ଜାତୀୟ

କୋଓ୍ବିନ ଆପରୁ ତଥ୍ୟ ଲିକ୍‌ ଘଟଣାରେ ୨ ଗିରଫ

ବିହାର,୨୨।୬: କୋଓ୍ବିନ ଆପରୁ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ଅଭିଯୋଗ ହୋଇଛି ଯେ ଏହି ଉଭୟ ବ୍ୟକ୍ତି କୋଓ୍ବିନ ଆପର ତଥ୍ୟ ଲିକ୍‌ କରିବାରେ ସମ୍ପୃକ୍ତ ଅଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ନାବାଳକ…

ଶୁକ୍ରବାର ହେବାକୁ ଥିବା ବିରୋଧୀ ଦଳ ବୈଠକରେ ସାମିଲ ହେବନି ଟିଡିପି

ବିହାର,୨୨।୬: ଶୁକ୍ରବାର ଅର୍ଥାତ୍‌ ଜୁନ ୨୩ରେ ବିହାରରେ ହେବାକୁ ଥିବା ବିରୋଧୀ ଦଳ ବୈଠକରେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାମିଲ ହେବ ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଟିଡିପି ଏ ପର୍ଯ୍ୟନ୍ତ ଏହି ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ…

ଆମେରିକାରେ ଉଠିଲା ନାହିଁ ଚାଇନା କଥା, ଖାଲି ହାତରେ ସ୍ବଦେଶ ଫେରିବେ ମୋଦି: ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ,୨୨।୬: ସ୍ବରାଷ୍ଟ୍ର ଅମିତ ଶାହାଙ୍କ ପରେ ଭାରତୀୟ ଜନତା ପାର୍ଟି(ଭାଜପା)ନେତା ସୁବ୍ରମଣ୍ୟମ ସ୍ବାମୀ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏଥର ସେ ଚାଇନା ପ୍ରସଙ୍ଗରେ ନିଜ ସରକାରକୁ ଘେରି ରହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକୀୟ ଗସ୍ତ ବିଷୟରେ ସୁବ୍ରମଣ୍ୟମ…

ବେଆଇନ ନିର୍ମାଣ ହଟାଇବାକୁ ଆସିଥିବା ଅଧିକାରୀଙ୍କ ଉପରକୁ ଲାଠିମାଡ କଲେ ସ୍ଥାନୀୟ ଲୋକେ

ନୂଆଦିଲ୍ଲୀ,୨୨।୬: ଦିଲ୍ଲୀ ମାଣ୍ଡୱାଲୀ ଅଞ୍ଚଳର ଏକ ମନ୍ଦିର ବାହାରେ ଥିବା ବେଆଇନ ନିର୍ମାଣକୁ ହଟାଇବା ନେଇ ସ୍ଥାନୀୟ ଲୋକମାନେ ତୀବ୍ର ବିରୋଧ କରିଥିଲେ। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ଏବଂ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜି ଥିଲା। ପ୍ରଶାସନ ପକ୍ଷରୁ କୁହାଯାଇଛି…

ମହାରାଷ୍ଟ୍ର ଲୋକଙ୍କୁ ଦେବାକୁ ପଡୁଛି ଅରାଜକତାର ମୂଲ୍ୟ: ମୋଦିଙ୍କୁ ସମାଲୋଚନା କଲେ ଶରଦ ପାଓ୍ବାର…

ମୁମ୍ବାଇ,୨୨।୬ : ଏନସିପି ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। କୃଷି ପ୍ରସଙ୍ଗ ସହିତ ସେ ସାମ୍ପ୍ରଦାୟିକ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପାୱାର କହିଛନ୍ତି, ପ୍ରଧାନମନ୍ତ୍ରୀ କହିଥିଲେ ସେ ଦୁଇ ବର୍ଷ ମଧ୍ୟରେ ଚାଷୀଙ୍କର ଆୟ…

ଆଇଟିବିପି ଅଧିକାରୀଙ୍କ ପୁଅ କନଷ୍ଟେବଳଙ୍କ ଆଖିକୁ ଚଳାଇଲେ ଗୁଳି

ନୂଆଦିଲ୍ଲୀ,୨୨।୬: ଇଣ୍ଡୋ ତିବ୍ଦତୀୟ ସୀମା ସୁରକ୍ଷା ବଳ(ଆଇଟିବିପି) ଅଧିକାରୀଙ୍କ ପୁଅ ଦିଲ୍ଲୀର ଛୱଲା କ୍ୟାମ୍ପରେ ଜଣେ କନଷ୍ଟେବଳ ଆଖିକୁ ଗୁଳି ଚଳାଇଛନ୍ତି। ଗୁଳି ବାଜି କନଷ୍ଟେବଳଙ୍କ ଘଟଣାସ୍ଥଳରେ ମତ୍ୟୁ ହୋଇଛି॥ ମୃତକଙ୍କ ନାମ କୁକ ଭୋପ ସିଂ ଓରଫ ଭୁପେନ୍ଦ୍ର ସିଂ…

ମହାରାଷ୍ଟ୍ରରେ ହୋର୍ଡିଂ ରାଜନୀତି ତେଜିଲା, ଉଦ୍ଧବଙ୍କ ସହ ମୋଗଲ ଶାସକ ଔରଙ୍ଗଜେବଙ୍କ ଫଟୋ ଭାଇରାଲ…

ମୁମ୍ବାଇ,୨୨।୬ : ସମ୍ପ୍ରତି ମୁମ୍ବାଇ ରାଜନୀତିରେ ଔରଙ୍ଗଜେବଙ୍କ ନାମକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। ଏନେଇ ବିଭିନ୍ନ ସ୍ଥାନରେ ହିଂସା ଦେଖାଦେଇଥିବାବେଳେ ଏବେ ଏହାକୁ ନେେଇ କିଛି ବ୍ୟକ୍ତି ହୋର୍ଡିଂ ରାଜନୀତି ଆରମ୍ଭ କରିଛନ୍ତି। ଏବେ କେତେକ ସ୍ଥାନରେ ବିବାଦୀୟ…

ମୋଦିଙ୍କ ଆମେରିକା ଗସ୍ତକୁ ନେଇ ଚିନ୍ତାରେ ପାକିସ୍ତାନ

ନୂଆଦିଲ୍ଲୀ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆମେରିକାରେ ପହଞ୍ଚିଛନ୍ତି। ମୋଦିଙ୍କ ଏହି ଗସ୍ତ ଉପରେ ସାରା ବିଶ୍ୱର ନଜର ରହିଛି। ବିଶେଷ କରି ପାକିସ୍ତାନ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ବଢିବାକୁ ନେଇ ଚିନ୍ତାରେ ପଡି ଯାଇଛି। ପାକିସ୍ତାନ ଲୋକେ…

ସେମାନେ ଆମକୁ ଗୁଳି କରି ପାରିବେ, ଜେଲ ପଠାଇ ପାରିବେ: ଠାକରେ ପରିବାର ସୁରକ୍ଷା ହ୍ରାସ ନେଇ କହିଲେ ସଞ୍ଜୟ…

ମୁମ୍ବାଇ,୨୨।୬ : ରାଜ୍ୟସଭା ଏମପି ସଞ୍ଜୟ ରାଉତ ଗୁରୁବାର କହିଛନ୍ତି ଉଦ୍ଧବ ଠାକରେଙ୍କ ପରିବାରର ସୁରକ୍ଷାକୁ ହ୍ରାସ କରିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏହା ଇଡି ଚଢ଼ାଉ ହେଉ କିମ୍ବା ଉଦ୍ଧବ ଠାକରେଙ୍କ ସୁରକ୍ଷାକୁ ହ୍ରାସ କରିବା ହେଉ, ଏସବୁ ରାଜନୀତି…

ପିଥୌରଗଡ଼ରେ ବଡ ଦୁର୍ଘଟଣା, ୫୦୦ ଫୁଟ ତଳକୁ ଖସିଲା ବୋଲେରୋ, ୮ ମୃତ ୨ ଆହତ

ବାଗଶ୍ୱେର,୨୨।୬: ଉତ୍ତରାଖଣ୍ଡର ପିଥୌରଗଡ଼ରେ ବଡ ଧରଣର ଦୁର୍ଘଟଣା ହୋଇଛି। ଏକ ବୋଲେରୋ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ୫୦୦ଫୁଟ ତଳେ ଥିବା ଖାଇକୁ ଖସି ପଡିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଆହତ ହୋଇଥିବା ସୂଚନା ମିଳିଛି।…

୪ ମାସରେ ଶିବରାଜ ସରକାର ହେବେ ବିଦାୟ: କମଲନାଥ…

ଭୋପାଳ,୨୨।୬ : ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ଏବଂ କଂଗ୍ରେସ ପ୍ରମୁଖ ଦଳ ନିଜ ନିଜ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ସେହି କ୍ରମରେ ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ତଥା ପିସିସି ମୁଖ୍ୟ କମଲ ନାଥ ଶାଜାପୁରର ଆକୋଦିଆରେ…

ଜଳୁଥିବା ମଣିପୁରକୁ ଅଣଦେଖା କରି ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ଯୁକ୍ତିଯୁକ୍ତ କି: ଜେଡିୟୁ…

ପାଟନା,୨୨।୬ : ମଣିପୁର ହିଂସା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ନେଇ ଜେଡିୟୁ ନେତା କେସି ତ୍ୟାଗୀଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତକୁ ଆମେ ବିରୋଧ କରୁନାହୁଁ। ଏହା ପୂର୍ବରୁ ମଧ୍ୟ ଅନେକ ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?