ଜାତୀୟ

ସାବଧାନ ! ଫାଇଲ ମ୍ୟାନେଜର ଚାଇନାକୁ ପଠାଉଛି ୟୁଜରଙ୍କ ଗୋପନୀୟ ତଥ୍ୟ…

ନୂଆଦିଲ୍ଲୀ,୧୦।୭ : ଲୋକଙ୍କୁ ସମସ୍ୟାରେ ପକାଇବା ପାଇଁ ସାଇବର ଅପରାଧୀମାନେ ହ୍ୟାକିଂର ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ଏହି ଠକମାନେ ସୁରକ୍ଷା ଯାଞ୍ଚରୁ ଦୂରେଇ ରହିବା ଏବଂ ଆଣ୍ଡ୍ରଏଡ ଫୋନରେ ସେମାନଙ୍କର ଆପ ସନ୍ନିବେଶ କରିବାକୁ ସମସ୍ତ ପ୍ରୟାସ କରୁଛନ୍ତି। ସେମାନେ…

ଆରଜେଡି-ଜେଡିୟୁ ମଧ୍ୟରେ ସବୁକିଛି ଚାଲିଛି ଠିକ୍‌: ଗୋଟିଏ ଗାଡ଼ିରେ ବିଧାନସଭା ଆସିଲେ ନୀତୀଶ-ତେଜସ୍ବୀ

ପାଟନା,୧୦।୭: ବିହାର ବିଧାନସଭା ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ବିଧାନସଭାରେ ଯୋଗ ଦେବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏକାଠି ଗୋଟିଏ ଗାଡିରେ ଆସି ପହଞ୍ଚିଛନ୍ତି। କେବଳ ଏତିକି ନୁହେଁ, ସେହି ଗାଡିରେ ପରିବେଶ…

ଅର୍ଥ ମନ୍ତ୍ରଣାଳୟକୁ ନେଇ ଟ୍ରିପଲ ଇଞ୍ଜିନ ସରକାରରେ ଟଣାଓଟରା…

ମୁମ୍ବାଇ,୧୦।୭ : ମହାରାଷ୍ଟ୍ରରେ ଚାଲିଥିବା ବିବାଦ ପରେ ପାଓ୍ବାର ଗେମ ରାଜନୀତି ଆରମ୍ଭ ହୋଇଛି। ଏନସିପିର ଅଜିତ ପାୱାର ସରକାରରେ ଯୋଗ ଦେବାପରେ ବର୍ତ୍ତମାନ ବିଭାଗକୁ ବଣ୍ଟାକୁ ନେଇ ବିବାଦ ଲାଗି ରହିଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବିଷୟରେ ବିଭିନ୍ନ ପ୍ରକାରର…

ଦିଗବିଜୟଙ୍କ ବିରୋଧରେ ତୃତୀୟ ଏଫଆଇଆର

ଇନ୍ଦୋର,୧୦।୭: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ବିରୋଧରେ ଇନ୍ଦୋରରେ ମାମଲା ଦାୟର ହେବା ପରେ ଉଜ୍ଜୟିନିର ଅଜାକ ଥାନରେ ବି ଏଫଆଇଆର ଦିଆଯାଇଛି। ରାଷ୍ଟ୍ରୀୟ ସ୍ବୟଂସେବାକ ସଂଘର ଦ୍ୱିତୀୟ ସରସଂଘଚାଳକ ମାଧବ ସଦାଶିବ ରାଓ ଗୋଲୱଲକରଙ୍କ ବିରୋଧରେ ପୂର୍ବତନ…

ହୃଦୟ ଜିତିଲେ କୋହଲି

ଡୋମିନିକା,୧୦।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକାରେ ଖେଳାଯିବ। ଭାରତୀୟ ଖେଳାଳିମାନେ ଏହି ମ୍ୟାଚ ପୂର୍ବରୁ ସୋମବାର ଅଭ୍ୟାସ କରିଥିଲେ। ବିରାଟ କୋହଲି ମଧ୍ୟ ନେଟ୍ସରେ ବହୁତ ପ୍ରାକ୍ଟିସ କରିଲେ। ଏହି ସମୟରେ ସେ ପ୍ରଶଂସକଙ୍କୁ…

ସିସୋଡିଆଙ୍କ ଜାମିନ ଆବେଦନ ଉପରେ ୧୪ ଜୁଲାଇରେ ହେବ ଶୁଣାଣି

ନୂଆଦିଲ୍ଲୀ,୧୦।୭: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ଜାମିନ ଆବେଦନର ପରବର୍ତ୍ତି ଶୁଣାଣି ସୁପ୍ରିମକୋର୍ଟରେ ୧୪ ଜୁଲାଇରେ ହେବ।ବରିଷ୍ଠ ଆଇନଜୀବି ଅଭିଷେକ ମନୁ ସିଂଘଭି ଏହି ମାମଲାକୁ ପ୍ରଧାନ ବିଚାରପତି ଡି.ଇ ଚନ୍ଦ୍ରଚୂଡଙ୍କ ନିକଟରେ ରଖିଥିଲେ ଯାହା ଉପରେ କୋର୍ଟ…

