ଜାତୀୟ

ସିଦ୍ଧାନ୍ତଗତ ସମର୍ଥନ ଦେବ ଏଏପି

ନୂଆଦିଲ୍ଲୀ,୨୯ା୬: ଅଧିକାଂଶ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସହ ମୁହାଁମୁହିଁ ଅବସ୍ଥାରେ ରହୁଥିବା ଦିଲ୍ଲୀର ଶାସକ ଦଳ ଆମ୍‌ ଆଦ୍‌ମି ପାର୍ଟି (ଏଏପି) ଏକକ ନାଗରିକ ଦଓ୍ବୋନୀ ସଂହିତାକୁ ସିଦ୍ଧାନ୍ତଗତ ସମର୍ଥନ ଦେବାକୁ ଘୋଷଣା କରିଛି। ତେବେ କେନ୍ଦ୍ର ସରକାର…

ଲୋକଙ୍କ ଉପରେ ଲଦି ଦିଆଯାଇପାରିବ ନାହିଁ: ଚିଦାମ୍ବରମ୍‌

ନୂଆଦିଲ୍ଲୀ,୨୯ା୬: ଏକ ଏଜେଣ୍ଡା ପ୍ରେରିତ ସଂଖ୍ୟାଗରିଷ୍ଠ ସରକାର ଦ୍ୱାରା ୟୁସିସିକୁ ବଳପୂର୍ବକ ଲୋକଙ୍କ ଉପରେ ଲଦିଆଯାଇପାରିବ ନାହିଁ। କାରଣ ଏହା ଲୋକଙ୍କ ମଧ୍ୟରେ ବିଭାଜନକୁ ପ୍ରଶସ୍ତ କରିବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ କହିଛନ୍ତି।…

ୟୁସିସି: ଆବଶ୍ୟକତା ବନାମ ଅସ୍ତ୍ର

ନୂଆଦିଲ୍ଲୀ,୨୯ା୬(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶରୁ ଫେରିବା ପରେ ମଙ୍ଗଳବାର ମଧ୍ୟପ୍ରଦେଶର ଭୋପାଳରେ ଭାଜପା କର୍ମୀମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ଦେଶରେ ସମାନ ଦଓ୍ବୋନୀ ସଂହିତା ବା ଏକକ ନାଗରିକ ସଂହିତା (ୟୁସିସି) ଲାଗୁ…

ପ୍ରତିଷ୍ଠା ହେବ ଜାତୀୟ ଗବେଷଣା ଫାଉଣ୍ଡେଶନ

ନୂଆଦିଲ୍ଳୀ,୨୮ା୬: ଦେଶର ଗବେଷଣା କ୍ଷମତା ବଢ଼ାଇବା ପାଇଁ ନୂତନ ପାଣ୍ଠି ଯୋଗାଣକାରୀ ସଂସ୍ଥା ଜାତୀୟ ଗବେଷଣା ଫାଉଣ୍ଡେଶନ (ଏନ୍‌ଆର୍‌ଏଫ୍‌) ପ୍ରତିଷ୍ଠା କରାଯିବ। ଏଥିପାଇଁ ଏକ ବିଲ୍‌କୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହି ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହେବା…

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖରଙ୍କୁ ଗୁଳି

ସାହରନପୁର(ଉତ୍ତରପ୍ରଦେଶ), ୨୮ା୬: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ କାର୍‌ ଉପରକୁ ବୁଧବାର କେତେଜଣ ଆକ୍ରମଣକାରୀ ଗୁଳି ଚଳାଇଥିଲେ। ଏଥିରେ ଆଜାଦ ଆହତ ହୋଇଥିବା ପୋଲିସ କହିଛି। ଗୁଳି ଆଜାଦଙ୍କ ପେଟରେ ବାଜିଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ…

ଜୁଲାଇ ତୃତୀୟ ସପ୍ତାହରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ

ନୂଆଦିଲ୍ଳୀ,୨୮ା୬: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇପାରେ। ଅଧିବେଶନ ପ୍ରଥମେ ପୁରୁଣା ଭବନରେ ଆରମ୍ଭ ହୋଇ ମଧ୍ୟଭାଗରୁ ନୂଆ ବିଲ୍ଡିଂରେ ହେବ ବୋଲି ସଂସଦୀୟ ସୂତ୍ରରୁ ସୂଚନା ମିଳିଛି। ନୂଆ ପାର୍ଲାମେଣ୍ଟ ବିଲ୍ଡିଂକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଜଳିଗଲା ରଥ: ୬ ଶ୍ରଦ୍ଧାଳୁ ମୃତ, ୧୫ ଆହତ

