ଜାତୀୟ

ଦିଲ୍ଲୀରେ ବନ୍ୟା ପରିସ୍ଥିତି: ସେନାରୁ ସାହାଯ୍ୟ ମାଗିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୪।୭: ଦିଲ୍ଲୀରେ ଯମୁନାର ଜଳସ୍ତର ବୃଦ୍ଧି ପାଉଛି। ଏହି କାରଣରୁ ଆଇଟିଓ ଏବଂ ଦିଲ୍ଲୀର ଆଖପାଖ ଅଞ୍ଚଳକୁ ଜଳ ପ୍ରବେଶ କରିବାକୁ ଲାଗିଛି। ଯମୁନା ଜଳ ସହରରେ ପ୍ରବେଶ ନ କରିବା ପାଇଁ ଦିଲ୍ଲୀର ସରକାରୀ କର୍ମଚାରୀମାନେ ରାତିସାରା କାମ କରୁଛନ୍ତି।…

ବୈଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ହେବେ ମୋଦି, ସାମିଲ ହେବେ ଭାରତୀୟ ସେନା

ନୂଆଦିଲ୍ଲୀ/ପ୍ୟାରିସ,୧୪।୭: ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମ୍ୟାକ୍ରୋଙ୍କ ନିମନ୍ତ୍ରଣ କ୍ରମେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ କରିଛନ୍ତି। ସେଠାରେ ସେ ଜୁଲାଇ ୧୪ ଅର୍ଥାତ୍‌ ଶୁକ୍ରବାର ଦେଶର ରାଷ୍ଟ୍ରୀୟ ଦିବସ ଅର୍ଥାତ୍‌ ବୈଷ୍ଟିଲ ଡେ ପରେଡରେ ସାମିଲ ହେବେ। ଏହି…

ଇସ୍ରୋ ସୁବର୍ଣ୍ଣ ଇତିହାସ ସୃଷ୍ଟି କରିବାକୁ ଯାଉଛି: ଯୋଗୀ

ଲକ୍ଷ୍ନୌ, ୧୪।୭: ଦେଶର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୩ର ପରୀକ୍ଷଣ ପାଇଁ ଗଣନା ଆରମ୍ଭ ହୋଇଛି। ଚନ୍ଦ୍ରୟାନ-୩ ଆଜି ଅର୍ଥାତ୍‌ ଶୁକ୍ରବାର ଶ୍ରୀହାରିକୋଟାସ୍ଥିତ କେନ୍ଦ୍ରରୁ ଲଞ୍ଚ ହେବ। ଦେଶ ପାଇଁ ଏହା ଅତ୍ୟନ୍ତ ଗର୍ବର ସମୟ। ଚନ୍ଦ୍ରୟାନ-୩ ଲଞ୍ଚ ସଂପର୍କରେ ବିଶ୍ୱର…

ଫେଲ୍‌ ମାରିଲା ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ପ୍ଲାନ୍‌

ଇଟାନଗର/ବେଜିଂ,୧୪।୭: ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ସର୍ବଦା ଖରାପ ନଜର ରହିଛି। ଗୋଟିଏ ପଟେ ଚାଇନା ନିୟନ୍ତ୍ରଣ ଲାଇନ ଉପରେ ନିଜର କାର୍ଯ୍ୟକଳାପକୁ କ୍ରମାଗତ ଭାବରେ ବୃଦ୍ଧି କରୁଛି ଏବଂ ଅନ୍ୟ ପଟେ ଅରୁଣାଚଳ ପ୍ରଦେଶକୁ ନେଇ କୂଟନୈତିକ କୌଶଳ ପ୍ରୟୋଗ…

ବାଲ ଠାକରେ, ନରେନ୍ଦ୍ର ମୋଦିଙ୍କ ନାଁ ନେଇ ଭୋଟ ମାଗିଥିଲେ ଉଦ୍ଧବ, ପରେ କରିଥିଲେ ବିଶ୍ୱାସଘାତକତା: ଏକନାଥ ଶିନ୍ଦେ

ମୁମ୍ବାଇ,୧୪।୭: ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୁରୁବାର ଶିବସେନା (ୟୁବିଟି) ସଭାପତି ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଉଦ୍ଧବ ଠାକରେ ଭାଜପା ସହ ‘ସ୍ବାଭାବିକ ମେଣ୍ଟ’ ଛାଡି ନିର୍ବାଚନରେ ଜିତିବା ପାଇଁ ବାଲ ଠାକରେ…

ଜହ୍ନ ରାଇଜର ରହସ୍ୟ ଫିଟାଇବ ଚନ୍ଦ୍ରୟାନ-୩

ବେଙ୍ଗାଲୁରୁ/ନୂଆଦିଲ୍ଲୀ, ୧୪ା୭(ପ୍ରସ୍ତୁତି: ଜ୍ୟୋତିର୍ମୟୀ ସେଠୀ/ଦୁର୍ଯ୍ୟୋଧନ ମିଶ୍ର): ମଣିଷ ବସବାସ କରୁଥିବା ପୃଥିବୀ ବାହାର ଦୁନିଆ ସମ୍ପର୍କରେ ଜାଣିବା ପାଇଁ ସମସ୍ତଙ୍କ ଉତ୍ସୁକତା ରହିଛି। କେଉଁଠି ଜୀବସତ୍ତା ତ ଆଉ କେଉଁଠି ଜଳ ଓ ମଣିଷକୁ ବଞ୍ଚାଇବା ଭଳି ଅମ୍ଳଜାନ ରହିଛି, ତାହା…

ଚନ୍ଦ୍ରୟାନ-୩ ଅଭିଯାନର ସଫଳତା ପାଇଁ ମନ୍ଦିରରେ ପହଞ୍ଚିଲେ ଇସ୍ରୋ

ଶ୍ରୀହରିକୋଟା,୧୪।୭: ଚନ୍ଦ୍ରୟାନ-୩ ଅଭିଯାନର ସଫଳତା ପାଇଁ ଚନ୍ଦ୍ରୟାନ-୩ର ରିସର୍ଚ୍ଚ ଟିମ୍‌, ନ୍ୟାଶନାଲ ଆଟ୍‌ମୋସ୍ପିଅରିକ୍‌ ରିସର୍ଚ୍ଚ ଲାବୋରେଟରି (ଏନ୍‌ଏଆର୍‌ଏଲ୍‌) ନିର୍ଦ୍ଦେଶକ ଅମିତ କୁମାର ପାତ୍ର, ଚନ୍ଦ୍ରୟାନ-୩ର ପ୍ରୋଜେକ୍ଟ ଡିରେକ୍ଟର ଭୀରମୁଥୁ ଭେଲ୍‌ ଏବଂ ଇସ୍ରୋର ସାଇଣ୍ଟିଫିକ୍‌ ସେକ୍ରେଟାରି ଆନ୍ଧ୍ରପ୍ରଦେଶର ତିରୁପତି ଭେଙ୍କଟଚାଲାପଥି ମନ୍ଦିର…

ଫ୍ରାନ୍ସରେ ବଡ଼ ଘୋଷଣା କଲେ ମୋଦି

ନୂଆଦିଲ୍ଲୀ/ପ୍ୟାରିସ୍‌: ସିଙ୍ଗାପୁର ପରେ ବର୍ତ୍ତମାନ ଫ୍ରାନ୍ସ ମଧ୍ୟ ଭାରତର ୟୁନିଫାଏଡ ପେମେଣ୍ଟ ସିଷ୍ଟମ (ୟୁପିଆଇ) ଲାଗୁ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ସମୟରେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ୟୁପିଆଇ ବ୍ୟବହାର ଉପରେ ଭାରତ ଏବଂ ଫ୍ରାନ୍ସ…

ଆଜମ ଖାନ୍‌ଙ୍କୁ ଝଟ୍‌କା

ଲକ୍ଷ୍ନୌ,୧୪।୭: ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ଓ୍ବାଇ ବର୍ଗର ସୁରକ୍ଷା ହଟାଇ ଦିଆଯାଇଛି। ଉତ୍ତରପ୍ରଦେଶ ପୋଲିସ ସୁରକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ଏକ ଚିଠିରେ କୁହାଯାଇଛି ଯେ, ଆଜଦ୍‌ମଙ୍କ ପାଇଁ ଓ୍ବାଇ ବର୍ଗର ସୁରକ୍ଷା ପାଇଁ କୌଣସି…

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ/ପ୍ୟାରିସ୍‌,୧୪ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ତାଙ୍କୁ ନୈଶଭୋଜିରେ ଆପ୍ୟାୟିତ କରିଛନ୍ତି। ଏଥିପାଇଁ ମୋଦି ଇମାନ୍ବେଲଙ୍କୁ ଧନ୍ୟବାଦ ଦେଇଛନ୍ତି। ଶୁକ୍ରବାର ବାଷ୍ଟିଲ ଡେ’ ସେଲିବ୍ରେଶନ ପରେ ଦୁଇନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା…

ବିପଦ ସଙ୍କେତ ୩ ମିଟରରୁ ଅଧିକ ଉଚ୍ଚରେ ପ୍ରବାହିତ ହେଉଛି ଯମୁନା

ନୂଆଦିଲ୍ଲୀ,୧୩ା୭: ଯମୁନା ନଦୀ ଜଳସ୍ତର ବଢ଼ିବା ଫଳରେ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ରାସ୍ତା ପାଣିରେ ବୁଡ଼ିରହିଥିବାରୁ ପରିବହନ ସେବା ବାଧାପ୍ରାପ୍ତ ହୋଇଛି। ବନ୍ୟାରେ ଦିଲ୍ଲୀର ୬ଟି ଜିଲା ପ୍ରଭାବିତ ହୋଇଛି। ବନ୍ୟାସ୍ଥିତି ଯୋଗୁ ଲାଲ୍‌ କିଲ୍ଲାକୁ ଗୁରୁବାର…

ଶୁକ୍ରବାର ମହାରାଷ୍ଟ୍ରରେ କ୍ୟାବିନେଟ ସମ୍ପ୍ରସାରଣ! ଫଡନ୍‌ଭିସଙ୍କୁ ଭେଟିଲେ ଅଜିତ୍‌ ପାଓ୍ବାର

ମୁମ୍ବାଇ,୧୩।୭: କ୍ୟାବିନେଟ ସମ୍ପ୍ରସାରଣ ଏବଂ ନୂତନ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ପ୍ରସଙ୍ଗରେ ମହାରାଷ୍ଟ୍ରରେ ରାଜନୀତି ତୀବ୍ର ହୋଇଛି। ଏହି ସମୟରେ ଶିବସେନା ଗୁରୁବାର କହିଛି ଯେ, ରାଜ୍ୟ କ୍ୟାବିନେଟର ସମ୍ପ୍ରସାରଣ ଏବଂ ବିଭାଗ ବଣ୍ଟନ ଜୁଲାଇ ୧୪ରେ ହେବାର ସମ୍ଭାବନା ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?