ଜାତୀୟ

ଆଇଆଇଟି କାନପୁରରେ କୃତ୍ରିମ ବର୍ଷାର ଟେଷ୍ଟ ସଫଳ

କାନପୁର,୨୩।୬: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି-କାନପୁର (ଆଇଆଇଟି-କେ) ସଫଳତାର ସହ କ୍ଲାଉଡ ସିଡିଂ ପାଇଁ ଏକ ବିମାନର ସଫଳ ପରୀକ୍ଷଣ କରାଯାଇଛି। ଗୁରୁବାର ଆଇଆଇଟି-କେ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଅନୁଷ୍ଠାନ ଜୁନ ୨୧ରେ କ୍ଲାଉଡ ସିଡିଂ ପାଇଁ…

ଗେହଲୋଟ-ପାଇଲଟଙ୍କ ବିବାଦର ସମାଧାନ ପାଇଁ ପହଞ୍ଚିଲେ ଭେଣୁଗୋପାଳ

ଜୟପୁର,୨୩।୬: କଂଗ୍ରେସ ସଙ୍ଗଠନର ମହାସଚିବ କେସି ଭେଣୁଗୋପାଳ ଗୁରୁବାର ବିଳମ୍ବିତ ରାତିରେ ରାଜସ୍ଥାନ ଜୟପୁରରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସହ ଦୀର୍ଘ ସମୟ ଧରି କଥା ହୋଇଛନ୍ତି। ଏହି ସାକ୍ଷାତକାର ସମୟରେ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲୋଟ ଓ ସଚ୍ଚିନ ପାଇଲଟଙ୍କ ମଧ୍ୟରେ…

ପ୍ରଧାନମନ୍ତ୍ରୀ ପାଇଁ ସବୁଠାରୁ ଭଲ ଚେହେରା ମୁଁ: ପୂର୍ବତନ ରାଜ୍ୟପାଳ

ନୂଆଦିଲ୍ଲୀ,୨୩।୬: ହରିୟାଣା ରୋହତକ ଜିଲାର ସାଂପଲାରେ ଚୌଧୁରି ଛୋଟୁରାମ ସ୍ମାରକ ସ୍ଥଳରେ ଗୁରୁବାର ଏକ କୃଷକ ମହାପଞ୍ଚାୟତର ଆୟୋଜନ ହୋଇଥିଲା। ଏହି ମହାପଞ୍ଚାୟତରେ ପୂର୍ବତନ ରାଜ୍ୟପାଳ ସତ୍ୟ ପାଲ ମଲିକ ପହଞ୍ଚିଥିଲେ। ଏହି ସମୟରେ ସେ କହିଥିଲେ କି ଯେତେବେଳେ ବିରୋଧି…

କୁପୱାଡାରେ ୪ ଆତଙ୍କବାଦୀ ନିହତ…

ଶ୍ରୀନଗର,୨୩।୬: ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ପୋଲିସ ଓ ଭାରତୀୟ ସେନାର ମିଳିତ ଅଭିଯାନରେ କୁପୱାଡାର ମଚ୍ଛଲ ସେକ୍ଟରେ ୪ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ଏହି ଆତଙ୍କବାଦୀମାନେ…

ଆମେ ଏକାଠି ହୋଇ ଭାଜପାକୁ ହରାଇବୁ: ରାହୁଲ

ପାଟନା,୨୩।୬: ପାଟନାରେ ବିରୋଧୀ ଦଳ ବୈଠକ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଆମେ ଏକାଠି ହୋଇ ଭାଜପାକୁ ପରାସ୍ତ କରିବାକୁ ଯାଉଛୁ। କର୍ନାଟକରେ ଭାଜପାକୁ ପରାସ୍ତ କରିଛୁ। ସେ ଦାବି କରିଛନ୍ତି, ତେଲଙ୍ଗାନା, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ…

ଶିବରାଜ ସରକାର ଗାଦିରୁ ହଟିବ: କମଲ ନାଥ

ଭୋପାଳ,୨୩।୬: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ଏବଂ କଂଗ୍ରେସ ନିଜ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏହି ଅବସରରେ ରାଜ୍ୟର ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ତଥା ପିସିସି ମୁଖ୍ୟ କମଲ ନାଥ ଭାଜପା ସରକାରକୁ ଟାର୍ଗେଟ କରିଛନ୍ତି। ଶାଜାପୁରର…

ପାଟନାରେ ପହଞ୍ଚିଲେ ରାହୁଲ, ଖାର୍ଗେ, ଶରଦ ପାୱାର, ଆଉ କିଛି ସମୟ ପରେ ବୈଠକ

ପାଟନା,୨୩।୬: ବିହାରର ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୟରେ ଆଉ କିଛି ସମୟ ପରେ ବିରୋଧୀ ଦଳ ବୈଠକ ଆରମ୍ଭ ହେବ। ବୈଠକରେ ସାମିଲ ହେବା ପାଇଁ ବିରୋଧୀ ଦଳର ନେତାମାନେ ଲଗାତାର ପାଟନା ବିମାନବନ୍ଦରରେ ପହଞ୍ଚୁଛନ୍ତି। ଓମାର ଅବଦୁଲ୍ଲା, ରାହୁଲ…

ଆସାମ ବନ୍ୟା: ୫ ଲକ୍ଷ ଲୋକ ପ୍ରଭାବିତ, ୧୪,୦୦୦ ବାସହୀନ, ଜଣେ ମୃତ

ଗୁଆହାଟୀ,୨୩।୬: ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ରାଜ୍ୟରେ ଲଗାତାର ବର୍ଷା ହେତୁ ଅନେକ ଅଞ୍ଚଳ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇରହିଛି। ଏହି କାରଣରୁ ପ୍ରାୟ ୫ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିସହ ଆସାମର ପ୍ରାୟ ୧୨ଟି ଜିଲା ବନ୍ୟା ଦ୍ୱାରା…

ରାହୁଲଙ୍କୁ ‘ଦେବଦାସ’ ସହ ତୁଳନା କଲା ଭାଜପା

ନୂଆଦିଲ୍ଲୀ,୨୩।୬: ବିହାରରେ ବିରୋଧି ଦଳର ଏକତା ବୈଠକକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଲଗାତାର ପୋଷ୍ଟର ମାଧ୍ୟମରେ ବିରୋଧୀ ନେତାଙ୍କୁ ଟାର୍ଗେଟ କରି ଚାଲିଛି। ଏବେ ଭାଜପା ରାହୁଲ ଗାନ୍ଧୀଙ୍କ ତୁଳନା ‘ଦେବଦାସ’ ସହ କରିଛି। ସୂଚନାଯୋଗ୍ୟ, ବିରୋଧି ଦଳର ବୈଠକ…

ବିରୋଧୀଙ୍କ ଗୁପ୍ତ ଏଜେଣ୍ଡା ସମ୍ପର୍କରେ କହିଲା ଭାଜପା

ପାଟନା,୨୩।୬: ବିରୋଧୀ ଏକତା ସମ୍ପର୍କରେ ଆଜି ବିହାରର ରାଜଧାନୀ ପାଟନାରେ ବିରୋଧୀଙ୍କ ଏକ ବୈଠକ ଅନୁଷ୍ଠିତ ହେବ। ବିରୋଧୀ ଦଳର ଏହି ବିଶାଳ ସମାବେଶରେ ଝାଖଣ୍ଡର ଭାଜପା ନେତା ବାବୁଲାଲ ମାରାଣ୍ଡି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପାଟନାରେ ଅନୁଷ୍ଠିତ ହେବାକୁ…

ନୀତୀଶଙ୍କ ବରଯାତ୍ରୀର ବର କିଏ? ବିରୋଧୀ ଦଳ ବୈଠକ ପୂର୍ବରୁ ଭାଜପାର କଟାକ୍ଷ

ନୂଆଦିଲ୍ଲୀ, ୨୩।୬: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରତ୍ୟେକ ଥର ଭଳି ବିରୋଧୀ ମଧ୍ୟ ଏଥର ଏକୀକରଣ ଅଭ୍ୟାସ ଆରମ୍ଭ କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ…

ମୋଦିଙ୍କ ସହ ଚିୟର୍ସ କଲେ ବାଇଡେନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩ା୬: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ହ୍ବାଇଟ୍‌ ହାଉସରେ ‘ଷ୍ଟେଟ୍‌ ଡିନର’ କରିଥିଲେ। ଏହି ସମୟରେ ପରସ୍ପର ଖୁସିର ମୁହୂର୍ତ୍ତ ବାଣ୍ଟିଥିଲେ। ରାଷ୍ଟ୍ରପତି ବାଇଡେନ ମଦ୍ୟପାନ ନ କରି ଟୋଷ୍ଟ ବା ଚିୟର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?