ଜାତୀୟ

ନାମାଙ୍କନପତ୍ର ଦାଖଲ କଲେ ଜୟଶଙ୍କର

ଅହମ୍ମଦାବାଦ,୧୦।୭: ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ସୋମବାର ଗାନ୍ଧିନଗରରେ ରାଜ୍ୟ ସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗୁଜରାଟରେ ତିନୋଟି ରାଜ୍ୟ ସଭା ଆସନ ପାଇଁ ଚଳିତ ମାସ ଶେଷ ସୁଦ୍ଧା ନିର୍ବାଚନ ଅନୁଷ୍ଠିତ ହେବ। ବାକି ଦୁଇଟି ଆସନ ପାଇଁ ପ୍ରାର୍ଥୀଙ୍କ…

ଦଳର ନାଁ ପରିବର୍ତ୍ତନ କରିବାର ଅଧିକାର ଇସିଙ୍କ ପାଖରେ ନାହିଁ: ଉଦ୍ଧବ

ମୁମ୍ବାଇ.୧୦।୭: ଶିବସେନାର ନାମ ଏବଂ ନିର୍ବାଚନୀ ଚିହ୍ନକୁ ନେଇ ଲଢେଇ ବର୍ତ୍ତମାନ ସୁପ୍ରିମକୋର୍ଟରେ ଚାଲିଛି। ଏହି ପ୍ରସଙ୍ଗରେ ଉଦ୍ଧବ ଠାକରେଙ୍କ ଆବେଦନ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେଇଛନ୍ତି। ସେପଟେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ରମନ୍ତ୍ରୀ ଉଦ୍ଧବ ଠାକରେ ନିର୍ବାଚନ ଆୟୋଗଙ୍କୁ…

ଦଳ ବଦଳ ଚର୍ଚ୍ଚା ଭିତରେ ଦିଲ୍ଲୀରେ ମହାରାଷ୍ଟ୍ର କଂଗ୍ରେସ ନେତାଙ୍କ ବୈଠକ, ରାହୁଲ ହେବେ ସାମିଲ

ନୂଆଦିଲ୍ଲୀ,୧୦।୭: ମହାରାଷ୍ଟ୍ରର ଦୁଇଟି ବଡ ବିରୋଧୀ ଦଳ ଶିବସେନା ଓ ଏନସିପି ଏବେ ଭାଜପା ସହ ସରକାରରେ ସାମିଲ ହୋଇଯାଇଛନ୍ତି। ଏହି ଦୁଇ ଦଳର ବହୁ ବିଧାୟକ ଦଳ ବଦଳ କରି ସାରିଲେଣି ଆଉ ଦଳ ଦୁଇଫାଳ ହୋଇଗଲାଣି। ଏବେ କଂଗ୍ରେସ…

ତେଜସ୍ବୀଙ୍କ ଇସ୍ତଫା ଦାବି ଉପରେ ଆସିଲା ରାବ୍ରି ଦେବୀଙ୍କ ବୟାନ, ସିଧା ସିଧା ପ୍ରଧାନମନ୍ତ୍ରୀଙ୍କୁ ପଚାରିଲେ ଏହି ପ୍ରଶ୍ନ

ପାଟନା,୧୦।୭: ସୋମବାର ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଭାଜପା ବିଧାୟକମାନେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଇସ୍ତଫା ଦାବି କରିଛନ୍ତି। ଜମି ବଦଳରେ ଚାକିରି ଦେବା ମାମଲାରେ ସିବିଆଇ ଏକ ଚାର୍ଜଶିଟ ଦାଖଲ କରିଛି ଯେଉଁଥିରେ ତେଜସ୍ବୀଙ୍କ ନାଁ ସାମିଲ ରହିଛି।…

ଶିବସେନାର ନିର୍ବାଚନୀ ଚିହ୍ନକୁ ନେଇ ଦାଖଲ ହୋଇଥିବା ଆବେଦନ ଉପରେ ଜୁଲାଇ ୩୧ରେ ହେବ ଶୁଣାଣି

ମୁମ୍ବାଇ,୧୦।୭: ଶିବସେନାର ନିର୍ବାଚନୀ ଚିହ୍ନ ସମ୍ବନ୍ଧରେ ଉଦ୍ଧବ ଦଳ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଜୁଲାଇ ୩୧ରେ ଶୁଣାଣି କରିବେ। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଉଦ୍ଧବ ଦଳ ଚ୍ୟାଲେଞ୍ଜ କରିଛନ୍ତି। ନିର୍ବାଚନ ଆୟୋଗ ଶିନ୍ଦେ ଦଳକୁ…

କୁକୁର ଆକ୍ରମଣରେ ୧୨ ବର୍ଷର ନାବାଳକର ମୃତ୍ୟୁ

ଜୟପୁର,୧୦।୭: ରାଜସ୍ଥାନର ବୁନ୍ଦିରେ ଏକ ନାବାଳକ ଉପରେ କୁକୁର ଆକ୍ରମଣ କରିଥିବା ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ୧୨ ବର୍ଷର ନାବାଳକର ମୃତ୍ୟୁ ଘଟିଛି। କୁକୁରଦଳ ପିଲା ଉପରେ ଆକ୍ରମଣ କରି ତାଙ୍କୁ ଗୁରୁତର ଆହତ କରିଦେଇଥିଲେ। ପିଲାଟିର ଚିତ୍କାର ଶୁଣି…

