ଜାତୀୟ

ଅଗଷ୍ଟ ୧ରୁ ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଶବ୍ୟାପୀ ବିକ୍ଷୋଭ

ନୂଆଦିଲ୍ଲୀ,୩୦ା୪: ଚାଷୀଙ୍କୁ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି), ପେନ୍‌ସନ ଏବଂ ବିସ୍ତୃତ ଫସଲ ବୀମା ଯୋଜନା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଅଗଷ୍ଟ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ। କୃଷକ ସଙ୍ଗଠନ ପକ୍ଷରୁ…

ପ୍ରଧାନମନ୍ତ୍ରୀ ଗାଳିଖାଇ କାନ୍ଦୁଛନ୍ତି, ମୋ ଭାଇ ଛାତିରେ ଗୁଳିବିଦ୍ଧ ପାଇଁ ପ୍ରସ୍ତୁତ, ରାହୁଲଙ୍କ ଠାରୁ କିଛି ଶିଖନ୍ତୁ: ପ୍ରିୟଙ୍କା…

ନୂଆଦିଲ୍ଲୀ,୩୦।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୯୧ ଗାଳି ଦିଆଯାଇଥିବା ମନ୍ତବ୍ୟର ଜବାବ କଂଗ୍ରେସ ଦେଇଛି। କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ମହାସଚିବ ପ୍ରୟଙ୍କା ଗାନ୍ଧୀ ଭଦ୍ରା ରବିବାର କହିଛନ୍ତି। ମୋଦି ଦେଶର ଜଣେ ଏଭଳି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ଗାଳିଖାଇ ଲୋକଙ୍କ…

ସମସ୍ତ ରାଜ୍ୟ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ କରିବେ ପାଳନ: କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି…

ନୂଆଦିଲ୍ଲୀ,୩୦।୪ : ଏବେ ଦେଶର ସମସ୍ତ ରାଜ୍ୟ ପରସ୍ପରର ପ୍ରତିଷ୍ଠା ଦିବସ ପାଳନ କରିବେ। କେନ୍ଦ୍ରର ଭାରତୀୟ ଜନତା ପାର୍ଟି ସରକାର ଏହି ବଡ଼ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହା ଅନ୍ତର୍ଗତ ସମସ୍ତ ରାଜ୍ୟ ବର୍ତ୍ତମାନ କେବଳ ନିଜର ପ୍ରତିଷ୍ଠା ନୁହେଁ…

ଗରିବ ମା’ କରଜ ଫେରସ୍ତ ନ କରିବାରୁ ନାବାଳିକା ଝିଅଙ୍କୁ ଜୋରଜବରଦସ୍ତ ବିବାହ କଲେ ୪୦ ବର୍ଷ ବୟସ୍କ ବ୍ୟକ୍ତି…

ପାଟନା,୩୦।୪ : ବିହାରର ସିୱାନ ଜିଲାର ମେରଓ୍ବା ପୋଲିସ ଷ୍ଟେଶନ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ୧୧ ବର୍ଷର ନାବାଳିକାକୁ ବିବାହ କରିଛନ୍ତି। କୁହାଯାଉଛି, ଅଭିଯୁକ୍ତ ନାବାଳିକାର ମା’ଙ୍କୁ ଦୁଇ ଲକ୍ଷ…

ମୋ ସହିତ ଦୌଡ଼ି ପାରିବେ: ମୋଦିଙ୍କୁ ସିଦ୍ଧରାମୈୟାଙ୍କ ଚ୍ୟାଲେଞ୍ଜ…

ବେଙ୍ଗାଲୁରୁ,୩୦।୪ : କଂଗ୍ରେସର ବରିଷ୍ଠ ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟା ତାଙ୍କ ସହ ଦୌଡ଼ି ପାରିବେ କି ବୋଲି ପଚାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କର୍ନାଟକରେ ଏକ ରାଲିରେ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଶୋଇଥିଲେ ପୌର ଅଧିକାରୀ, ଭିଡ଼ିଓ ଭାଇରାଲ ପରେ ହେଲେ ନିଲମ୍ବିତ…

ଅହମଦାବାଦ,୩୦।୪ : ଗୁଜରାଟର କଚ୍ଛ ଜିଲ୍ଲାର ଭୁଜରେ ଜଣେ ପୌର ଅଧିକାରୀ ସରକାରୀ କାର୍ଯ୍ୟରେ ଶୋଇଥିବାରୁ ନିଲମ୍ବନ ହୋଇଛନ୍ତି। ନିଲମ୍ବିତ ଅଧିକାରୀ ଜିଗର ପଟେଲ ଭୁଜ ପୌରପାଳିକାର ମୁଖ୍ୟ ଅଧିକାରୀ। ଶନିବାର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ଏକ କାର୍ଯ୍ୟକ୍ରମ ଥିଲା। ଏହି…