ଅଗରତାଲା,୨୮ା୬: ବୁଧବାର ସନ୍ଧ୍ୟାରେ ତ୍ରିପୁରାର ଉନାକୋଟି ଜିଲାରେ ଏକ ବଡ଼ ଅଘଟଣ ଘଟିଛି। ରଥଟଣା ଚାଲିଥିବା ବେଳେ ରଥଟି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସିଯିବାରୁ ରଥ ଜଳି ଯାଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି। ୧୫ରୁ ଊର୍ଦ୍ଧ୍ୱ…

ଦିଲ୍ଲୀରେ ଏକାକି ନିର୍ବାଚନ ଲଢିବ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି

ନୂଆଦିଲ୍ଲୀ,୨୮।୬: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକଜୁଟ ହେବାରେ ଲାଗିଥିବା ବିରୋଧୀ ଦଳ ଜୁନ ୨୩ରେ ବିହାରର ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଥିଲେ। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ଅଧ୍ୟକ୍ଷ…

ମନ୍ଦିରରେ ଲାଗୁ ହେଲା ଡ୍ରେସ୍‌ କୋଡ୍‌; ଛୋଟ ଡ୍ରେସ୍‌ ପିନ୍ଧି ମନ୍ଦିର ପ୍ରବେଶ ମନା

ନୂଆଦିଲ୍ଲୀ,୨୮।୬:ଭାରତର ଅନେକ ମନ୍ଦିରରେ ଡ୍ରେସ କୋଡ୍‌ ନିୟମ ଲାଗୁ ହୋଇଛି। ଏଥିରେ ମନ୍ଦିରକୁ ଛୋଟ ଡ୍ରେସ୍‌ ପିନ୍ଧି ଯିବାକୁ ନିଷେଧାଦେଶ ଜାରି କରାଯାଇଛି। ଋଷିକେଶ ମନ୍ଦିରରେ ଏହି ନିୟମ ଲାଗୁ ହେବା ପରେ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି। ଏହି…

ୟୁନିଫର୍ମ ସିଭିଲ କୋଡକୁ ନେଇ ପ୍ରଶ୍ନ ଉଠାଇଲେ ସଲମାନ ଖୁର୍ସିଦ

ନୂଆଦିଲ୍ଲୀ,୨୮।୬: ଗତ କିଛିଦିନ ହେବ ଦେଶରେ ୟୁନିଫର୍ମ ସିଭିଲ କୋର୍ଡ(ୟୁସିସି)କୁ ନେଇ ଲଗାତାର ଚର୍ଚ୍ଚା ହେଉଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଥିଲେ କି ଗୋଟିଏ ଘରେ ଦୁଇଟି ନିୟମ ଚାଲି ପାରିବ ନାହିଁ। ଏହାପରେ ଲାଗାତାର ରାଜନୈତିକ…

ଅପରେଶନ ଥିଏଟରରେ ହିଜାବ ପିନ୍ଧିବାକୁ ଅନୁରୋଧ କଲେ ମୁସଲମାନ ଛାତ୍ର, କଲେଜ କହିଲା ସମ୍ଭବ ନୁହେଁ

ଥିରୁଭାନନ୍ତପୁରମ,୨୮।୬: କର୍ନାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ବିଚାରାଧୀନ ରହିଛି ସତ, କିନ୍ତୁ ଏହି ବିବାଦ ଦେଶର ବିଭିନ୍ନ ରାଜ୍ୟରେ ମୁଣ୍ଡ ଟେକିଛି। ଏଭଳି ଏକ ମାମଲା ଏବେ କେରଳରେ ସାମ୍ନାକୁ ଆସିଛି। ଏଠାରେ ଥିରୁଭାନ୍ତପୁରମ ମେଡିକାଲ…

‘ୟୁସିସିକୁ ବିରୋଧ କରୁନାହୁଁ କିନ୍ତୁ…’, ଜେଡିୟୁ

ପାଟନା,୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମଧ୍ୟ ପ୍ରଦେଶର ଭୋପାଳରେ ସମାନ ନାଗରିକ ସଂହିତା ଉପରେ ବୟାନ ଦେବା ପରେ ଏବେ ଏହି ପ୍ରସଙ୍ଗ ବେଶ ଉଷ୍ମ ବାତାବରଣ ସୃଷ୍ଟି କରିଛି। ଏବେ ଜେଡିୟୁ ୟୁସିସିକୁ ନେଇ ନିଜର ମତ ରଖିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?