ଜାତୀୟ

ଆପାଚେ ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ

ଭିଣ୍ଡ,୨୯।୫: ମଧ୍ୟ ପ୍ରଦେଶ ଭିଣ୍ଡ ଜିଲାର ଜଖମୌଲି ଅଞ୍ଚଳରେ ବାୟୁସେନାର ଆପଚେ ହେଲିକପ୍ଟରକୁ ସୋମବାର ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ଭାରତୀୟ ବାୟୁସେନାର ଅଧିକାରୀଙ୍କ ସୂଚନା ଅନୁଯାୟୀ, କିଛି ଯାନ୍ତ୍ରୀକ ତ୍ରୁଟି ଯୋଗୁ ହେଲିକପ୍ଟରକୁ ଚାଷ ଜମିରେ ଓହ୍ଲାଇ ଦିଆଯାଇଛି। ଅଧିକାରୀଙ୍କ କହିବାନୁସାରେ,…

ପ୍ରତ୍ୟେକ ରୋଗର ପରୀକ୍ଷଣ କୌଶଳ ବିକାଶ କରିବାକୁ ପୃଥକ ଲାବୋରେଟୋରୀ: ୨୨ଟି ରୋଗ ପାଇଁ ଲ୍ୟାବ ତାଲିକା ପ୍ରକାଶିତ…

ନୂଆଦିଲ୍ଲୀ,୨୯।୫ : ପ୍ରତ୍ୟେକ ରୋଗ ପାଇଁ ପରୀକ୍ଷଣ କୌଶଳ ବିକାଶ ପାଇଁ ବର୍ତ୍ତମାନ ଦେଶରେ ଏକ ପୃଥକ ଲାବୋରେଟୋରୀ ରହିବ। ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସସିଓ) ୨୨ ଟି ରୋଗ ପାଇଁ ଲାବୋରେଟୋରୀଗୁଡିକର ଏକ ତାଲିକା ପ୍ରକାଶ କରିଛି…

ଯୁଦ୍ଧ ସରଞ୍ଜାମ ଏୟାର ଡ୍ରପ କଲା ବାୟୁସେନା ବିମାନ…

ନୂଆଦିଲ୍ଲୀ,୨୯।୫ : ଭାରତୀୟ ବାୟୁସେନାର ଏଏନ-୩୨ ବିମାନ ଦ୍ୱାରା ଯୁଦ୍ଧ ସରଞ୍ଜାମଗୁଡ଼ିକୁ ସଫଳତାର ସହ ଏୟାର ଡ୍ରପ କରାଯାଇଛି। ଯୁଦ୍ଧ ସମୟରେ ଏହା ସେନା ପାଇଁ ବହୁତ ସାହାଯ୍ୟ କରିବ। ଏହା ପ୍ରଥମ ଏୟାର ଡ୍ରପ ଥିଲା। ସାମ୍ପ୍ରତିକ ଯୁଦ୍ଧ କ୍ଷେତ୍ରରେ…

ମଣିପୁରରେ ବଡ଼ ଆକ୍ରମଣ ଷଡ଼ଯନ୍ତ୍ର: ସେନାକୁ ମିଳିଲା ଗୁପ୍ତ ସୂଚନା…

ଇମ୍ଫାଲ,୨୯।୫ : ମଣିପୁରରେ ପୁଣି ହିଂସାର ନିଆଁ ଜଳୁଛି। ସଦ୍ୟତମ ହିଂସା ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ୧୨ ଜଣ ଆହତ ହୋଇଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ହିଂସାକାଣ୍ଡ ଘଟିବା ପରେ ଗୁଳି ବିନିମୟରେ…

ପାକିସ୍ତାନ ବି ହେବ ହିନ୍ଦୁରାଷ୍ଟ୍ର: ବାଗେଶ୍ୱର ବାବା…

ଅହମଦାବାଦ,୨୯।୫ : ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ହେଡ ଲାଇନରେ ରହିଥାନ୍ତି। ଙ୍‌ନିକଟରେ, ବାଗେଶ୍ୱର ବାବାଙ୍କ ପାଗଳ’ଶବ୍ଦର ବ୍ୟବହାରକୁ ନେଇ ବିହାରରେ ଉାତ୍ତଜନା ସୃଷ୍ଟି ହୋଇଥିଲା। ଏଥିସହିତ ବର୍ତ୍ତମାନ ତାଙ୍କର ଆଉ ଏକ ବିବୃତ୍ତି ଭାଇରାଲ ହେଉଛି।…

ଥିଏଟର କମାଣ୍ଡ ପ୍ରତିଷ୍ଠା କରିବାକୁ ନିକଟତର ହେଉଛି ଭାରତ…

ନୂଆଦିଲ୍ଲୀ,୨୯।୫ : ଭାରତୀୟ ସେନା ଏକ ବଡ଼ ସଫଳତା ହାସଲ କରିଛି। ଭାରତୀୟ ବାୟୁସେନାର ଏଏନ-୩୨ ବିମାନ ଦ୍ୱାରା ଯୁଦ୍ଧ ସରଞ୍ଜାମଗୁଡ଼ିକୁ ସଫଳତାର ସହ ଅବତରଣ କରାଯାଇଛି। ଯୁଦ୍ଧ ସମୟରେ ଏହା ସେନା ପାଇଁ ବହୁତ ସାହାଯ୍ୟ କରିବ। ବାସ୍ତବରେ, ଏହି…

ନାଭିଗେଶନ ଉପଗ୍ରହ ଏନଭିଏସ-୧ର ହେବ ଉତକ୍ଷେପଣ…

ହାଇଦ୍ରାବାଦ,୨୯।୫ : ନାଭିଗେଶନ ଉପଗ୍ରହ ଏନଭିଏସ-୧ର ସୋମବାର ଉତକ୍ଷେପଣ କରାଯିବ। ଏହା ଦ୍ୱାରା ନାବିକ ଏବଂ ଯବାନମାନଙ୍କର ଶକ୍ତି ବୃଦ୍ଧି ପାଇବ। ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ସୋମବାର ପୂର୍ବାହ୍ନ ୧୦ଟା ୪୨ରେ ଜିଓଷ୍ଟେସନାରୀ ସାଟେଲାଇଟ ଲଞ୍ଚ ଯାନ (ଜିଏସଏଲଭି) ରୁ…

ଗେହଲଟ୍‌-ପାଇଲଟ୍‌ ଦ୍ୱନ୍ଦ୍ୱର ଅବସାନ ପାଇଁ କଂଗ୍ରେସ ହାଇକମାଣ୍ଡଙ୍କ ଉଦ୍ୟମ

ଜୟପୁର, ୨୯ା୫ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ରହିଥିବା ବିବାଦର ସମାଧାନ ପାଇଁ କଂଗ୍ରେସ ହାଇକମାଣ୍ଡ ଯୋଜନା କରୁଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର…

‘ଭବନ ନୁହେଁ, ଲୋକଙ୍କ ଦ୍ୱାରା ଗଣତନ୍ତ୍ର ଚାଲେ’

ନୂଆଦିଲ୍ଲୀ, ୨୯ା୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂତନ ପାର୍ଲାମେଣ୍ଟ ଭବନ ଉଦ୍‌ଘାଟନ ଉତ୍ସବକୁ କଂଗ୍ରେସ ସମେତ ୨୧ ବିରୋଧୀ ଦଳ ବର୍ଜନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଉଦ୍‌ଘାଟନରୁ ବାଦ୍‌ ଦିଆଯିବା ଘଟଣାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ…

ଗଣତନ୍ତ୍ରର ନୂଆ ମନ୍ଦିର

ନୂଆଦିଲ୍ଲୀ, ୨୯ା୫ : ଟାଟା ପ୍ରୋଜେକ୍ଟସ୍‌ ଲିଃ ଦ୍ୱାରା ନିର୍ମିତ ନୂତନ ପାର୍ଲାମେଣ୍ଟ ବିଲ୍ଡିଂରେ ପ୍ରାଣୀ ଆକୃତିଠାରୁ ଆରମ୍ଭ କରି ଅତ୍ୟାଧୁନିକ ପ୍ରଯୁକ୍ତି ପର୍ଯ୍ୟନ୍ତ ବିଶେଷତ୍ୱ ଦେଖିବାକୁ ମିଳିଛି। ୬୪,୫୦୦ ବର୍ଗମିଟର ସ୍ଥାନରେ ନିର୍ମିତ ତ୍ରିଭୁଜ ଆକୃତିର ଚାରି ମହଲା ବିଲ୍ଡିଂରେ…

ଭାରତର ବିକାଶ ଯାତ୍ରାରେ ଅବିସ୍ମରଣୀୟ ମୁହୂର୍ତ୍ତ: ମୋଦି

ନୂଆଦିଲ୍ଲୀ, ୨୯ା୫(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପୂର୍ବାହ୍ନରେ ନୂଆ ପାର୍ଲାମେଣ୍ଟ ଭବନର ଉଦ୍‌ଘାଟନ କରିଛନ୍ତି। ଦେଶର ବିକାଶ ଯାତ୍ରାରେ ଏହା ଏକ ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏକ ଆତ୍ମନିର୍ଭର ଏବଂ ବିକଶିତ ଭାରତର ସୂର୍ଯ୍ୟୋଦୟର ସଙ୍କେତ,…

ନ୍ୟାୟ ମାଗି ଦଣ୍ଡିତ

ନୂଆଦିଲ୍ଲୀ,୨୯ା୫ : ରବିବାର ଦେଶକୁ ମିଳିଛି ଗଣତନ୍ତ୍ରର ନୂଆ ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟର ନୂଆ ବିଲ୍ଡିଂକୁ ଲୋକାର୍ପଣ କରି ସମ୍ବୋଧନ କରୁଥିବାବେଳେ ସେଠାରୁ ଅଳ୍ପ ଦୂରରେ ଦେଶ ପାଇଁ ପଦକ ଜିତି ଗର୍ବ ଓ ଗୌରବ ଆଣିଦେଇଥିବା କୁସ୍ତିଯୋଦ୍ଧାମାନଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri