ଅଭିଯୁକ୍ତଙ୍କୁ ଅଧିକ ଦିନ ଜେଲରେ ରଖାଯାଇ ପାରିବ ନାହିଁ: ହାଇକୋର୍ଟ…
ନୂଆଦିଲ୍ଲୀ,୨୧।୬ : ଜଣେ ଯୁବତୀଙ୍କୁ ଅପହରଣ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ବିକାଶ ମହାଜନଙ୍କ ବେଞ୍ଚ କହିଛନ୍ତି ଅଭିଯୁକ୍ତଙ୍କୁ ଶିକ୍ଷା ଦେବା ପାଇଁ ଶୁଣାଣି ସମୟରେ ଜେଲଦଣ୍ଡକୁ ଅଧିକ ସମୟ ଦିଆଯାଇପାରିବ…
ଗୁରୁବାର ଝାଡଖଣ୍ଡ ଯିବେ ନଡ୍ଡା, ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତ କରିବେ ରଣନୀତି
ନୂଆଦିଲ୍ଲୀ,୨୧।୬: ଲୋକ ସଭା ନିର୍ବାଚନ ପ୍ରସ୍ତୁତି ନେଇ ଗୁରୁବାର ଝାଡଖଣ୍ଡ ଗସ୍ତ କରିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ସୂଚନାନୁଯାୟୀ, ଜୁନ ୨୨ରେ ନଡ୍ଡା ଗିରିଡିହ ଯିବେ। ତେବେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତକୁ ନେଇ ରାଜ୍ୟ ଭାଜପାର ଶୀର୍ଷ ନେତୃତ୍ୱ…
୪୭୦ ବିମାନ କିଣିବ ଏୟାର ଇଣ୍ଡିଆ…
ନୂଆଦିଲ୍ଲୀ,୨୧।୬ : ଏୟାର ଇଣ୍ଡିଆ ଏୟାରବସ ଏବଂ ବୋଇଙ୍ଗ ସହିତ ପ୍ରାୟ ୭୦ ବିଲିୟନ ଡ଼ଲାର ଅର୍ଥାତ ୫.୪୭ ଲକ୍ଷ କୋଟି ଟଙ୍କାରେ ୪୭୦ ବିମାନ କ୍ରୟ ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ଟାଟା ଗ୍ରୁପ ମାଲିକାନା ବିମାନ କମ୍ପାନୀ…
ଯୋଗ କରୁଥିବା ବେଳେ ହଠାତ୍ ବିଗିଡିଲା କେନ୍ଦ୍ର ମନ୍ତ୍ରୀ ପଶୁପତି ପାରସଙ୍କ ସ୍ବାସ୍ଥ୍ୟାବସ୍ଥା
ହାଜିପୁର,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଗିଡିଲା କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପାରସଙ୍କ ସ୍ବାସ୍ଥ୍ୟାବସ୍ଥା। ବୁଧବାର ସକାଳେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପଶୁପତି ପାରସ କୋନହାରା ଘାଟରେ ପହଞ୍ଚିଥିଲେ। ଯୋଗ ସମୟରେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ପଶୁପତି ପାରସଙ୍କ ପିଏ…
ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା: ସ୍ଥାନୀୟ ପୁଷ୍ଟିକର ଖାଦ୍ୟକୁ ପ୍ରାଥମିକତା ଦେବାକୁ ରାଜ୍ୟମାନଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଚିଠି…
ନୂଆଦିଲ୍ଲୀ,୨୧।୬ : ଦେଶର ସମସ୍ତ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ମୋଟା ଶସ୍ୟ, ସଜନା ଛୁଇଁ ଏବଂ ଶାଗ, ପାଳଙ୍ଗ ଶାଗ, ଲେମ୍ବୁ ପନିପରିବା ଯୋଗାଇବା ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା…
୯୩ ପ୍ରତିଶତ ଲୋକଙ୍କଠାରେ ସୃଷ୍ଟି ହୋଇଛି କରୋନା ଆଣ୍ଟିବଡ଼ି…
ନୂଆଦିଲ୍ଲୀ,୨୧।୬ : ପ୍ରଥମ ଥର ପାଇଁ ଦେଶର ୯୩ ପ୍ରତିଶତ ଜନସଂଖ୍ୟାଙ୍କଠାରେ କରୋନା ବିରୁଦ୍ଧରେ ଶକ୍ତିଶାଳୀ ଆଣ୍ଟିବଡି ସୃଷ୍ଟି ହୋଇଛି। ଯାହା ଛଅ ମାସ ପାଇଁ ସୁରକ୍ଷା ଦେଇପାରେ । ଯେଉଁମାନେ କରୋନା ଟିକା ଗ୍ରହଣ କରିଛନ୍ତି ଏହି ସ୍ତର ଅଧିକ…
