ମଣିପୁର ମୁଖ୍ୟମନ୍ତ୍ରୀ ଅପାରଗ: ଡି. ରାଜା…
ଇମ୍ଫାଲ,୨୨।୬ : ମଣିପୁର ହିଂସାକୁ ନେଇ ରାଜନୈତିକ ଦଳଗୁଡ଼ିକ କ୍ରମାଗତ ଭାବରେ ଭାଜପା ସରକାରକୁ ଘେରିବାରେ ଲାଗିଛନ୍ତି। ଏହି ପର୍ଯ୍ୟାୟରେ ସିପିଆଇର ଜାତୀୟ ସାଧାରଣ ସଚିବ ତଥା ପୂର୍ବତନ ଏମପି ଡି ରାଜା ମଣିପୁର ହିଂସା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି।…
ଭାଜପାର ଏଜେନ୍ସି ପରି କାମ କରୁଛି ନିର୍ବାଚନ ଆୟୋଗ: କଂଗ୍ରେସ
ଦିସ୍ପୁର,୨୨।୬: ଆସାମ ପାଇଁ ଡେଲିମିଟେସନ ଡକ୍ୟୁମେଣ୍ଟ ଡ୍ରାଫ୍ଟ ଜାରି କରି ଉତ୍ତର-ପୂର୍ବ ରାଜ୍ୟରେ ବିଧାନସଭା ଆସନ ସଂଖ୍ୟା ୧୨୬ ଏବଂ ଲୋକସଭା ଆସନ ସଂଖ୍ୟା ୧୪ ରଖିବାକୁ ନିର୍ବାଚନ ଆୟୋଗ ପ୍ରସ୍ତାବ ଦେଇଛନ୍ତି। ଏନେଇ ଭାଜପା ଏବଂ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ…
ବିରୋଧୀ ଏକତା ବୈଠକରେ ପ୍ରଥମେ ଅଧ୍ୟାଦେଶ ଉପରେ ହେଉ ଚର୍ଚ୍ଚା: କେଜରିଓ୍ବାଲ ଲେଖିଲେ ଚିଠି…
ନୂଆଦିଲ୍ଲୀ,୨୨।୬ : ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୨୩ ଜୁନରେ ପାଟନାରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଏକତା ବୈଠକ ପୂର୍ବରୁ ବିରୋଧୀ ଦଳର ନେତାମାନଙ୍କୁ ଚିଠି ଲେଖିଛନ୍ତି। ସେ ଅନୁରୋଧ କରିଛନ୍ତି ଅଧ୍ୟାଦେଶ…
ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେବାକୁ ଚାହୁଁଛି: ଅଜିତ ପାଓ୍ବାର…
ମୁମ୍ବାଇ,୨୨।୬ : ଏନସିପି ନେତା ତଥା ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବାରାମତି ବିଧାନସଭାର ବିଧାୟକ ଅଜିତ ପାୱାର କହିଛନ୍ତି ସେ ଦଳ ପାଇଁ…
ଅଜ୍ଞାତ ବନ୍ଧୁକଧାରୀ-ଆସାମ ରାଇଫଲ୍ସ କର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ…
ଇମ୍ଫାଲ,୨୨।୬ : ଗୁରୁବାର ଭୋର ୫ଟାରେ ମଣିପୁରର ପଶ୍ଚିମ ଇମ୍ଫାଲର ଉତ୍ତର ବୋଲଜୁଙ୍ଗରେ ଅଜ୍ଞାତ ବନ୍ଧୁକଧାରୀ ଏବଂ ଆସାମ ରାଇଫଲ୍ସ କର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ବନ୍ଧୁକଧାରୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେଶନ…
ବିବାହିତ ହୋଇ ଅନୈତିକ ସମ୍ପର୍କରେ ପାର୍ଟନରଙ୍କ ବିରୋଧରେ କରିପାରିବେନି ଅଭିଯୋଗ
ବେଙ୍ଗାଲୁରୁ,୨୨।୬: ବିବାହିତ ହୋଇ ଅନୈତିକ ସମ୍ପର୍କରେ ପାର୍ଟନରଙ୍କ ବିରୋଧରେ କରିପାରିବେନି ଅଭିଯୋଗ। ଏନେଇ ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି କର୍ନାଟକ ହାଇକୋର୍ଟ। ଅଭିଯୁକ୍ତଙ୍କୁ ଆଶ୍ୱସ୍ତି ପ୍ରଦାନ କରି ତାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆର୍କୁ ରଦ୍ଦ କରିବାକୁ ନିର୍ଦ୍ଦେଶ…
ଦଳିତ ଯୁବତୀଙ୍କୁ ପୋଲିସର ଗଣବଳାତ୍କାର ପରେ ହତ୍ୟା
