Posted inଜାତୀୟ

ଇସାଇ ଓ ଆଦିବାସୀ ଜନଜାତିଙ୍କ ଉପରେ ୟୁସିସି ଲାଗୁ ନ କରିବା ପାଇଁ କେନ୍ଦ୍ର ଦେଲା ଆଶ୍ୱସନା

ନୂଆଦିଲ୍ଲୀ,୮।୭: ୟୁନିଫର୍ମ ସିଭିଲ କୋଡ୍‌(ୟୁସିସି) ଲାଗୁ ହେବା ନେଇ ଜାତୀୟ ରାଜନୀତି ସରଗରମ ରହିଛି। ମୋଦି ସରକାର ଆସନ୍ତା ମୌସୁମୀ ଅଧିବେଶନରେ ଏହି ବିଲ୍‌କୁ ସଂସଦରେ ପାରିତ କରିବା ନେଇ ଚର୍ଚ୍ଚା ଚାଲିଛି। ନାଗା ପ୍ରତିନିଧିମଣ୍ଡଳ ୟୁସିସି ଲାଗୁ ନ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ତେବେ ଶାହ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ପ୍ରସ୍ତାବିତ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଆଇନରୁ ଇସାଇ ସମ୍ପ୍ରଦାୟ ତଥା କେତେକ ଆଦିବାସୀ ଜନଜାତିଙ୍କୁୁ ବାଙ୍ଦ୍‌ ଦିଆଯିବ। ଏନେଇ କେନ୍ଦ୍ର ବିଚାର କରିବ। ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫି ରିଓଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ନାଗା ପ୍ରତିନିଧି ଦଳ ଶାହାଙ୍କୁ ଭେଟିଥିଲେ। ୟୁସିସିର କାର୍ଯ୍ୟକାରିତା ଏବଂ ଇଣ୍ଡୋ-ନାଗା ଶାନ୍ତି ଆଲୋଚନାରେ ଅଗ୍ରଗତି ନ ହେବା ସହିତ ରାଜ୍ୟର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜର ଅବରୋଧ ମଧ୍ୟରେ, ଭାରତ ଖେଳିଲା ବଡ଼ ଗେମ୍‌, ୨୦୩୦ ପର୍ଯ୍ୟନ୍ତ ସମସ୍ୟାର ହେଲା ଅନ୍ତ, ରୁଷୀୟ ତେଲ ସଂଗ୍ରହ ହେଲା ଆହୁରି ସହଜ!

ନୂଆଦିଲ୍ଲୀ/ମସ୍କୋ,୨୧।୪: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବଂ ହର୍ମୁଜ ପ୍ରଣାଳୀର ଅବରୋଧରୁ ଉତ୍ପନ୍ନ ତୈଳ ଏବଂ ଗ୍ୟାସ ସଙ୍କଟ ମଧ୍ୟରେ, ଭାରତ ଏକ ପ୍ରମୁଖ ରଣନୈତିକ…

ଗ୍ରାମାଞ୍ଚଳ ପାଇଁ ହାଇବ୍ରିଡ୍‌ ସ୍ବାସ୍ଥ୍ୟ ମଡେଲ୍‌ ଜରୁରୀ: ପ୍ରିୟଦର୍ଶୀ ମହାପାତ୍ର

ପ୍ରିୟଦର୍ଶୀ ମହାପାତ୍ର ଜଣେ ଅଭିଜ୍ଞ ଶିଳ୍ପପତି ଏବଂ ସଫଳ ଉଦ୍ୟୋଗୀ ଭାବେ ପରିଚିତ। ସେ ‘କ୍ୟୁଅରବେ’ ପ୍ରତିଷ୍ଠା କରିବା ପୂର୍ବରୁ ଗୁଗଲ୍‌, ମାଇକ୍ରୋସଫ୍ଟ, ଏସ୍‌ଏପି, ଆଭାୟା ଏବଂ…

ଗର୍ଭବତୀ ଅଛନ୍ତି ମୋନାଲିସା! ମାମଲାରେ ଆସିଲା ନୂଆ ଟୁଇଷ୍ଟ୍‌

ନୂଆଦିଲ୍ଲୀ,୨୧।୪:ପ୍ରୟାଗରାଜ କୁମ୍ଭମେଳା ସମୟରେ ଉଠାଇଥିବା ଫଟୋ ଯୋଗୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମୋନାଲିସା ଭୋନ୍ସଲେ ଏବଂ ତାଙ୍କ ସ୍ବାମୀ ମହମ୍ମଦ ଫରମାନଙ୍କ ସହ ଜଡିତ ମାମଲା…

ଇରାନ ସହ ଯୁଦ୍ଧ ବନ୍ଦ କରିବାରେ ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ନାରେ ରହିଛି ୫ ରାସ୍ତା, ହେଲେ ପ୍ରତ୍ୟେକ ପଥ କଣ୍ଟକିତ

ଓ୍ବାଶିଂଟନ,୨୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ସନ୍ଦେହର ମେଘ ଘୋଡ଼ାଇ ରହିଛି। ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧବିରତି ଯେକୌଣସି ମୁହୂର୍ତ୍ତରେ ଭାଙ୍ଗି ପଡ଼ିପାରେ। ଇରାନ ହାର…

ଜଗନ୍ନାଥ ଦର୍ଶନ କରି ବାହାରିଥିଲେ ଦମ୍ପତି, ବାଟରେ ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଆଉ ତା’ ପରେ…

ନନ୍ଦପୁର,୨୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ଜୟପୁର-ବିଶାଖାପାଟଣା ସଂଯୋଗୀ ପୂର୍ତ୍ତ ବିଭାଗ ଅଧୀନ ରାଜ୍ୟ ରାଜପଥର ସୁବୁଲାର ଛକ ନିକଟରେ ସୋମବାର ବିଳମ୍ବିତ…

ଯୁଦ୍ଧ ବନ୍ଦ କରିବ ରୁଷିଆ, ଇରାନକୁ ଦେଲା ବଡ଼ ପ୍ରସ୍ତାବ! ପୁଟିନଙ୍କ ମନ୍ତ୍ରୀ-ଆରାଘଚିଙ୍କ ମଧ୍ୟରେ ଫୋନ ବାର୍ତ୍ତାଳାପ ପରେ…

ମସ୍କୋ,୨୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ରୁଷିଆ ଇରାନକୁ ମଧ୍ୟସ୍ଥତା ପ୍ରୟାସରେ ସହାୟତା କରିବାକୁ ପ୍ରସ୍ତାବ ଦେଇଛି। ଏହି ପରିପ୍ରେକ୍ଷୀରେ, ରୁଷିଆ ବୈଦେଶିକ ମନ୍ତ୍ରୀ ସେର୍ଗେ ଲାଭରୋଭ…

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ୧୫୮ କୋଟିର ପ୍ରକଳ୍ପ କରିବେ ଲୋକାର୍ପଣ

ରାଉରକେଲା,୨୧ା୪: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଙ୍ଗଳବାର ରାଉରକେଲା ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଏଥର ରାଉରକେଲା ଆସୁଛନ୍ତି। ତେବେ ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସଜେଇ ହୋଇଛି…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri