ଜାତୀୟ

କୁପଓ୍ବାଡା ଏନକାଉଣ୍ଟର: ୫ ଆତଙ୍କବାଦୀ ନିହତ

ଶ୍ରୀନଗର,୧୬।୬: ଉତ୍ତର କଶ୍ମୀରର ଏଲଓସିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ମୃତ ଆତଙ୍କବାଦୀଙ୍କ ନିକଟରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହି ଘଟଣା ପରେ ସମ୍ପୂର୍ଣ୍ଣ ଉତ୍ତର କଶ୍ମୀରରେ ଏଲଓସିରେ ସୁରକ୍ଷା…

ମଣିପୁର ଜଳିବା ପଛରେ ଭାଜପାର ଘୃଣା ରାଜନୀତି: ରାହୁଲ

ନୂଆଦିଲ୍ଲୀ, ୧୬ା୬: ମଣିପୁରରେ ସାମ୍ପ୍ରଦାୟିକ ହିଂସାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାକୁ ସମାଲୋଚନା କରିଛନ୍ତି। ଏହାର ହିଂସା ରାଜନୀତି ପୂର୍ବାଞ୍ଚଳ ରାଜ୍ୟକୁ ଜାଳିଦେବା ସହ ବହୁ ଲୋକଙ୍କ ଜୀବନ ଯାଇଛି ବୋଲି ରାହୁଲ କହିଛନ୍ତି। ପ୍ରତ୍ୟେକ ମଣିପୁର ଜନସାଧାରଣଙ୍କ…

ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଉତ୍ତରାଖଣ୍ଡକୁ ହାଇକୋର୍ଟ ନିର୍ଦ୍ଦେଶ

ନୈନିତାଲ, ୧୬ା୬: ଉତ୍ତରାଖଣ୍ଡର ପାରୋଲା ସହରରେ ସାମ୍ପ୍ରଦାୟିକ ହିଂସା ଘଟଣାର ଶୁଣାଣି କରି ଉତ୍ତରାଖଣ୍ଡ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଇନ ଶୃଙ୍ଖଳା ସ୍ଥିତି ସୁନିଶ୍ଚିତ ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଜିଲାରେ ଜଣେ ମୁସଲମାନ ଦୁଇଜଣ ନାବାଳିକାଙ୍କୁ ଅପହରଣ ଉଦ୍ୟମ…

୧.୬୦ କୋଟି ଠକେଇର ଶିକାର: କୋର୍ଟରେ ଫିନାଇଲ୍‌ ପିଇଦେଲେ

ଅହମଦାବାଦ, ୧୬।୬: ଗୁଜରାଟ ହାଇକୋର୍ଟ ପରିସରରେ ୪ ଜଣ ବ୍ୟକ୍ତି ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନେ ହେଲେ ଜୟଶ୍ରୀ ପାଞ୍ଚାଲ, ଶୈଳେଶ ପାଞ୍ଚାଲ, ହାର୍ଦ୍ଦିକ ପଟେଲ ଏବଂ ମନୋଜ ବୈଷ୍ଣବ। ଘଟଣାସ୍ଥଳରେ ଉପସ୍ଥିତ ଲୋକ ସେମାନଙ୍କୁ ଉଦ୍ଧର କରି…

ଓସ୍କାର ବିଜୟିନୀ ଗ୍ଲେଣ୍ଡାଙ୍କ ପରଲୋକ

ଲଣ୍ଡନ,୧୬।୬: ୨ ଥର ମନୋରଞ୍ଜନ ଜଗତର ସବୁଠୁ ଶ୍ରେଷ୍ଠ ପୁରସ୍କାର ଓସ୍କାର ଜିତିଥିବା ଅଭିନେତ୍ରୀ ତଥା ବ୍ରିଟିଶ ରାଜନେତ୍ରୀ ଗ୍ଲେଣ୍ଡା ଜ୍ୟାକ୍‌ଶନଙ୍କ ଗୁରୁବାର ପରଲୋକ ଘଟିଛି। ତାଙ୍କୁ ୮୭ ବର୍ଷ ହୋଇଥିଲା। ଅସୁସ୍ଥାତା ଅନୁଭବ କରିବା ଯୋଗୁ ଗୁରୁବାର ଗ୍ଲେଣ୍ଡା ଘରେ…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ବଳ ନିୟୋଜିତ କର: ହାଇକୋର୍ଟ

କୋଲକାତା, ୧୬ା୬ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସବୁ ଜିଲାରେ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରିବାକୁ ଗୁରୁବାର କାଲ୍‌କାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ନିର୍ବାଚନ କମିଶନ ଉକ୍ତ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ କୋର୍ଟ କହିଛନ୍ତି। ପଶ୍ଚିମବଙ୍ଗ…

କୋଓ୍ବିନ୍‌ ଡେଟା ଉଲ୍ଲଂଘନ: ଆଲୋଚନାକୁ ସଂସଦୀୟ କମିଟିର ନା

ନୂଆଦିଲ୍ଲୀ, ୧୬ା୬: କୋଓ୍ବିନ୍‌ ତଥ୍ୟ ଲିକ୍‌ ସମ୍ପର୍କିତ ରିପୋର୍ଟ ଉପରେ ଆଲୋଚନା କରିବାକୁ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିର ସ୍ଥାୟୀ ସଂସଦୀୟ କମିଟି ଗୁରୁବାର ମନା କରିଦେଇଛି। କୋଭିଡ୍‌-୧୯ ଟିକାକରଣ ବେଳେ ଉକ୍ତ ଆପ୍‌ରେ ଦିଆଯାଇଥିବା ବ୍ୟକ୍ତିଗତ ତଥ୍ୟ ଟେଲିଗ୍ରାମ୍‌ ବୋଟ୍‌…

ମୋଦିଙ୍କ ବ୍ୟୟବହୁଳ ବିଦେଶ ଗସ୍ତ

ନୂଆଦିଲ୍ଲୀ,୧୬ା୬(ଦୁର୍ଯ୍ୟୋଧନ ମିଶ୍ର): ୨୦୧୪ ମେ’ ୨୬ରେ ଭାଜପା ନେତା ନରେନ୍ଦ୍ର ମୋଦି ଭାରତର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଥିଲେ। ସେବେଠୁ ଅଦ୍ୟାବଧି ସେ ୧୦୦ରୁ ଅଧିକ ଥର ବିଦେଶ ଗସ୍ତ କରିସାରିଲେଣି। ତାଙ୍କ ବିଦେଶ ଯାତ୍ରା ବେଳେ ଦ୍ୱିପାକ୍ଷିକ ସମ୍ପର୍କ…

ସ୍ଥଳଭାଗ ଛୁଇଁଲା ‘ବିପର୍ଯ୍ୟୟ’

ନୂଆଦିଲ୍ଲୀ,୧୬ା୬(ପି.ଟି.): ଆରବସାଗରରେ ୧୦ ଦିନରୁ ଊର୍ଦ୍ଧ୍ୱ ସୃଷ୍ଟି ହୋଇଥିବା ଅତି ଭୀଷଣ ବାତ୍ୟା ‘ବପର୍ଯ୍ୟୟ’ ଗୁରୁବାର ସନ୍ଧ୍ୟାରେ ଗୁଜରାଟର କଚ୍ଛ ଜିଲା ଅନ୍ତର୍ଗତ ଜଖାଉ ବନ୍ଦର ନିକଟରେ ଭୂଭାଗ ଛୁଇଁଛି। ଏହାର ପ୍ରଭାବରେ କଚ୍ଛ ଏବଂ ସୌରାଷ୍ଟ୍ର ଜିଲାରେ ପ୍ରବଳ ବର୍ଷା…

ସୀମା ପ୍ରକଳ୍ପ ଲାଗି ଭାରତ-ବାଂଲାଦେଶ ମଧ୍ୟରେ ଚୁକ୍ତି ସ୍ବାକ୍ଷର

ନୂଆଦିଲ୍ଲୀ, ୧୫ା୬: ଭାରତ-ବାଂଲାଦେଶ ସୀମାନ୍ତରେ ଉନ୍ନତି ଆଣିବା ପାଇଁ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି। ଭାରତ-ବାଂଲାଦେଶ ସୀମା ସୁରକ୍ଷା ମୁଖ୍ୟ ବୁଧବାର ୫ ପ୍ରକଳ୍ପର ପ୍ରାରମ୍ଭିକ କାର୍ଯ୍ୟ ଆଗେଇ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ଦୁଇଦେଶର ଜନସାଧାରଣଙ୍କ…

ଆର୍‌ଏସ୍‌ଏସ୍‌ ପ୍ରତିଷ୍ଠାତାଙ୍କ ନାଁ ହଟାଇବାକୁ କର୍ନାଟକ ସରକାରଙ୍କ ବଡ଼ ନିଷ୍ପତ୍ତି

ବେଙ୍ଗାଲୁରୁ, ୧୫ା୬:କର୍ନାଟକରେ ସ୍କୁଲ୍‌ ପାଠ୍ୟପୁସ୍ତକରେ ପରିବର୍ତ୍ତନକୁ ନେଇ ବିବାଦ ଲାଗିରହିଥିବା ବେଳେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସ୍‌ଏସ୍‌)ର ପ୍ରତିଷ୍ଠାତା ବଳିରାମ ହେଡ୍‌ଗଓ୍ବୋରଙ୍କ ଉପରେ ବିଷୟ ହଟାଇବାକୁ ସିଦ୍ଧରମୟାଙ୍କ ନେତୃତ୍ୱ କଂଗ୍ରେସ ସରକାର ନିଷ୍ପତ୍ତି ନେଇଛନ୍ତି। ଗୁରୁବାର କର୍ନାଟକ ସରକାର ଉପରୋକ୍ତ ପ୍ରସଙ୍ଗକୁ ଅନୁମୋଦନ…

ବାତ୍ୟା ‘ବିପର୍ଯ୍ୟୟ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ/ଗାନ୍ଧୀନଗର,୧୫।୬: ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ର ଗୁରୁବାର ସନ୍ଧ୍ୟାରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସନ୍ଧ୍ୟା ପ୍ରାୟ ୬.୪୫ ମିନିଟରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ମଧ୍ୟରାତ୍ର ଯାଏ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?