ଜୟପୁର, ୨୨ା୬ : ରାଜସ୍ଥାନର ବିକାନେର ଜିଲାରେ ଜଣେ ୨୦ ବର୍ଷୀୟା ଦଳିତ ଛାତ୍ରୀ କୋଚିଂ କ୍ଲାସ୍ ଯାଉଥିବାବେଳେ ତାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଛି। ୨ ଜଣ ପୋଲିସ କର୍ମଚାରୀଙ୍କ ସନ୍ଦେହଜନକ ଭୂମିକା ରହିଥିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଛି। ପୀଡ଼ିତାଙ୍କ…
ଆଗୁଆ ନିର୍ବାଚନ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୋଦି
ପଣଜୀ, ୨୨ା୬(ପି.ଟି.): ୨୦୨୪ ପୂର୍ବରୁ ଦେଶରେ ଆଗୁଆ ସାଧାରଣ ନିର୍ବାଚନ ହେବା ନେଇ ଚାଲିଥିବା ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ବୁଧବାର ଗୋଆରେ ଜି୨୦ ପର୍ଯ୍ୟଟନ ମନ୍ତ୍ରୀସ୍ତରୀୟ ବୈଠକର ଉଦ୍ଘାଟନ ଅଧିବେଶନରେ ମୋଦିଙ୍କ ରେକର୍ଡ ହୋଇଥିବା ବାର୍ତ୍ତା ପରିବେଷଣ…
ଗୁରୁଗ୍ରାମରେ ବର୍ଷାବିତ୍ପାତ
ନୂଆଦିଲ୍ଲୀ,୨୨।୬ : ଦିଲ୍ଲୀ ଗୁରୁଗ୍ରାମ ରାସ୍ତାରେ ବୁଧବାର ବହୁଘଣ୍ଟା ଧରି ଲଗାଣ ବର୍ଷା ହେବା ପରେ ସ୍ଥାନୀୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ବିଭିନ୍ନ ସ୍ଥାନରେ ପାଣି ଜମାହେବା ଫଳରେ ଗାଡ଼ି ମୋଟର ଯିବା ଆସିବା ଏବଂ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।…
ମଣିପୁର ଜଳୁଛି, ମୋଦି ପାରୁନାହାନ୍ତି
ନୂଆଦିଲ୍ଲୀ/ କୋହିମା/ ଗୁଆହାଟୀ,୨୨ା୬(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁର ଦୀର୍ଘ ୫୦ ଦିନ ହେଲା ଜଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଣିଶୁଣି ନୀରବ ରହି ଏହି ହିଂସା ପ୍ରଭାବିତ ରାଜ୍ୟକୁ ଅଣଦେଖା କରୁଛନ୍ତି। ମୋଦି ନିଜ କର୍ତ୍ତବ୍ୟ ସମ୍ପାଦନରେ ସମ୍ପୂର୍ଣ୍ଣ…
ଶାହାଙ୍କୁ ଭେଟିଲେ ଜିତନ୍ରାମ ମାନ୍ଝି
ନୂଆଦିଲ୍ଲୀ, ୨୨ା୬ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ବିରୋଧୀ ଦଳଗୁଡ଼ିକର ମିଳିତ ବୈଠକ ଆୟୋଜନ କରୁଥିବାବେଳେ ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା (ଏଚ୍ଏଏମ୍) ଅଧ୍ୟକ୍ଷ ଜିତନ୍ରାମ ମାନ୍ଝି ବୁଧବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବା ତାଙ୍କ ପାଇଁ ଶକ୍ତ ଧକ୍କା…
ମୋଦି ସରକାର ଗରିବ ବିରୋଧୀ: କଂଗ୍ରେସ
ନୂଆଦିଲ୍ଲୀ, ୨୨ା୬(ପି.ଟି.) : କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଗରିବ ବିରୋଧୀ ବୋଲି ବୁଧବାର କଂଗ୍ରେସ ଅଭିଯୋଗ କରିଛି। ଖୋଲା ବଜାର ବିକ୍ରି ଯୋଜନା (ଓଏମ୍ଏସ୍ଏସ୍)ରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଖାଦ୍ୟଶସ୍ୟ ବିକ୍ରି ବନ୍ଦ କରିଦେଇଛନ୍ତି। କର୍ନାଟକ ସରକାରଙ୍କ ଅନ୍ନ ଭାଗ୍ୟ…