ଆଇଏନଏସ୍ ବିକ୍ରାନ୍ତରେ ଯୋଗ କଲେ ରାଜନାଥ ସିଂ
ନୂଆଦିଲ୍ଲୀ,୨୧।୬: ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଭାରତ ସମେତ ସମଗ୍ର ବିଶ୍ୱରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଅଛନ୍ତି। ଯେଉଁଠାରେ ସେ ଯୋଗ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବାକୁ ଯାଉଛନ୍ତି। ଗୁରୁଗ୍ରାମରେ…
ବୈଶ୍ୱିକ ଆନ୍ଦୋଳନରେ ପରିଣତ ହୋଇଛି ଯୋଗ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରୁ ଭାରତବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି , ମୁଁ ଭିଡିଓ ବାର୍ତ୍ତା ମାଧ୍ୟମରେ ତୁମ ସମସ୍ତଙ୍କ ସହ ସଂଯୋଗ କରୁଛି, କିନ୍ତୁ ମୁଁ ଯୋଗ କାର୍ଯ୍ୟକ୍ରମରୁ ଦୂରେଇ…
ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସକ: ଏଲନ ମସ୍କ
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୬: ଟେସଲାର ପ୍ରତିଷ୍ଠାତା ତଥା ସିଇଓ ଏଲନ ମସ୍କ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ଏଲନ ମସ୍କ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସକ, ଯିଏ ଭାରତ ପାଇଁ…
ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ସ୍ବାମୀ ପ୍ରେମାନନ୍ଦ ଗିରଫ
ହାଇଦ୍ରାବାଦ,୨୧।୬: ବିଶାଖାପାଟଣାର ଜ୍ଞାନନନ୍ଦ ଆଶ୍ରମରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯାଗରେ ଆଶ୍ରମର ସାଧୁ ସ୍ବାମୀ ପ୍ରେମାନନ୍ଦ (୬୪)ଙ୍କୁ ପୋଲିସ ଗିରଫ କରିଛି। ନାବାଳିକା ଜଣକ ଆଶ୍ରମରୁ ଲୁଚି ଟ୍ରେନ୍ରେ ବିଜୟଓ୍ବାଡା ଯାଇ ଦିଶା ଥାନାରେ ସାଧୁଙ୍କ ବିରୋଧରେ ଅଭିଯୋଗ…
ଜାନୁୟାରୀ ୧୪ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା
ଲକ୍ଷ୍ନୌ,୨୧।୬: ଆସନ୍ତା ବର୍ଷ ଜାନୁୟାରୀ ୧୪ ମକର ସଂକ୍ରାନ୍ତି ଅବସରରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ଅଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅଭିଷେକ କାର୍ଯ୍ୟକ୍ରମ ୧୦ ଦିନ ଧରି ଚାଲିବ। କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ…
୭ ଭାରତୀୟ କଫ୍ ସିରପ କଳା ତାଲିକାଭୁକ୍ତ
ନୂଆଦିଲ୍ଲୀ,୨୧ା୬: ଭାରତ ଓ ଇଣ୍ଡୋନେସିଆର ଔଷଧ ନିର୍ମାଣକାରୀ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ୨୦ ସିରପକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ମଙ୍ଗଳବାର କଳାତାଲିକାରେ ସ୍ଥାନିତ କରିଛି। ତନ୍ମଧ୍ୟରେ ଭାରତରେ ପ୍ରସ୍ତୁତ ୭ କଫ୍ ସିରପ ରହିଛି। ଏହି ଅପମିଶ୍ରିତ ତଥା ନିମ୍ନମାନର…

