ଜାତୀୟ

ମଣିପୁରରେ ପୁଣି ହିଂସା

ନୂଆଦିଲ୍ଲୀ, ୨୦ା୬(ପି.ଟି.): ମଣିପୁରରେ ଏକତା ଦିବସ ପାଳନକୁ ୨୪ ଘଣ୍ଟା ନ ପୂରୁଣୁ ସେଠାରେ ସାନି ହିଂସାକାଣ୍ଡ ଘଟିଛି। ରବିବାର ରାତିରେ ହୋଇଥିବା ସଂଘର୍ଷ ଓ ଗୁଳିମାଡ଼ରେ ଜଣେ ଯବାନ ଆହତ ହୋଇଛନ୍ତି। ବିଭିନ୍ନ ଜିଲାରେ ସଂଘର୍ଷ ଘଟିଥିବାର ଖବର ମିଳିଛି।…

ଠକ ଦମ୍ପତିଙ୍କୁ ଧରାପକାଇଲା ମାଗଣା ପାନୀୟ

ଲୁଧିଆନା,୨୦।୬: ପଞ୍ଜାବରୁ ବହୁ କୋଟି ଟଙ୍କା ଠକି ଫେରାର୍‌ ହେବାକୁ ବସିଥିବା ଠକ ଦମ୍ପତିଙ୍କୁ ପୋଲିସ କୌଶଳକ୍ରମେ ଗିରଫ କରିଛି। ଉତ୍ତରାଖଣ୍ଡ ଚମୋଲି ହେମକୁଣ୍ଡ ସାହିବରୁ ମନଦୀପ କୌର ଓ ସ୍ବାମୀ ଯଶଓ୍ବିନ୍ଦର ସିଂଙ୍କୁ ଗିରଫ କରାଯାଇଛି। ପଞ୍ଜାବର କେତେଜଣ ଲୋକଙ୍କଠାରୁ…

କଶ୍ମୀରରେ କେନ୍ଦ୍ରୀୟ ଶାସନକୁ ୫ ବର୍ଷ

ଶ୍ରୀନଗର, ୨୦ା୬(ପି.ଟି.): ଜମ୍ମୁ-କଶ୍ମୀରରେ ବିନା ନିର୍ବାଚିତ ସରକାରରେ କେନ୍ଦ୍ରୀୟ ଶାସନକୁ ସୋମବାର ୫ ବର୍ଷ ପୂରିଛି। ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ଗଣତନ୍ତ୍ରର ପୁନଃସ୍ଥାପନା ବିଳମ୍ବ ହେଉଥିବାରୁ ମୁଖ୍ୟ ରାଜନୈତିକ ଦଳ ନ୍ୟାଶନାଲ କନ୍‌ଫରେନ୍ସ ଏବଂ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) କେନ୍ଦ୍ରକୁ…

ଆଦିପୁରୁଷ ବ୍ୟାନ୍‌ ଦାବିରେ ବିକ୍ଷୋଭ

ଲକ୍ଷ୍ନୌ,୧୯।୬: ରାମାୟଣ କଥାବସ୍ତୁ ଉପରେ ଆଧାରିତ ପାନ୍‌ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’ ବ୍ୟାନ୍‌ ଦାବିରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ସଙ୍ଗଠନଗୁଡ଼ିକ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବାରାଣସୀରେ ହିନ୍ଦୁ ମହାସଭା ଫିଲ୍ମ ପୋଷ୍ଟର ଚିରିବା ସାଙ୍ଗକୁ ଆଦିପୁରୁଷର ପ୍ରଯୋଜକ…

ଚଳନ୍ତା ଅଟୋରେ ପ୍ରେମିକାର ଗଳାକାଟି ହତ୍ୟା

ମୁମ୍ବାଇ,୧୯।୬: ମୁମ୍ବାଇର ସାକିନାକାରେ ଚଳନ୍ତା ଅଟୋରେ ଜଣେ ଯୁବକ ତାଙ୍କ ପ୍ରେମିକାର ଗଳାକାଟି ହତ୍ୟା କରିଛନ୍ତି। ପଞ୍ଚଶୀଳା ଜାମଦାର ଓ ଦୀପକ ବୋରସେ ଦୁହେଁ ଅଟୋରେ ଯାଉଥିବାବେଳେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଦୀପକ ରାଗିଯାଇ ଏକ ଧାରୁଆ ପଞ୍ଚଶୀଳାଙ୍କ ଗଳାକାଟି…

