ଗଛକୁ ମିଳିବ ପେନ୍ସନ୍
ଚଣ୍ଡିଗଡ଼,୨୧ା୬: ସରକାର ବରିଷ୍ଠ ନାଗରିକଙ୍କୁ ପେନ୍ସନ୍ ଦେଉଛନ୍ତି। ଏବେ ପୁରୁଣା ଗଛଗୁଡ଼ିକୁ ମଧ୍ୟ ପେନ୍ସନ୍ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ହରିୟାଣା ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏହି ନୂତନ ଯୋଜନା ଅନୁଯାୟୀ, ରୋହତକରରେ…
ଯୋଗ କରି ଗିନିଜ ରେକର୍ଡ
ଗାନ୍ଧୀନଗର,୨୧।୬: ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପାଳନ ହେଉଛି। ଯୋଗ ଦିବସ। ବୁଧବାର ସବୁଠି ଯୋଗ ଦିବସ ପାଳନ କରାଯାଉଥିବାର ଦେଖିବାକୁ ମିଳିଥିଲା। ତେବେ ଏହି ଦିବସ ଅପସରରେ ଗୁଜୁରାଟର ସୁରଟରେ ୧.୨୫ଲକ୍ଷ ଲୋକ ଏକାଠି ଯୋଗ କରି ଗିନିଜ…
ଲଦାଖରେ ୧୫ ହଜାର ଫୁଟ ଉପରେ ଭାରତୀୟ ସେନାର ଯୋଗାଭ୍ୟାସ…
ଲେହ,୨୧।୬ : ଲଦାଖରେ ୧୫ ହଜାର ଫୁଟ ଉଚ୍ଚତାରେ ଭାରତୀୟ ସେନା ଯବାନମାନେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି। ସେନାର ଅଲ୍ଟିମେଟ ଫୋର୍ସର ୟୁନିଟ ବିଶ୍ୱର ସର୍ବୋଚ୍ଚ ସ୍ଥାନ ହାନଲେ ଅବଜରଭେଟୋରୀରେ ଲଦାଖର ଦୁର୍ଗମ ଅଞ୍ଚଳରେ ଯୋଗ ପରିଚାଳନା କରିଥିଲା।…
ଯୋଗ ଦିବସରେ ନେହେରୁଙ୍କ ଯୋଗାସନ ଫଟୋ ଟ୍ବିଟ୍ କଲା କଂଗ୍ରେସ, କହିଲା ଯୋଗକୁ ଲୋକପ୍ରିୟ କରିଥିବାରୁ…
ନୂଆଦିଲ୍ଲୀ,୨୧।୬:ବୁଧବାର ଦେଶରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ତେବେ ଯୋଗ ଦିବସକୁ ନେଇ କଂଗ୍ରେସ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକ ଫଟୋ ଟ୍ବିଟରରେ ଶେୟାର୍ କରିଛି। ଯେଉଁଥିରେ ନେହେରୁ ଶୀର୍ଷାସନ କରୁଥିବାର ଦେଖିବାକୁ ମିଳିଛି। ଏହି ଫଟୋ ଟ୍ବିଟ୍…
‘ଆଦିପୁରୁଷ’ ଉପରେ ବ୍ୟାନ ଲଗାଇବା ଆବେଦନର ଶୀଘ୍ର ଶୁଣାଣି କରିବାକୁ ମନାକଲେ ହାଇକୋର୍ଟ
ନୂଆଦିଲ୍ଲୀ,୨୧।୬: ରାମାୟଣ ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୀଘ୍ର ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ଏହି ଆବେଦନରେ ଶୀଘ୍ର ଶୁଣାଣି କରିବାର କୌଣସି ଆବଶ୍ୟକ ନାହିଁ। ଜୁନ…
ଆମେ ଥ୍ରୀ-ଡି ହେଲେ ଭାଜପା ସରକାର ୪-ଡି: କଂଗ୍ରେସ…
ଚଣ୍ଡିଗଡ଼,୨୧।୬ : କଂଗ୍ରେସ ରାଜ୍ୟସଭା ଏମପି ହରିୟାଣା ଦୀପେନ୍ଦ୍ର ସିଂ ହୁଡା ପୁଣିଥରେ ଭାଜପା ସରକାର ଉପରେ ଆକ୍ରମଣ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଥ୍ରୀ-ଡି ବିବୃତ୍ତି ନେଇ ହୁଡା ଜବାବ ନେଇଛନ୍ତି। ହୁଡା ଭାଜପାକୁ ୪-ଡି ସରକାର ବୋଲି…
ହିମନ୍ତ ବିଶ୍ୱ ଶର୍ମାଙ୍କୁ ଗିରଫ କର, କୁକି ଉଗ୍ରବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ଆଣିଲା କଂଗ୍ରେସ…