୨୦୨୬ରେ ପୁଣି କ୍ଷମତାକୁ ଫେରିବେ ମମତା: ଅଭିଷେକ ବାନାର୍ଜୀ…

କୋଲକାତା,୩୦।୪ : ତୃଣମୂଳ କଂଗ୍ରେସ (ଟିଏମସି) ଜାତୀୟ ମହାସଚିବ ତଥା ଏମପି ଅଭିଷେକ ବାନାର୍ଜୀ ଦାବି କରିଛନ୍ତି, ୨୦୨୬ ବିଧାନସଭା ନିର୍ବାଚନରେଟିଏମସି ୨୯୪ ଆସନ ମଧ୍ୟରୁ ୨୪୦ ଟି ଆସନ ଜିତିବ ଏବଂ ମମତା ବାନାର୍ଜୀଙ୍କ ସରକାର ପୁଣି ଥରେ ଗଠନ…

ମହାରାଷ୍ଟ୍ରର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ଏନସିପିର ହେବେ: ଜୟନ୍ତ ପାଟିଲ

ମୁମ୍ବାଇ,୩୦।୪: ମହାରାଷ୍ଟ୍ରରେ ସରକାର ଭାଙ୍ଗିବା ଅନୁମାନ ମଧ୍ୟରେ ଏନସିପିର ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲଙ୍କ ବଡ ବୟାନ ସାମ୍ନାକୁ ଆସିଛି। ପାଟିଲ କହିଛନ୍ତି, ମହାରାଷ୍ଟ୍ରର ପ୍ରରବର୍ତ୍ତି ମୁଖ୍ୟମନ୍ତ୍ରୀ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ହେବେ, ଏହା ସମସ୍ତ ଜନତା ମାନି ନେଲେଣି। ଏହାସହ ସେ…

ନ୍ୟୁଜିଲାଣ୍ଡରେ ମୋଦିଙ୍କ ‘ମନ୍‌ କି ବାତ୍‌’ ଶୁଣି ପୋଷ୍ଟରକୁ ଆଶୀର୍ବାଦ କଲେ ବୃଦ୍ଧା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ନ୍ୟୁୟର୍କ,୩୦ା୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ମନ୍‌ କି ବାତ୍‌’ର ୧୦୦ ତମ ଏପିସୋଡ୍‌ ପ୍ରଚାର କରିଛନ୍ତି। ଯାହା ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍‌ କି ବାତ’ଙ୍କ ଶୁଣିବା…

ଅଖିଳେଶଙ୍କୁ ଧନ୍ୟବାଦ ଦେଲେ ବ୍ରିଜ ଭୂଷଣ

ନୂଆଦିଲ୍ଲୀ,୩୦।୪: ଧାରଣାରେ ବସିଥିବା ରେସଲରଙ୍କ ଅଭିଯୋଗ ରାଜନୀତି ଦ୍ୱାରା ପ୍ରେରିତ ବୋଲି କହିଛନ୍ତି ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂ। ଶନିବାର ସେ କହିଥିଲେ ଇସ୍ତଫା ଦେବା ମୋ ପାଇଁ ବଡ କଥା ନୁହେଁ, ହେଲେ ଜଣେ…

‘ଜାମିନରେ କଂଗ୍ରେସର ରାଜ ପରିବାର, ଦେଉଛନ୍ତି ଉପଦେଶ’, କର୍ନାଟକରେ ମୋଦିଙ୍କ ହୁଙ୍କାର

ବେଙ୍ଗାଲୁରୁ,୩୦।୪: କର୍ନାଟକରେ ପାଖେଇ ଆସୁଥିବା ବିଧାନସଭା ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟରେ ଲାଗି ପଡିଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା)ବି ଏଥିରେ ପଛରେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକରେ ପହଞ୍ଚିଛନ୍ତି। ସେଠାରେ ସେ ଭାଜପାର ନିର୍ବାଚନ…

୬ ହଜାର ତଳେ ଦୈନିକ ସଂକ୍ରମଣ, ସକ୍ରିୟ ମାମଲା ୫୦ ହଜାରରୁ କମ…

ନୂଆଦିଲ୍ଲୀ, ୩୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri