି କରି ବସ୍‌ରେ ନେବାକୁ ପଡ଼ିଥିଲା। ଦିଣ୍ଡୋରି ଜିଲା ସହଜପୁରିର ଜାମାନି ଜୁନ ୧୩ରେ ମାରାଭି ଜିଲା ହସ୍ପିଟାଲରେ…

ରାଜସ୍ଥାନରେ ତାଣ୍ଡବ ରଚୁଛି ସାଇକ୍ଲୋନିକ ଷ୍ଟ୍ରମ୍‌ ‘ବିପର୍ଯ୍ୟୟ’, ୩୬ଘଣ୍ଟା ମଧ୍ୟରେ ଦୂର୍ବଳ ହେବାର ସମ୍ଭାବନା

ନୂଆଦିଲ୍ଲୀ,୧୭।୬: ସିଭିୟର ସାଇକ୍ଲୋନିକ ଷ୍ଟ୍ରମ୍‌ ‘ବିପର୍ଯ୍ୟୟ’ ଶନିବାର ସକାଳେ ରାଜସ୍ଥାନରେ ପହଞ୍ଚିଛି। ବାତ୍ୟା ୬୫ କିମି ବେଗରେ ଯୋଧପୁର ଆଡକୁ ଗତି କରୁଛି । ବାତ୍ୟା ପାଇଁ ପ୍ରତିରକ୍ଷା ଏବଂ ଉଦ୍ଧାରକାରୀ ଦଳ ପ୍ରସ୍ତୁତ ରହିଛନ୍ତି। ବର୍ତ୍ତମାନ ସାଇକ୍ଲୋନିକ ବିପର୍ଯ୍ୟୟ ଦ୍ରୁତ…

ମଣିପୁର ହିଂସାକାଣ୍ଡକୁ ନେଇ ଦୁଃଖ ପ୍ରକାଶ କଲେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନରାଲ, କହିଲେ କେତେବେଳେ ବି ମୃତ୍ୟୁ…

ଇମ୍ଫାଲ,୧୭।୬: ଦୀର୍ଘ ୪୦ଦିନ ଧରି ଜଳୁଛି ମଣିପୁର। ଦୁଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ଏବେ ଭୟଙ୍କର ରୂପ ନେଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାନ୍ତି ପାଇଁ ନିବେଦନ ସତ୍ତ୍ୱେ କୌଣସି ଲାଭ ମିଳୁନାହିଁ। ଏହି ସମୟରେ ଲେଫ୍ଟନାଣ୍ଟ ଜେନରାଲ…

ଭାଜପା ପାଇଁ ଗୁପ୍ତଚରଗିରି କରୁଥିଲେ ମାନ୍‌ଝି

ପାଟନା, ୧୭।୬: ହିନ୍ଦୁସ୍ତାନୀ ଆଓ୍ବାମୀ ମୋର୍ଚ୍ଚା (ଧର୍ମନିରପେକ୍ଷ) ଦଳର ପ୍ରତିଷ୍ଠାତା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାନ୍‌ଝି ଭାଜପାର ସୁବିଧା ପାଇଁ ମହାମେଣ୍ଟ ଉପରେ ଗୁପ୍ତଚରଗିରି କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଭିଯୋଗ କରିଛନ୍ତି। ସେ ମେଣ୍ଟରୁ ଓହରିଯାଇଥିବାରୁ ମେଣ୍ଟକୁ…

ଆଗୁଆ ଲୋକ ସଭା ନିର୍ବାଚନ କରାଇପାରେ ଭାଜପା: ନୀତୀଶ

ପାଟନା, ୧୭।୬: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ବିରୋଧରେ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି କରିବାକୁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ଉଦ୍ୟମ ଚଳାଇଛନ୍ତି। ଏଥିରେ ଭୟଭୀତ ଶାସକ ଦଳ ଆଗୁଆ ନିର୍ବାଚନ କରାଇପାରନ୍ତି…

କେରଳରୁ ଆସିଲା ଧର୍ମାନ୍ତରିକରଣ ଅଭିଯୋଗ, ଝିଅ ନିଖୋଜ ହେବା ପରେ ବାପା ଆଣିଲେ ଏପରି ଅଭିଯୋଗ

ଥିରୁଭାନନ୍ତପୁରମ୍‌,୧୭।୭: ଦି କେରଲା ଷ୍ଟୋରି ପରି ସମାନ ଘଟଣା କେରଳରେ ସାମ୍ନାକୁ ଆସିଛି। ଫିଲ୍ମରେ ୩୨ହଜାର ଯୁବତୀଙ୍କ ଧର୍ମ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରାଯାଇଥିଲା। ଯେତେବେଳେ ସୁପ୍ରିମକୋର୍ଟରେ ଏହି ମାମଲା ପହଞ୍ଚିଲା। ନିର୍ଦ୍ଦୋକ ଏହାକୁ ୩ଜଣ ଯୁବତୀଙ୍କ କାହାଣୀ ବୋଲି କହିଥିଲେ।…

ଇତିହାସ ଲିଭାଇବାକୁ କେନ୍ଦ୍ରର ଉଦ୍ୟମ

ନୂଆଦିଲ୍ଲୀ,୧୭ା୬(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର) ୧୯୨୯-୩୦ରେ ଜାତୀୟ ରାଜଧାନୀ ଦିଲ୍ଲୀର କେନ୍ଦ୍ରସ୍ଥଳରେ ବ୍ରିଟିଶ୍‌ ଆର୍ମି କମାଣ୍ଡର-ଇନ୍‌-ଚିଫ୍‌ଙ୍କ ବାସଭବନ ପ୍ରତିଷ୍ଠା କରାଯାଇଥିଲା। ସେତେବେଳେ ଏହାର ନାମ ରହିଥିଲା ଫ୍ଲାଗ୍‌ଷ୍ଟାଫ୍‌ ହାଉସ୍‌। ୧୯୪୭ରେ ଦେଶ ସ୍ବାଧୀନ ହେବା ପରେ ୧୯୪୮ରୁ ଏହି ଐତିହାସିକ ପ୍ରାସାଦ ପ୍ରଥମ…

କେନ୍ଦ୍ର ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇବା ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଇମ୍ଫାଲ,୧୬।୬: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ତେବେ ଗୁରୁବାର ବିଳମ୍ବିତ ରାତିରେ ଉଗ୍ରବାଦୀମାନେ ଇମ୍ଫାଲରେ କେନ୍ଦ୍ରୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଆର.କେ ରଂଜନ ସିଂଙ୍କ ବାସଭବନରେ ପେଟ୍ରୋଲ ବୋମା ପକାଇ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାକୁ ନେଇ କେନ୍ଦ୍ର…

ଫିଲ୍ମ ‘ଆଦିପୁରୁଷ’କୁ ନେଇ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ, ବ୍ୟାନ୍‌ କରିବାକୁ ଦାବି

ନୂଆଦିଲ୍ଲୀ,୧୬।୬: ରିଲିଜ୍‌ ହେଉଣୁ ଆଦିପୁରୁଷ ଫିଲ୍ମକୁ ନେଇ ବିବାଦ ଦେଖାଯାଇଛି। ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଆବେଦନରେ ରାମାୟଣ ଏବଂ ପ୍ରଭୁ ରାମଙ୍କୁ ଫିଲ୍ମରେ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି। ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯିବାକୁ…

ସାଂସଦଙ୍କର ପୁଅ ଏବଂ ପତ୍ନୀଙ୍କୁ ଅପହରଣ

ଅମରାବତୀ,୧୬।୬: ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ବାଇଏସଆର୍‌ କଂଗ୍ରେସର ସାଂସଦ ଏମ.ଭି.ଭି. ସତ୍ୟନାରାୟଣଙ୍କ ପତ୍ନୀ, ପୁଅ ଏବଂ ତାଙ୍କ ଅଡିଟରଙ୍କୁ ଅପହରଣ କରାଯାଇଛି। ଗୁରୁବାର ବିଶାଖାପାଟନାରେ ତାଙ୍କୁ ଅପହରଣ କରାଯାଇଥିଲା। ଅପହରଣର କିଛି କିଛି ଘଣ୍ଟା ମଧ୍ୟରେ ପୋଲିସ ସମସ୍ତଙ୍କୁ ଉଦ୍ଧାର କରିଛି।…

ଦଶମ ଶ୍ରେଣୀ ଛାତ୍ରଙ୍କୁ ପେଟ୍ରୋଲ ପକାଇ ଜିଅନ୍ତା ଜାଳିଦେଲେ

ଅମରାବତୀ,୧୬।୬: ଆନ୍ଧ୍ରପ୍ରଦେଶ ବାପାଟଲା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ସେଠାରେ ଏକ ଦଶମ ଶ୍ରେଣୀର ଛାତ୍ରକୁ ପେଟ୍ରୋଲ ପକାଇ ଜିଅନ୍ତା ଜଳାଇ ଦିଆଯାଇଛି। ଯେଉଁଥିରେ ତାଙ୍କ ଶରୀରର ଅର୍ଦ୍ଦେକ ଅଂଶ ଜଳିପୋଡି ଯାଇଛି। ଆହତଙ୍କ ନାମ ଭେଙ୍କି ବୋଲି…

ଗୀତ ଲେଖିଲେ ମୋଦି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଟା ଶସ୍ୟ ବା ମିଲେଟର ଉପକାରିତା ଓ ସାରା ବିଶ୍ୱରେ କ୍ଷୁଧା ନିବାରଣ କରିବାର କ୍ଷମତା ବିଷୟରେ କହିବାକୁ ଗ୍ରାମୀ ପୁରସ୍କାର ବିଜେତା ଓ ଭାରତୀୟ-ଆମେରିକୀୟ ଗାୟିକା ଫାଲୁଙ୍କ ସହ ମିଶି ଏକ ଗୀତ ଲେଖିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?