ଗୁଆହାଟୀ,୨୧।୬ : ଜାତିଆଣ ହିଂସାର ନିଆଁରେ ଜଳୁଥିବା ମଣିପୁରରେ ସଶସ୍ତ୍ର ବାହିନୀର ଉପସ୍ଥିତି ସତ୍ତ୍ୱେ ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଗିରଫ କରିବାକୁ କଂଗ୍ରେସ ଦାବି କରିଛି। କୁକି ଉଗ୍ରବାଦୀଙ୍କ…
ମଣିପୁରରେ ପୁଣି ହିଂସା, ୨୫ ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ
ଇମ୍ଫାଲ,୨୧।୬: ମଣିପୁରରେ ପୁଣି ହିଂସା ଦେଖାଯାଇଛି। ମଙ୍ଗଳବାର ଥଙ୍ଗଜିଆଙ୍ଗରେ ରାତି ପ୍ରାୟ୧୧ଟା ୪୫ରେ ଗୁଳିକାଣ୍ଡ ହେବାର ସୂଚନା ମିଳିଛି। ଅଧିକାରୀଙ୍କ କହିବାନୁସାରେ, ସ୍ବୟଂଚାଳିତ ଅସ୍ତ୍ରଶସ୍ତ୍ରରୁ ୧୫ରୁ ୨୦ରାଉଣ୍ଡ ଗୁଳି ଚଳା ଯାଇଛି। ମଙ୍ଗଳବାର ସେନା ୟୁନାଇଟେଡ ନ୍ୟାସନାଲ ଲିବରେସନ ଫ୍ରଣ୍ଟ (ୟୁଏନଏଲଏଫ)ସଂଗଠନର…
ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀ, ବିହାର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ମିଳିଛି। ବୁଧବାର ଦିଲ୍ଲୀ ପୋଲିସର ବାହ୍ୟ ଜିଲା ପିସିଆରକୁ ଏକ ଧମକପୂର୍ଣ୍ଣ ଫୋନ ଆସିଥିଲା। ଯେଉଁଥିରେ ପ୍ରଧାନମନ୍ତ୍ରୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ହତ୍ୟା କରାଯିବ ବୋଲି…
ଦିଲ୍ଲୀ ଅଧ୍ୟାଦେଶ ହେଉଛି କେନ୍ଦ୍ରର ଏକ ପରୀକ୍ଷଣ: କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୨୧।୬: ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଦୃଷ୍ଟିରେ ରଖି ବିହାରର ପାଟନାରେ ଜୁନ ୨୩ରେ ବିରୋଧୀ ଦଳର ଏକ ବୈଠକ ଆୟୋଜିତ ହେବାକୁ ଯାଉଛି। ଏହି ବୈଠକ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବୁଧବାର ବିରୋଧୀ ନେତାମାନଙ୍କୁ ଏକ…
ସଞ୍ଜୟ ରାଉତ, ଆଦିତ୍ୟ ଠାକରେଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଇଡି ଚଢାଇ
ମୁମ୍ବାଇ,୨୧।୬: ମହାରାଷ୍ଟ୍ରର ରାଜନୀତିରେ ଉତ୍ତେଜନା ଦେଖାଦେଇଛି । ଗତ କିଛି ବର୍ଷ ମଧ୍ୟରେ ଏନସିପି, ଶିବସେନା (ୟୁବିଟି) ଏବଂ କଂଗ୍ରେସର ଅନେକ ନେତା ଇଡିର ନଜରକୁ ଆସିଥିଲେ। ଏହି ସମୟରେ ବୁଧବାର ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। କୁହାଯାଉଛି ଯେ ଇଡି…
ଏନସିଇଆରଟି ବିବାଦ: ଡାରୱିନଙ୍କ ସିଦ୍ଧାନ୍ତ-ପର୍ଯ୍ୟାୟ ସାରଣୀ ପୁସ୍ତକରୁ ଅପସାରିତ ହୋଇନାହିଁ, ଅଭିଯୋଗକୁ ଖଣ୍ଡନ କଲେ ଶିକ୍ଷା ମନ୍ତ୍ରୀ…
ମୁମ୍ବାଇ,୨୧।୬ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଲୋକେ ଦାବି କରିଥିଲେ ଡାରୱିନ ଥିଓରୀ ବିଜ୍ଞାନ ବିଷୟଗୁଡ଼ିକର ସିଲାବସରୁ ଏନସିଇଆରଟି ଦ୍ୱାରା ହଟାଯାଇଛି। ଧର୍ମେନ୍ଦ୍ର ସ୍ପଷ୍ଟ ଭାବରେ କହିଛନ୍ତି ଡାରୱିନ ସିଦ୍ଧାନ୍ତ ଏବଂ ପର୍ଯ୍ୟାୟ…