ଏୟାରବସଠାରୁ ୫୦୦ ନୂଆ ଏ୩୨୦ ବିମାନ କିଣିବ ଇଣ୍ଡିଗୋ

ନୂଆଦିଲ୍ଲୀ,୧୯।୬: ଭାରତୀୟ ବିମାନ ସେବା କମ୍ପାନି ଇଣ୍ଡିଗୋ ଫ୍ରାନ୍ସ କମ୍ପାନି ଏୟାରବସଠାରୁ ୫୦୦ ନୂଆ ଏୟାରବସ ଏ୩୨୦ ବିମାନ କିଣିବାକୁ କିଣିବାକୁ ଯାଉଛି। ଏହା କୌଣସି ଭାରତୀୟ ଏୟାରଲାଇନ୍ସ ଦ୍ୱାରା ଅର୍ଡର କରାଯାଇଥିବା ସର୍ବାଧିକ ବିମାନ ବୋଲି କୁହାଯାଉଛି । ଏହି…

‘କେବେ ମାୟାବତୀ, ମୁଲାୟମ ସିଂ ମଧ୍ୟ…’, ମହାରାଷ୍ଟ୍ରରେ କେସିଆରଙ୍କ ଏଣ୍ଟ୍ରି ଉପରେ କହିଲେ ଅଜିତ ପାଓ୍ବାର

ମୁମ୍ବାଇ, ୧୯।୬: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ବିଆରଏସ ମହାରାଷ୍ଟ୍ରରେ ଏହାର ଆଧାର ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବେଳେ ଏନସିପି ନେତା ଅଜିତ ପାୱାର ନିଜ ପ୍ରତିକ୍ରିୟା ଦେଇଛନ୍ତି। ସୋମବାର ସେ କହିଛନ୍ତି, କେବେ ମାୟାବତୀ ଏବଂ…

ଟଙ୍କା ଶୁଝି ପାରିଲାନି ଭାଇ: ୨ ଭଉଣୀଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ, ୧୯ା୬: ଦକ୍ଷିଣପଶ୍ଚିମ ଦିଲ୍ଲୀର ଆରକେପୁରମ୍‌ ଅନ୍ତର୍ଗତ ଆମ୍ବେଡ୍‌କର ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ୧୦ ହଜାର ଋଣ ଟଙ୍କାକୁ ନେଇ ଦୁଇ ଭଉଣୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ଘଟଣାରେ ଦିଲ୍ଲୀ ପୋଲିସ ୩ ଜଣଙ୍କୁ ଗିରଫ କରିଛି।…

ଜେପି ନଡ୍ଡା, ଅମିତ ମାଲବିୟଙ୍କ ବିରୋଧରେ ଅଭିଯୋଗ ଆଣିଲେ ପ୍ରିୟଙ୍କ ଖାର୍ଗେ

ବେଙ୍ଗାଲୁରୁ, ୧୯।୬: କର୍ନାଟକ ସରକାରର ମନ୍ତ୍ରୀ ପ୍ରିୟଙ୍କ ଖାର୍ଗେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଆଇଟି ସେଲ ପ୍ରଭାରୀ ଅମିତ ମାଲବିୟ ଏବଂ ଚଣ୍ଡିଗଡ଼ ରାଜ୍ୟ ସଭାପତି ଅରୁଣ ସୁଦଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପ୍ରିୟଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି…

ରିଲିଫ କେନ୍ଦ୍ର ପରିଦର୍ଶନ କଲେ, ବସ୍ଥାପିତଙ୍କୁ ଭେଟିଲେ

ଇମ୍ଫାଲ,୧୯।୬: ହିଂସାକାଣ୍ଡରେ ପ୍ରଭାବିତ ମଣିପୁରର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ ସୋମବାର ରିଲିଫ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ବିସ୍ଥାପିତମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଛନ୍ତି। ସେ ସମସ୍ତଙ୍କ ଅଭିଯୋଗ ଶୁଣି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ନିଶ୍ଚିତ କରିଥିବା…

ଜଗଦିଶ ଶେଟ୍ଟାରଙ୍କୁ ଉପହାର ଦେଲା କଂଗ୍ରେସ

ବେଙ୍ଗାଲୁରୁ,୧୯।୬: ଭାରତୀୟ ଜନତା ପାର୍ଟି(ଭାଜପା) ଛାଡି କଂଗ୍ରେସରେ ଯୋଗ ଦେଇଥିବା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦିଶ ଶେଟ୍ଟାରଙ୍କୁ ଦଳ ଏକ ଉପହାର ଦେଇଛି। କର୍ନାଟକ ବିଧାନପରିଷଦର ଉପ ନିର୍ବାଚନ ପାଇଁ ଜଗଦିଶ ଶେଟ୍ଟାର, ତିପ୍ପନପ୍ପା କାମାକନୁର ଓ ଏନ.ଏସ.ବୋସେରାଜୁଙ୍କୁ ପ୍ରାର୍ଥୀ କରିଛି…

ଗୀତା ପ୍ରେସକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୯।୬: ୨୦୨୧ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଲାଗି ଗୀତା ପ୍ରେସ ଗୋରଖପୁରକୁ ବଛା ଯାଇଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରେସକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିର୍ଣ୍ଣାୟକ ମଣ୍ଡଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?