୧୭ ଜୁଲାଇରେ ଆରମ୍ଭ ହୋଇପାରେ ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ,୨୮।୬: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରେ ଆରମ୍ଭ ହୋଇପାରେ। ଆସନ୍ତା କିଛି ଦିନ ମଧ୍ୟରେ ସଂସଦୀୟ ବ୍ୟାପାର କମିଟି (ସିସିପିଏ) ର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…
୧୦-୧୫ ଦିନରେ କମିବ ଟମାଟୋ ଦର, କିଲୋପିଛା ଦାମ ୧୧୨ ଟଙ୍କା ଛୁଇଁଲା…
ନୂଆଦିଲ୍ଲୀ,୨୮।୬ : ଦେଶରେ ଟମାଟୋ ମୂଲ୍ୟରେ ବୃଦ୍ଧି ପ୍ରକ୍ରିୟା ଜାରି ରହିଛି। ଦେଶର ଅନେକ ସହରରେ ଟମାଟୋ କିଲୋ ପିଛା ୧୦୦ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି। ଟମାଟୋର ମୂଲ୍ୟ ବୁଧବାର ୧୧୨ ଟଙ୍କା ଛୁଇଁଛି। ଏହାର ଦାମ ବୃଦ୍ଧି…
ଦେଶରେ ୪୭ ପ୍ରତିଶତ ଅଞ୍ଚଳରେ ନାହିଁ ମୌସୁମୀ ବର୍ଷା: ଚିନ୍ତାରେ ଚାଷୀ…
ନୂଆଦିଲ୍ଲୀ,୨୮।୬ : କେରଳରେ ପହଞ୍ଚିବାରେ ୭ ଦିନ ବିଳମ୍ବ ଏବଂ ଦକ୍ଷିଣ ଉପଦ୍ୱୀପ ଉପରେ ସପ୍ତାହେ ଧରି ଅଟକି ରହିଥିବା ସତ୍ତ୍ୱେତ୍ତେ୍ଦକ୍ଷିଣ-ପଶ୍ଚିମ ମୌସୁମୀ ଦେଶର ଅଧିକାଂଶ ଅଞ୍ଚଳରେ ବର୍ଷା କରିଛି। ଶକ୍ତିଶାଳୀ ଘୂର୍ଣ୍ଣିବଳୟ ବିପର୍ଯ୍ୟୟର ପ୍ରଭାବ ଶେଷ ହେବା ମାତ୍ରେ ମୌସୁମୀ…
ଆଇଆଇଟି ବମ୍ବେ ବିଶ୍ୱର ଶ୍ରେଷ୍ଠ ୧୫୦ ବିଶ୍ୱବିଦ୍ୟାଳୟ ତାଲିକାରେ…
ନୂଆଦିଲ୍ଲୀ,୨୮।୬ : କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ ୨୦୨୪ ପ୍ରକାଶିତ ହୋଇଛି। ବିଭିନ୍ନ ମାପଦଣ୍ଡ ଆଧାରରେ ବିଶ୍ୱର ଅନୁଷ୍ଠାନଗୁଡିକର ମୂଲ୍ୟାଙ୍କନ କରିବା ପରେ ଏହାକୁ ଏକ ସ୍କୋର ଦିଆଯାଇଛି। ଏହି ସ୍କୋର ଆଧାରରେ ର଼୍ୟାଙ୍କିଙ୍ଗ ପ୍ରସ୍ତୁତ ହୋଇଛି। ଏହି ର଼୍ୟାଙ୍କିଙ୍ଗରେ ଆଇଆଇଟି…
‘ଆଦିପୁରୁଷ’ ବ୍ୟାନ ଉପରେ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ
ନୂଆଦିଲ୍ଲୀ,୨୮।୬: ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ହିନ୍ଦୁ ମହାକାବ୍ୟ ରାମାୟଣ ଉପରେ ଆଧାରିତ ଚଳଚ୍ଚିତ୍ର ‘ଆଦିପୁରୁଷ’ଉପରେ ଅଭିଯୋଗ ହୋଇଛି ଯେ, ହିନ୍ଦୁ ତଥା ଏହି ଚଳଚ୍ଚିତ୍ରରେ ଦେଖାହୋଇଥିବା ଦେବତାମାନଙ୍କ…
ଝିଅଙ୍କ ହାତ ଧରିବା, ଏକାଠି ବସିବା ଉପରେ ବ୍ୟାନ ଲଗାଇଲା ଏହି କଲେଜ, ଜାଣନ୍ତୁ ପୂରା ମାମଲା
କୋଲକାତା,୨୮।୬: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଧ୍ୟରେ ସାମିଲ ଥିବା ପଶ୍ଚିମବଙ୍ଗର କୋଲକାତାର ପ୍ରେସିଡେନ୍ସି କଲେଜ ଛାତ୍ରୀଛାତ୍ରଙ୍କ ପାଇଁ ଏକ ନୂତନ ଆଦେଶ ଜାରି କରିଛି। ଏହି ନିୟମ ଅନୁଯାୟୀ କଲେଜର ଛାତ୍ରୀଛାତ୍ର ଏବେ କ୍ୟାମ୍ପସରେ ଏକାଠି ଏକୁଟିଆ ବସିପାରିବେ ନାହିଁ। ଏପରିକି…