ଜମି ବିବାଦରୁ ୫ ବର୍ଷର ଶିଶୁଙ୍କୁ ହତ୍ୟା

ପାଟନା,୧୦ା୭: ବିହାରର ସମସ୍ତୀପୁର ଜିଲା ବିଥାନ ଥାନା ଅନ୍ତର୍ଗତ ସିମା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୫ ବର୍ଷର ଶିଶୁକୁ ଗୁଳିକରି ହତ୍ୟା କରାଯାଇଛି। ଶିଶୁଙ୍କ ପରିବାର ସଦସ୍ୟ ଏବଂ ପଡ଼ୋଶୀଙ୍କ ମଧ୍ୟରେ ଜମିଜମା ବିବାଦରୁ ଏହି ହତ୍ୟାକାଣ୍ଡ…

ମଣିପୁର ହିଂସା: ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ରଖିଲେ ରାଜ୍ୟ ସରକାର, କହିଲେ ସ୍ଥିତି ସୁଧୁରୁଛି

ଇମ୍ଫାଲ,୧୦।୭: ମଣିପୁରର ହିଂସା ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ଫେରାଇ ଆଣିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ବାରମ୍ବାର ପରିସ୍ଥିତି ବଦଳୁଛି ବୋଲି ରାଜ୍ୟ ସରକାର କହିଛନ୍ତି। ବର୍ତ୍ତମାନ ଏହି ଆଦେଶକୁ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପାରେ।…

ୟୁସିସିକୁ ସମର୍ଥନ କରିବା ପଡ଼ିଲା ମହଙ୍ଗା: ଏଏପି ଛାଡିଲେ ପ୍ରଫୁଲ୍ଲ ଭାସାଭା …

ଅହମଦାବାଦ,୧୦।୭ : ଗୋଟିଏ ଦେଶ, ଗୋଟିଏ ଆଇନର ଲକ୍ଷ୍ୟ ନେଇ ୟୁନିଫର୍ମ ସିଭିଲ କୋଡ (ୟୁସିସି) ପାଇଁ ନୀତିଗତ ସମର୍ଥନ ଘୋଷଣା କରି ଗୁଜରାଟରେ ଆମ ଆଦମୀ ପାର୍ଟି (ଏଏପି) ଏବଂ ଅରବିନ୍ଦ କେଜରିୱାଲଙ୍କୁ ମହଙ୍ଗା ପଡ଼ିଛି। ଗୁଜରାଟର ଅନୁସୂଚିତ ଜନଜାତି…

ଧକ୍କା ଦେଇ ଟ୍ରେନ ଷ୍ଟାର୍ଟ କଲେ ଯବାନ, ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ,୧୦।୭ : ପ୍ରାୟତଃ ବିଭିନ୍ନ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଦେଖାଯାଇଥାଏ। ଅନେକ ଭିଡିଓ ବହୁତ ମଜାଳିଆ, ଏବଂ ବେଳେବେଳେ କିଛି ଭିଡିଓ ଆମକୁ ଗର୍ବିତ କରେ। ବିଶେଷକରି ଯେତେବେଳେ ଏହା ଭାରତୀୟ ସେନା ସହିତ ଜଡିତ ହୋଇଥାଏ। ଲୋକମାନେ ଏହି…

ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ୱସ୍ତି, ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ବଢିଲା ଜାମିନ ଅବଧି

ନୂଆଦିଲ୍ଲୀ,୧୦।୭: ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ନେତାସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧିକୁ ବଢାଇଛନ୍ତି ସୁପ୍ରିମକୋର୍ଟ। ସୋମବାର କୋର୍ଟ ମେଡିକାଲ ଗ୍ରାଉଣ୍ଡରେ ଏହି ଅବଧି ବଢାଇଥିବା କହିଛନ୍ତି। ସ୍ବାସ୍ଥ୍ୟଗତ କାରଣ ଯୋଗୁ ମଧ୍ୟବର୍ତ୍ତିକାଳୀନ ଜାମିନ ପାଇଥିବା ଜୈନ…

ଇଣ୍ଟରନେଟ ଚାଲୁ କରିବା ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲେ ମଣିପୁର ସରକାର

ଇମ୍ଫାଲ,୧୦।୭: ମଣିପୁରର ହିଂସା ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ ସେବା ପୁଣି ଯୋଗାଇଦେବାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ପହଞ୍ଚିଛନ୍ତି। ରାଜ୍ୟ ସରକାର କହିଛନ୍ତି ସ୍ଥିତିରେ ବାରମ୍ବାର ପରିବର୍ତ୍ତନ ହେଉଛି। ଏବେ ଏହି ନିର୍ଦ୍ଦେଶ ପରେ ଭିନ୍ନ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?