ଜାତୀୟ

ଗୀତା ପ୍ରେସକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୯।୬: ୨୦୨୧ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଲାଗି ଗୀତା ପ୍ରେସ ଗୋରଖପୁରକୁ ବଛା ଯାଇଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରେସକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିର୍ଣ୍ଣାୟକ ମଣ୍ଡଳ…

ଗ୍ରୀଷ୍ମ ଋତୁରେ ବଢିଯାଇଥାଏ ମୃତ୍ୟୁ ସଂଖ୍ୟା, ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂଙ୍କ ବିବାଦୀୟ ବୟାନ

ବଲିୟା,୧୯।୬: ଉତ୍ତର ପ୍ରଦେଶର ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂଙ୍କ ଏକ ବିବାଦୀୟ ବୟାନକୁ ନେଇ ସେ ଏବେ ଚର୍ଚ୍ଚାରେ। ଜିଲା ହସ୍ପିଟାଲରେ ଅଂଶୁଘାତରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ସେ କହିଛନ୍ତି ଗ୍ରୀଷ୍ମ ଋତୁରେ ମୃତ୍ୟୁ…

ଗାନ୍ଧୀ ଶାନ୍ତି ପୁରସ୍କାର ସହ ଏକ କୋଟି ଟଙ୍କାର ପୁରସ୍କାର ରାଶି ନେବ ନାହିଁ ଗୀତା ପ୍ରେସ, କହିଲା ସମ୍ମାନ ନେବି ଧନରାଶି ନୁହେଁ

ଗୋରଖପୁର,୧୯।୬: ଗୀତା ପ୍ରେସ ଟ୍ରଷ୍ଟ ଗାନ୍ଧୀ ଶାନ୍ତି ପୁରସ୍କାରରେ ମିଳିବାକୁ ଥିବା ଏକ କୋଟି ଟଙ୍କାର ଧନରାଶି ନେବାକୁ ମନା କରି ଦେଇଛି। ଟ୍ରଷ୍ଟିମାନେ କହିଛନ୍ତି ଯେ ଗୀତା ପ୍ରେସ କୌଣସି ପ୍ରକାର ଦାନ ନେଇ ନ ଥାଏ।ସେଥିପାଇଁ ଗୀତା ପ୍ରେସ…

‘ଆଦିପୁରୁଷ’କୁ ନେଇ ଆକ୍ସନ ମୁଡରେ ସରକାର

ନୂଆଦିଲ୍ଲୀ,୧୯।୬: ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ’ଆଦିପୁରୁଷ’ର ସଂଳାପକୁ ନେଇ ବିବାଦ ବଢିବାରେ ଲାଗିଛି। ବାସ୍ତବରେ, ପ୍ରଭାସଙ୍କ ଅଭିନୀତ ମୁଭିରେ ରାମାୟଣର ଚରିତ୍ର ଏବଂ ବିଶେଷକରି ଏହାର ସଂଳାପକୁ ଅନେକ ନକାରାତ୍ମକ ରିଭ୍ୟୁ ମିଳିଛି। କୁହାଯାଉଛି ଯେ ଏହି ମୁଭିରେ ରାମାୟଣର…

ପଞ୍ଜାବରେ ବବ୍ବର ଖାଲସାର ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା, ଟାର୍ଗେଟରେ ବଡ ଅଧିକାରୀ

ଚଣ୍ଡିଗଡ଼,୧୯।୬: ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ସଙ୍ଗଠନ ବବ୍ବର ଖାଲସା ଇଣ୍ଟରନାଶନାଲ (ବିକେଆଇ)ଭାରତର ପଞ୍ଜାବରେ ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛି। ସୁରକ୍ଷା ଏଜେନ୍ସି ପକ୍ଷରୁ ଏହାକୁ ନେଇ ଆଲର୍ଟ ଜାରି କରାଯାଇଛି।ସୁରକ୍ଷା ଏଜେନ୍ସି ପକ୍ଷରୁ ଏହାକୁ ନେଇ ଆଲର୍ଟ ଜାରି କରାଯାଇଛି।…

ଗୀତା ପ୍ରେସ ବିବାଦ ଉପରେ ପ୍ରତିକ୍ରିୟା ରଖିଲେ ଅମିତ ଶାହା

ନୂଆଦିଲ୍ଲୀ,୧୯।୬: ଗୋରଖପୁର ସ୍ଥିତ ପ୍ରସିଦ୍ଧ ଗୀତା ପ୍ରେସକୁ ୨୦୨୧ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଘୋଷଣା ପରେ ଭାଜପା ଓ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଏହି ନିଷ୍ପତ୍ତିକୁ କଂଗ୍ରେସ ସମାଲୋଚନା କରିଛି। ବର୍ତ୍ତମାନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ କେତେ ଗୁରୁତ୍ୱପୂର୍ଣ୍ଣ? ବୈଦେଶିକ ମନ୍ତ୍ରଣାଳୟ ଦେଲା ସୂଚନା

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଜୁନରେ ଆମେରିକା ଗସ୍ତରେ ଯିବେ। ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବାକୁ ଆମେରିକା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଯାତ୍ରା ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ସୂଚନା ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ,…

ଭିଏତନାମ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ରାଜନାଥ ସିଂ

ନୂଆଦିଲ୍ଲୀ,୧୯।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତ ଏବଂ ଭିଏତନାମ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ସୋମବାର ଭିଏତନାମର ରାଷ୍ଟୀୟ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଫାନ ୱାନ ଜିଆଙ୍ଗଙ୍କୁ ରାଜଧାନୀ ଦିଲ୍ଲୀରେ ଭେଟିଛନ୍ତି। ଭିଏତନାମର ପ୍ରତିରକ୍ଷା ମନ୍ତ୍ରୀ ଫାନ ଓ୍ବାନ…

୪୯ ଦିନ ହେଲା ଜଳୁଛି ମଣିପୁର, ହେଲେ ପ୍ରଧାନମନ୍ତ୍ରୀ କିଛି ନ କହି ବିଦେଶ ଯାଉଛନ୍ତି: କଂଗ୍ରେସ

ନୂଆଦିଲ୍ଲୀ,୧୯।୬: ମଣିପୁରରେ ପ୍ରାୟ ଦେଢ ମାସ ଧରି ହିଂସା ଚାଲିଛି। ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା କେ.ସି ଭେଣୁଗୋପାଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ…

ଆଇପିଏସ୍‌ ରବି ସିହ୍ନା ହେଲେ ‘ର’ର ମୁଖ୍ୟ

ନୂଆଦିଲ୍ଲୀ,୧୯।୬: ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (ର) ର ନୂଆ ମୁଖ୍ୟ ଭାବେ ରବି ସିହ୍ନାକୁ ନିଯୁକ୍ତି କରାଯାଇଛି। ସେ ଛତିଶଗଡ କ୍ୟାଡରର ୧୯୮୮ ବ୍ୟାଚ ଆଇପିଏସ୍‌ ଅଧିକାରୀ। କ୍ୟାବିନେଟର ନିଯୁକ୍ତି କମିଟି ସିହ୍ନାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ବର୍ତ୍ତମାନର ‘ର’ମୁଖ୍ୟଙ୍କର…

ଦୈନିକ ସଂକ୍ରମଣ ୬୩…

ନୂଆଦିଲ୍ଲୀ, ୧୯।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…

ପ୍ରେମୀଯୁଗଳଙ୍କୁ ଗୁଳି କରି ହତ୍ୟା

ଭୋପାଳ,୧୯ା୬: ମଧ୍ୟପ୍ରଦେଶର ମୋରେନା ଜିଲାରେ ଏକ ଅନର କିଲିଂ ଘଟଣା ସମ୍ନାକୁ ଆସିଛି। ଜଣେ ଯୁବତୀ ଓ ତାଙ୍କ ପ୍ରେମିକଙ୍କୁ ଗୁଳି କରି ହତ୍ୟା ପରେ ମୃତଦେହରେ ପଥର ବାନ୍ଧି କୁମ୍ଭୀର ବହୁଳ ଚମ୍ବଲ ନଦୀରେ ଫିଙ୍ଗି ଦିଆଯାଇଛି। ଦୁଇ ସପ୍ତାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?