ଚୋରି ସମ୍ପତ୍ତିରେ ନିଜ ଘର ଭରୁଛି ଭାଜପା: ସାମନା…

ମୁମ୍ବାଇ,୧୦।୭ : ମହାରାଷ୍ଟ୍ରରେ ଶକ୍ତି ଖେଳ କ୍ରମାଗତ ଭାବେ ବଦଳୁଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଦେବେନ୍ଦ୍ର ଫଡନାଭିସଙ୍କ ମିଳିତ ମଞ୍ଚରେ ଏନସିପି ଅଜିତ ପାୱାରଙ୍କ ହଠାତ ପ୍ରବେଶ ରାଜନୈତିକ ପରିବେଶକୁ ଆହୁରି ଉଷ୍ଣ କରିଛି। ଏହି ସମୟରେ ଉଦ୍ଧବ ଦଳ…

କଂଗ୍ରେସ-ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କଲେ ଶିନ୍ଦେ

ମୁମ୍ବାଇ,୧୦।୭: ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ ଦେବା ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତୃତୀୟ ଇଞ୍ଜିନକୁ ଭୁଲି ଯାଇଥିବା ନଜର ଆସିଛି। କାରଣ ସେ ତାଙ୍କ ସମ୍ବୋଧନ ସମୟରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ଏହା ଏକ…

ପିଏମ କେୟାର୍ସ ପାଣ୍ଠିରୁ କରାଯାଉ ବନ୍ୟା ପୀଡ଼ିତଙ୍କ ସହାୟତା: କଂଗ୍ରେସ…

ନୂଆଦିଲ୍ଲୀ,୧୦।୭ : ହିମାଚଳ ପ୍ରଦେଶରେ ଲଗାତାର ବର୍ଷା ହେତୁ ପରିସ୍ଥିତି ବିଗିଡି ଯାଇଛି। ଏହି ସମୟରେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ସହାୟତା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ହିମାଚଳ ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀ…

ଆଜି ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି ଏସ ଜୟଶଙ୍କର

ଗାନ୍ଧିନଗର,୧୦।୭: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଗୁଜରାଟର ରାଜ୍ୟ ସଭା ଆସନ ଲାଗି ହେବାକୁ ଥିବା ନିର୍ବାଚନ ପାଇଁ ସୋମବାର ୧୦ ଜୁଲାଇରେ ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି। ସେଥିପାଇଁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ରବିବାର ସେ ସେଠାରେ ପହଞ୍ଚିଛନ୍ତି। ଭାରତୀୟ…

ମୁଁ ମମତାଙ୍କ ପ୍ରଶଂସକ, ହେଲେ ଯାହା ହେଉଛି ତାହା ଭୟଙ୍କର: ଦିଗବିଜୟ

ନୂଆଦିଲ୍ଲୀ,୧୦।୭: ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ସୋମବାର ପଶ୍ଚିମବଙ୍ଗରେ ବିରୋଧ ପ୍ରଦର୍ଶନ ଓ ପଞ୍ଚାୟତ ନିର୍ବାଚନ ପରେ ହୋଇଥିବା ହିଂସାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ଘଟଣାଗୁଡ଼ିକୁ କ୍ଷମା ଯୋଗ୍ୟ ନୁହେଁ ବୋଲି ବର୍ଣ୍ଣନା କରି ଦିଗବିଜୟ ସିଂ…

ପ୍ରେମ ବିବାହ ପରେ ସ୍ତ୍ରୀଙ୍କୁ ପାଠ ପଢାଇଲେ, ଶିକ୍ଷୟିତ୍ରୀ ହେବା ପରେ ପ୍ରିନ୍ସପାଲ୍‌ଙ୍କ ସହ ସ୍ତ୍ରୀ ଫେରାର

ପାଟନା,୧୦।୭: ୟୁପିର ଜ୍ୟୋତି ମୌର୍ଯ୍ୟ ଏବଂ ଆଲୋକ ମୌର୍ଯ୍ୟଙ୍କ କାହାଣୀ ମନରୁ ଲିଭି ନ ଥିବାବେଳେ ବିହାରର ବୈଶାଳୀ ଜିଲାରେ ଏମିତି ଆଉ ଏକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ପ୍ରଥମେ ପ୍ରେମ ବିବାହ ପରେ ସ୍ତ୍ରୀଙ୍କୁ ପାଠ ପଢାଇଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?