ନଦୀକୁ ଖସିଲା ଟ୍ରକ: ୧୦ ମୃତ, ୩୦ ଆହତ
ଭୋପାଳ,୨୮।୬: ମଧ୍ୟପ୍ରଦେଶର ଦାତିଆରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଭାରସାମ୍ୟ ହରାଇ ନଦୀରେ ଖସିପଡିବା ଫଳରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଲୋକ ବିବାହ ସମାରୋହରୁ ଟ୍ରକରେ ଯୋଗେ…
ଗୁରୁବାର ମଣିପୁର ଗସ୍ତ କରିବେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ,୨୮।୬: ମଣିପୁର ହିଂସା ୫୦ରୁ ଅଧିକ ଦିନ ହେଲା ଥମିବାର ନାଁ ନେଉନାହିଁ। ଦିନକୁ ଦିନ ମଣିପୁରର ସ୍ଥିତି ବିଗି ଲାଗିଥିବା ବେଳେ କେନ୍ଦ୍ର ସରକାର ଖୁବଶୀଘ୍ର ଶାନ୍ତି ଫେରିବ ବୋଲି ଆଶ୍ୱସନା ଦେଇ ଚାଲିଛନ୍ତି। ଏସବୁ ଭିତରେ କଂଗ୍ରେସ ନେତା…
ମୋଦିଙ୍କ ଅମଳରେ କ୍ଷୀର ୫୦%ରୁ ଊର୍ଦ୍ଧ୍ୱ ମହଙ୍ଗା
ନୂଆଦିଲ୍ଲୀ,୨୮।୬: (କୁଲଦୀପ ସିଂ): କିଛିମାସ ହେଲା କ୍ଷୀର ଦାମ୍ ବଢ଼ିଚାଲିଥିବାବେଳେ ଉତ୍ପାଦନ ବୃଦ୍ଧି କରି ଏହା ଉପରେ ଲଗାମ ଲଗାଇବା ପାଇଁ ଉଦ୍ୟମ କରାଯିବ ବୋଲି ମଙ୍ଗଳବାର କେନ୍ଦ୍ର ସରକାର କହିଛନ୍ତି। ତେବେ କେଉଁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କ୍ଷୀର ଦାମ୍…
ହ୍ବିଲ ଚେୟାରରେ ନଜର ଆସିଲେ ମମତା: ହେଲିକପ୍ଟର ଜରୁରୀ ଅବତରଣ କରିବା ବେଳେ ହୋଇଥିଲେ ଆହାତ
ନୂଆଦିଲ୍ଲୀ,୨୮।୬: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିବା ବେଳେ ଆହତ ହୋଇଛନ୍ତି। ତାଙ୍କ ଆଣ୍ଠୁ ଓ ହିପ୍ରେ ଆଘାତ ଲାଗିଛି। ଏଥିପାଇଁ ସେ ହସ୍ପିଟାଲରେ ଭର୍ତ୍ତି ମଧ୍ୟ ହୋଇଥିଲେ। ସୂଚନାଯୋଗ୍ୟ, ବିମାନବନ୍ଦରରେ ହେଲିକପ୍ଟରରୁ ଓହ୍ଲାଇବାକୁ ଚେଷ୍ଟା କରୁଥିବା…
ସୁପରଟେକ ମାଲିକ ଆର.କେ ଆରୋରାଙ୍କୁ ଗିରଫ କଲା ଇଡି
ନୂଆଦିଲ୍ଲୀ,୨୮।୬: କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଇଡି ରିଏଲ ଇଷ୍ଟେଟ ଡେଭଲପର୍ ସୁପରଟେକର ଚେୟାରମ୍ୟାନ ଆର.କେ ଆରୋରାଙ୍କୁ ଗିରଫ କରିଛି। ସୂତ୍ରରୁ ପ୍ରକାଶ ଯେ ଆର.କେ ଆରୋରାଙ୍କୁ ପିଏମ୍ଏଲଏ ଅଧୀନରେ ଗିରଫ କରାଯାଇଛି। ମଙ୍ଗଳବାର ଇଡି ଆର.କେ ଆରୋରାଙ୍କୁ ସମନ ଜାରି କରି…
ହିନ୍ଦୁ ସହିଷ୍ଣୁ ବୋଲି ସେମାନଙ୍କ ପରୀକ୍ଷା ନିଆଯିବ କି
ଲକ୍ଷ୍ନୌ, ୨୮।୬: ପାନ୍ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’କୁ ବ୍ୟାନ୍ କରାଯିବା ନେଇ ଆଲ୍ଲାହାବାଦ ହାଇକୋର୍ଟରେ ଦାଏର ପିଟିଶନର ଶୁଣାଣି ମଙ୍ଗଳବାର ହୋଇଛି। ଫିଲ୍ମର ଡାଇଲଗ୍ ଓ କିଛି ସିନ୍କୁ ଅତି ନିମ୍ନ ମାନର ହୋଇଥିବା ଜଷ୍ଟିସ୍ ରାଜେଶ ସିଂ ଚୌହାନ ଏବଂ…

